ଆପିକ୍ସାବାନ

ଉଇକିପିଡ଼ିଆ‌ରୁ
ଆପିକ୍ସାବାନ
Clinical data
Trade namesEliquis, others
SynonymsBMS-562247-01
AHFS/Drugs.commonograph
MedlinePlusa613032
data
Routes of
administration
By mouth
Legal status
Legal status
  • UK: POM (Prescription only)
  • US: ℞-only
  • ℞ (Prescription only)
Pharmacokinetic data
Bioavailability~50%
Protein binding~87%
MetabolismCYP3A4, CYP3A5, CYP1A2 and others
Elimination half-life9–14 h
ExcretionBile (75%), kidney (25%)
Identifiers
  • 1-(4-methoxyphenyl)-7-oxo-6-[4-(2-oxopiperidin-1-yl)phenyl]-4,5,6,7-tetrahydro-1H-pyrazolo[3,4-c]pyridine-3-carboxamide
ECHA InfoCard100.167.332 Edit this at Wikidata
Chemical and physical data
FormulaC25H25N5O4
Molar mass459.497
3D model (JSmol)
  • O=C5N(c4ccc(N3C(=O)c1c(c(nn1c2ccc(OC)cc2)C(=O)N)CC3)cc4)CCCC5
  • InChI=1S/C25H25N5O4/c1-34-19-11-9-18(10-12-19)30-23-20(22(27-30)24(26)32)13-15-29(25(23)33)17-7-5-16(6-8-17)28-14-3-2-4-21(28)31/h5-12H,2-4,13-15H2,1H3,(H2,26,32) checkY
  • Key:QNZCBYKSOIHPEH-UHFFFAOYSA-N checkY
  (verify)

ଆପିକ୍ସାବାନ, ଅନ୍ୟମାନଙ୍କ ମଧ୍ୟରେ ବେପାର ନାମ ଏଲିକ୍ୱିସ, ଏକ ଆଣ୍ଟିକୋଆଗୁଲାଣ୍ଟ ଔଷଧ ଯାହା ରକ୍ତ ଜମାଟ ବାନ୍ଧିବାକୁ ରୋକିବା ଓ ଚିକିତ୍ସା ପାଇଁ ଦିଆଯାଏ ଏବଂ ଅଣଭାଲୁଲାର୍ ଆଟ୍ରିଆଲ୍ ଫାଇବ୍ରିଲେସନ୍ (AF) ଥିବା ଲୋକଙ୍କଠାରେ ଷ୍ଟ୍ରୋକ୍ ରୋକିବା ପାଇଁ ବ୍ୟବହୃତ ହୁଏ | [୧] [୨] [୩] ନିର୍ଦ୍ଦିଷ୍ଟ ଭାବରେ ପୂର୍ବ ଜମାଟ ବାନ୍ଧିବା ଇତିହାସ ଥିବା ରୋଗୀଙ୍କର ହିପ ଓ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ପରେ ରକ୍ତ ଜମାଟ ବାନ୍ଧିବା ବନ୍ଦ କରିବା ପାଇଁ ବ୍ୟବହୃତ ହୁଏ | [୪] ଏହା ୱାର୍ଫାରିନର ବିକଳ୍ପ ଭାବରେ ବ୍ୟବହୃତ ହୁଏ ଏବଂ ରକ୍ତ ପରୀକ୍ଷା କରି ଯାଞ୍ଚ କରିବା ଆବଶ୍ୟକ ହୁଏ ନାହିଁ। [୪] ଏହା ପାଟିରେ ଦିଆଯାଏ | [୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ଏବଂ ବାନ୍ତି ହୋଇପାରେ | [୧] [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମେରୁଦଣ୍ଡ ଚାରିପାଖରେ ରକ୍ତସ୍ରାବ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ | [୪] ଗର୍ଭାବସ୍ଥା କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର ସୁପାରିଶ କରାଯାଏ ନାହିଁ | [୫] ସାମାନ୍ୟ ବୃକ୍‌କ ସମସ୍ୟାରେ ବ୍ୟବହାର ଅପେକ୍ଷାକୃତ ନିରାପଦ ମନେହୁଏ | [୫] ୱାରଫାରିନ ତୁଳନାରେ ଏହାର ଅନ୍ୟାନ୍ୟ ଔଷଧ ସାଥିରେ କମ ପ୍ରତିକ୍ରିୟା ହୁଏ | [୬] ଏହା ଏକ ସଳଖ ଫ୍ୟାକ୍ଟର ଏକ୍ସଏ ଇନହିବିଟର । [୪]

ମଇ ୨୦୧୧ ମସିହାରେ ୟୁରୋପୀୟ ୟୁନିଅନରେ ଏବଂ ଆମେରିକାରେ ଓ ଡିସେମ୍ଭର୨୦୧୨ ମସିହାରେ ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା ।[୬] [୭] [୧] ଯୁକ୍ତରାଜ୍ୟରେ ଏହାର ଏକ ମାସର ଯୋଗାଣ ଖର୍ଚ୍ଚ ୨୦୨୦ରେ ୫୩ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୪୨୭ ଡଲାର ଅଟେ । [୮]୨୯୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏହା ୯୩ତମ ସାଧାରଣତ ପ୍ରେସକ୍ରିପସନ୍ ଔଷଧ ଥିଲା ଯେଉଁଥିରେ ଆଠ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା।[୯] [୧୦] ଡିସେମ୍ବର ୨୦୧୯ ରେ, ଜେନେରିକ୍ ସଂସ୍କରଣ ଯୁକ୍ତରାଷ୍ଟ୍ରରେ ଅନୁମୋଦିତ ହୋଇଥିଲା | [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Apixaban Monograph for Professionals". Drugs.com. American Society of Health-System Pharmacists. Archived from the original on 27 March 2019. Retrieved 27 March 2019.
  2. ୨.୦ ୨.୧ ୨.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 133-134. ISBN 978-0-85711-369-6.{{cite book}}: CS1 maint: date format (link)
  3. ୩.୦ ୩.୧ "FDA approves first generics of Eliquis". U.S. Food and Drug Administration (FDA). 23 December 2019. Archived from the original on 23 December 2019. Retrieved 23 December 2019.
  4. ୪.୦ ୪.୧ ୪.୨ ୪.୩ ୪.୪ "Apixaban Monograph for Professionals". Drugs.com. American Society of Health-System Pharmacists. Archived from the original on 27 March 2019. Retrieved 27 March 2019.
  5. ୫.୦ ୫.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 133-134. ISBN 978-0-85711-369-6.{{cite book}}: CS1 maint: date format (link)
  6. ୬.୦ ୬.୧ Kiser, Kathryn (2017). Oral Anticoagulation Therapy: Cases and Clinical Correlation. Springer. p. 11. ISBN 9783319546438. Archived from the original on 27 March 2019. Retrieved 27 March 2019.
  7. "Eliquis EPAR". European Medicines Agency. Archived from the original on 11 August 2020. Retrieved 22 April 2020.
  8. "Eliquis EPAR". European Medicines Agency. Archived from the original on 11 August 2020. Retrieved 22 April 2020.
  9. "Drug Approval Package: Eliquis (apixaban) NDA #202155". U.S. Food and Drug Administration (FDA). 13 February 2013. Archived from the original on 23 December 2019. Retrieved 23 December 2019.
  10. "The Top 300 of 2020". ClinCalc. Archived from the original on 18 March 2020. Retrieved 11 April 2020.