ପ୍ରବୋଧ କୁମାର ମିଶ୍ର

ଉଇକିପିଡ଼ିଆ‌ରୁ
ପ୍ରବୋଧ କୁମାର ମିଶ୍ର
PM Modi releases the book “Vande Bharatam” by Prabodh Kumar Mishra
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଣ୍ଡିତ ପ୍ରବୋଧ କୁମାର ମିଶ୍ରଙ୍କ ରଚିତ ପୁସ୍ତକ ବନ୍ଦେ ଭାରତମ୍‌ର ଉଦ୍‌ଘାଟନ କରୁଛନ୍ତି ।
ଜନ୍ମ ଓ ଜନ୍ମସ୍ଥାନ୧୯୩୭
ଭଦ୍ରକ
ବୃତ୍ତିସଂସ୍କୃତ ପଣ୍ଡିତ ଏବଂ ଲେଖକ
ଭାଷାଓଡ଼ିଆ, ସଂସ୍କୃତ
ଜାତୀୟତାଭାରତୀୟ
ପୁରସ୍କାରଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୧୯୮୭, ୨୦୧୧)
ସନ୍ତାନଶାରଦା ପ୍ରସାଦ ମିଶ୍ର

ପ୍ରବୋଧ କୁମାର ମିଶ୍ର (ଜନ୍ମ: ୧୯୩୭) ଜଣେ ସଂସ୍କୃତ ପଣ୍ଡିତ ତଥା ଲେଖକ । ସେ ଦୁଇଥର ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି । ୧୯୮୭ ମସିହାରେ ସେ ମଳୟଦୂତମ୍ ପାଇଁ ସଂସ୍କୃତ ସାହିତ୍ୟ ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ[୧] ଏବଂ ୨୦୧୧ ମସିହାରେ ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି ପାଇଁ ପ୍ରବନ୍ଧ ଓ ସମାଲୋଚନା ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୨]

ରଚନାବଳୀ[ସମ୍ପାଦନା]

ପୁସ୍ତକ ପ୍ରକାଶନ ସମୟ ବିଷୟବସ୍ତୁ
ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି, ଭାଗ ୧ ୨୦୦୮, ୨୦୧୨ (୨ୟ ସଂସ୍କରଣ) ପ୍ରବନ୍ଧ, ଇତିହାସ, ଖାରବେଳ, ଗୁପ୍ତ ରାଜତ୍ୱ
ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି, ଭାଗ – ୨ ୨୦୦୮, ୨୦୧୨ (୨ୟ ସଂସ୍କରଣ) ପ୍ରବନ୍ଧ, ଇତିହାସ, ଭାଷା, ପରମ୍ପରା, ଲୋକସଂସ୍କୃତି
ଯୁଗର ଆହ୍ୱାନ ୧୯୬୪ ଜବାହରଲାଲ ନେହେରୁ, କବିତା
ନଅଟି ଗୋଲାପ ୧୯୬୧ କବିତା
ସମ୍ପୂର୍ଣ୍ଣ ଓଡ଼ିଶା ଇତିହାସ ୧୯୯୯ ଇତିହାସ, କଳିଙ୍ଗ, ମରାଠା, ବ୍ରିଟିଶ, ଓଡ଼ିଆ, ଗଡ଼ଜାତ,
ମୟୂରଭଞ୍ଜ ଇତିହାସ ଓ ସଂସ୍କୃତିର ମୁଖ୍ୟଧାରା ୨୦୦୧ ଇତିହାସ, ସଂସ୍କୃତି, ଆଦିବାସୀ, ବିଦ୍ରୋହ
ବନ୍ଦେ ଭାରତମ୍[୩] ୨୦୧୪ ସଂସ୍କୃତ କବିତାବଳୀ[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ (୧୯୮୪, ୧୯୮୫, ୧୯୮୬ ମସିହାରେ ପ୍ରକାଶିତ ୧୯୮୭ ବର୍ଷର ପୁରସ୍କୃତ ପୁସ୍ତକ)". Odisha Sahitya Akademi. Retrieved 20 February 2022.
  2. ୨.୦ ୨.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ (୨୦୦୮, ୨୦୦୯, ୨୦୧୦ ମସିହାରେ ପ୍ରକାଶିତ ୨୦୧୧ ବର୍ଷର ପୁରସ୍କୃତ ପୁସ୍ତକ)". Odisha Sahitya Akademi. Retrieved 20 February 2022.
  3. "PM releases the book "Vande Bharatam" by Pt. Prabodh Kumar Mishra". Business Standard India. 24 December 2014. Retrieved 20 February 2022.
  4. "PM releases the book "Vande Bharatam" by Pt. Prabodh Kumar Mishra". Narendra Modi. narendramodi.in. Retrieved 20 February 2022.