ପ୍ରକାଶ ଚନ୍ଦ୍ର ମାଝି

ଉଇକିପିଡ଼ିଆ‌ରୁ
ପ୍ରକାଶ ଚନ୍ଦ୍ର ମାଝି
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀରମେଶ ଚନ୍ଦ୍ର ମାଝି
ନିର୍ବାଚନ ମଣ୍ଡଳୀଝରିଗାଁ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1984-07-15) ୧୫ ଜୁଲାଇ ୧୯୮୪ (ବୟସ ୩୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀମୁକ୍ତା ମାଝି
ବାପା/ବୋଉଜାବେଦ ମାଝି (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରକାଶ ଚନ୍ଦ୍ର ମାଝି (ଜନ୍ମ: ୧୫ ଜୁଲାଇ ୧୯୮୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଝରିଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପ୍ରକାଶ ଚନ୍ଦ୍ର ମାଝି ୧୯୮୪ ମସିହାର ଜୁଲାଇ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜାବେଦ ମାଝି ଓ ପତ୍ନୀଙ୍କ ନାମ ମୁକ୍ତା ମାଝି ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ପ୍ରକାଶ ଚନ୍ଦ୍ର ମାଝି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Prakash Chandra Majhi". odishaassembly.nic.in. Odisha Assembly. Retrieved 30 March 2022.

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Prakash Chandra Majhi-ସମ୍ପର୍କିତ ମିଡ଼ିଆ