ମେଟୋକ୍ଲୋପ୍ରାମାଇଡ

ଉଇକିପିଡ଼ିଆ‌ରୁ
ମେଟୋକ୍ଲୋପ୍ରାମାଇଡ
Clinical data
Pronunciation/ˌmɛtəˈklɒprəmd/
Trade namesPrimperan, Reglan, others[୨]
AHFS/Drugs.commonograph
MedlinePlusa684035
data
Pregnancy
category
Routes of
administration
By mouth, intravenous, intramuscular, nasal spray
Drug classD2 receptor antagonist; 5-HT3 receptor antagonist; 5-HT4 receptor agonist; Prolactin releaser
ATC code
Legal status
Legal status
Pharmacokinetic data
Bioavailability80 ± 15% (by mouth)
MetabolismLiver
Elimination half-life5–6 hours
ExcretionUrine: 70–85%
Feces: 2%
Identifiers
  • 4-Amino-5-chloro-N-(2-(diethylamino)ethyl)-2-methoxybenzamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.006.058 Edit this at Wikidata
Chemical and physical data
FormulaC14H22ClN3O2
Molar mass୨୯୯.୮0 g·mol−1
3D model (JSmol)
Melting point147.3 °C (297.1 °F)
  • Clc1cc(c(OC)cc1N)C(=O)NCCN(CC)CC
  • InChI=1S/C14H22ClN3O2/c1-4-18(5-2)7-6-17-14(19)10-8-11(15)12(16)9-13(10)20-3/h8-9H,4-7,16H2,1-3H3,(H,17,19) checkY
  • Key:TTWJBBZEZQICBI-UHFFFAOYSA-N checkY
  (verify)

ମେଟୋକ୍ଲୋପ୍ରାମାଇଡ ହେଉଛି ଔଷଧ ଯାହା ପାକସ୍ଥଳୀ ଏବଂ ଗ୍ରାସନଳୀ ସମସ୍ୟା ପାଇଁ ବ୍ୟବହୃତ ହୁଏ | [୪] ଅଇବାନ୍ତି ଚିକିତ୍ସା ଓ ପ୍ରତିରୋଧ ନିମନ୍ତେ ବ୍ୟବ‌ହୃତ ହୁଏ, ପାକସ୍ଥଳୀ ଖାଲି ନ ହେଉଥିଲେ ଏହା ଖାଲି କରିବା ନିମନ୍ତେ ଦିଆଯାଏ ଓଗାସ୍ଟ୍ରୋଏସୋଫେଜିଆଲ ରୁଫ୍ଲକ୍ସ ଡିଜିଜ ଚିକିତ୍ସା ନିମନ୍ତେ ଦିଆଯାଏ । [୫] ଏହାଅଧକପାଳି ଚିକିତ୍ସା ନିମନ୍ତେ ମଧ୍ୟ ଏହା ଦିଆଯାଏ । [୬]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା: କ୍ଳାନ୍ତ ଅନୁଭବ, ତରଳ ଝାଡ଼ା, ଏବଂ ଅଶାନ୍ତ ଅନୁଭବ | [୫] ଅଧିକ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଟାର୍ଡିଭ୍ ଡିସ୍କିନେସିଆ ପରି ଗତିବିଧି ବ୍ୟାଧି, ନ୍ୟୁରୋଲେପ୍ଟିକ୍ ମାଲିଗାଣ୍ଟ ସିଣ୍ଡ୍ରୋମ ଏବଂ ଉଦାସୀନତା ହୋଇପାରେ | [୭] ତେଣୁ ଲୋକମାନଙ୍କୁ ବାର ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ଔଷଧ ସେବନ କରିବାକୁ କ୍ୱଚିତ୍ ପରାମର୍ଶ ଦିଆଯାଏ | [୭] ଅନେକ ଗର୍ଭବତୀ ମହିଳାଙ୍କଦ୍ୱାରା ଏହି ଔଷଧ ନିଆଯିବା ପରେ କୌଣସି କ୍ଷତିର ପ୍ରମାଣ ମିଳିନାହିଁ | [୭] [୮] ସ୍ତନ୍ୟପାନ ସମୟରେ ବ୍ୟବହାର ନିରାପଦ ଦେଖାଯାଏ | [୯] ଏହା ଡୋପାମିନ-ରିସେପ୍ଟର ଆଣ୍ଟାଗୋନିଷ୍ଟ ଗୋଷ୍ଠୀର ଔଷଧ ଅଟେ ଏବଂ ଏକ ପ୍ରୋକାଇନେଟିକ୍ ଭାବରେ କାର୍ଯ୍ୟ କରେ | [୭]

୧୯୭୯ ମସିହାରେ ଆମେରିକାରେ ଡାକ୍ତରୀ ବ୍ୟବହାର ପାଇଁ ମେଟୋକ୍ଲୋପ୍ରାମାଇଡ ଅନୁମୋଦିତ ହୋଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ପଞ୍ଜିକୃତ ହୋଇଛି । [୧୦] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୭] ବିକାଶଶୀଳ ଦେଶମାନଙ୍କରେ ହୋଲସେଲ ମୂଲ୍ୟ ୨୦୧୪ ମସିହାରେ US$ ୦.୦୦୩ରୁ US$ ୦.୦୮ ଥିଲା | [୧୧] ଆମେରିକାରେ ଏହି ଔଷଧର ଏକ ମାସର ମୂଲ୍ୟ US$ ୨୫ ଅପେକ୍ଷା ସାଧାରଣତଃ କମ୍ ରହେ ।[୧୨] ୨୦୧୭ ମସିହାରେ, ଏହା ଯୁକ୍ତରାଷ୍ଟ୍ରରେ ୨୫୩ତମ ସାଧାରଣତ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଏକ ମିଲିୟନରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୧୩] [୧୪]

 

ଆଧାର[ସମ୍ପାଦନା]

  1. ୧.୦ ୧.୧ "Metoclopramide Use During Pregnancy". Drugs.com. 27 February 2020. Retrieved 22 November 2020.
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; generics ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ଆଧାର ଭୁଲ: ଅଚଳ <ref> ଚିହ୍ନ; Reglan FDA label ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. "Metoclopramide". Nlm.nih.gov. Retrieved 28 September 2014.
  5. ୫.୦ ୫.୧ ୫.୨ "Metoclopramide hydrochloride". Monograph. The American Society of Health-System Pharmacists. Retrieved 2014-09-27.
  6. Becker WJ (June 2015). "Acute Migraine Treatment in Adults". Headache. 55 (6): 778–93. doi:10.1111/head.12550. PMID 25877672.
  7. ୭.୦ ୭.୧ ୭.୨ ୭.୩ ୭.୪ "Metoclopramide hydrochloride". Monograph. The American Society of Health-System Pharmacists. Retrieved 2014-09-27.
  8. "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
  9. "Metoclopramide use while Breastfeeding". Drugs.com (in ଇଂରାଜୀ). Retrieved 29 March 2021.
  10. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  11. "Metoclopramide HCL". International Drug Price Indicator Guide. Retrieved 23 August 2016.
  12. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 262. ISBN 9781284057560.
  13. "The Top 300 of 2020". ClinCalc. Retrieved 11 April 2020.
  14. "Metoclopramide Hydrochloride - Drug Usage Statistics". ClinCalc. Archived from the original on 8 July 2020. Retrieved 11 April 2020.