ହିମିରିକା ରଘୁନାଥ

ଉଇକିପିଡ଼ିଆ‌ରୁ
ହିମିରିକା ରଘୁନାଥ
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀଅନନ୍ତରାମ ମାଝି
ପର ଅଧିକାରୀରାମଚନ୍ଦ୍ର ଉଲାକା
ନିର୍ବାଚନ ମଣ୍ଡଳୀରାୟଗଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1940-02-01)୧ ଫେବୃଆରୀ ୧୯୪୦
ମୃତ୍ୟୁ୨୧ ନଭେମ୍ବର ୧୯୮୪(1984-11-21) (ବୟସ ୪୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ (ଆର୍)
ଜୀବନ ସାଥୀହିମିରିକା ଅରାଲୁ
ସନ୍ତାନ
ବାପା/ବୋଉହିମିରିକା ଗୁରିଆ (ବାପା)
ବୃତ୍ତିରାଜନୀତିଜ୍ଞ

ହିମିରିକା ରଘୁନାଥ (୧ ଫେବୃଆରୀ ୧୯୪୦ - ୨୧ ନଭେମ୍ବର ୧୯୮୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାୟଗଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ହିମିରିକା ରଘୁନାଥ ୧୯୪୦ ମସିହାର ଫେବୃଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହିମିରିକା ଗୁରିଆ ଓ ପତ୍ନୀଙ୍କ ନାମ ହିମିରିକା ଅରାଲୁ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ହିମିରିକା ରଘୁନାଥ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ହିମିରିକା ରଘୁନାଥ ୧୯୮୪ ମସିହାର ନଭେମ୍ବର ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୪୪ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Himirika Raghunath". odishaassembly.nic.in. Odisha Assembly. Retrieved 15 February 2022.