ଇପ୍ରାଟ୍ରୋପିଅମ/ସାଲବୁଟାମୋଲ

ଉଇକିପିଡ଼ିଆ‌ରୁ
ଇପ୍ରାଟ୍ରୋପିଅମ/ସାଲବୁଟାମୋଲ
Combination of
Ipratropium bromideMuscarinic antagonist
SalbutamolShort-acting β2-adrenergic agonist
Clinical data
Trade namesCombivent, DuoNeb, Breva, others
AHFS/Drugs.com
MedlinePlusa601063
data
Pregnancy
category
  • US: C (Risk not ruled out) [୧]
Routes of
administration
Inhalation
Legal status
Legal status
  • AU: S3 (Pharmacist only)
  • UK: POM (Prescription only)
  • US: ℞-only
  (verify)

ଇପ୍ରାଟ୍ରୋପିଅମ/ସାଲବୁଟାମୋଲ, ଅନ୍ୟମାନଙ୍କ ମଧ୍ୟରେ କୋମ୍ବିଭେଣ୍ଟ ଏହାର ଏକ ବ୍ୟବସାୟୀକ ନାମ, ଏକ ଔଷଧ ମିଶ୍ରଣ ଯାହା କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ (COPD)ର ଚିକିତ୍ସା ପାଇଁ ବ୍ୟବହୃତ |[୨] [୩] ଏଥିରେ ଆଇପ୍ରାଟ୍ରୋପିଅମ ଭଳି ଏକ ଆଣ୍ଟିକଲିନର୍ଜିକ ଏବଂ ସାଲବୁଟାମୋଲ (ଆଲବୁଟେରୋଲ୍, β-ଆଡ୍ରେନର୍ଜିକ ଆଗୋନିଷ୍ଟ) ଥାଏ | [୪] ଏହା ଆଘ୍ରାଣ କରି ନିଆଯାଏ | [୫]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଳା ଯନ୍ତ୍ରଣା, ମାଂସପେଶୀ କଷ୍ଟ, ଏବଂ ଅଇ ଲାଗେ | [୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବ୍ରୋଙ୍କୋସ୍ପାଜ୍ମ, ଆଲର୍ଜି ପ୍ରତିକ୍ରିୟା ଏବଂ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ | [୪] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ | [୬] ପ୍ରତ୍ୟେକ ଔଷଧ ସାଧାରଣତଃ ବ୍ରୋଙ୍କୋସ୍ପାଜ୍ମ ହ୍ରାସ କରେ ଏବଂ ବିଭିନ୍ନ ଯନ୍ତ୍ରିକ ଶୈଳୀ ମାଧ୍ୟମରେ ତାହା କରେ | [୪]

ଯୁକ୍ତରାଷ୍ଟ୍ରରେ ୧୯୯୬ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା | [୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | ଯୁକ୍ତରାଜ୍ୟରେ ଏହାର ଷାଠିଏ ଡୋଜର ମୂଲ୍ୟ ପ୍ରାୟ ୧୮ପାଉଣ୍ଡ £ ଅଟେ। [୩] [୭] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୯.୫୦ ଡଲାର ଅଟେ। [୮] ୨୦୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ୧୭୨ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ତିନି ଲକ୍ଷରୁ ଅଧିକ ପ୍ରେସକ୍ରିପସନ ରହିଥିଲା | [୯] [୧୦]

ଆଧାର[ସମ୍ପାଦନା]

  1. "Albuterol / ipratropium Use During Pregnancy". Drugs.com (in ଇଂରାଜୀ). Retrieved 19 April 2019.
  2. ୨.୦ ୨.୧ "DailyMed - ipratropium bromide and albuterol sulfate inhalant". dailymed.nlm.nih.gov. Retrieved 18 April 2019.
  3. ୩.୦ ୩.୧ British national formulary : BNF 76 (76 ed.). Pharmaceutical Press. 2018. p. 247. ISBN 9780857113382.
  4. ୪.୦ ୪.୧ ୪.୨ "DailyMed - ipratropium bromide and albuterol sulfate inhalant". dailymed.nlm.nih.gov. Retrieved 18 April 2019.
  5. ୫.୦ ୫.୧ "Ipratropium and Albuterol - FDA prescribing information, side effects and uses". Drugs.com (in ଇଂରାଜୀ). Retrieved 18 April 2019.
  6. "Albuterol / ipratropium Use During Pregnancy". Drugs.com (in ଇଂରାଜୀ). Retrieved 19 April 2019.
  7. British national formulary : BNF 76 (76 ed.). Pharmaceutical Press. 2018. p. 247. ISBN 9780857113382.
  8. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  9. "The Top 300 of 2020". ClinCalc. Retrieved 11 April 2020.
  10. "Albuterol Sulfate; Ipratropium Bromide - Drug Usage Statistics". ClinCalc. Archived from the original on 11 April 2020. Retrieved 11 April 2020.