ବିଶ୍ୱମ୍ଭର ବିଦ୍ୟାପୀଠ

ଉଇକିପିଡ଼ିଆ‌ରୁ
ବିଶ୍ୱମ୍ଭର ବିଦ୍ୟାପୀଠ
ଅବସ୍ଥାନ
ପୁରୀ, ଓଡ଼ିଶା, ଭାରତ
ବିବରଣୀ
ପ୍ରତିଷ୍ଠା ୧୯୪୫
ଅଧ୍ୟକ୍ଷ ସୁଶିଲ କୁମାର ବ୍ରହ୍ମା
ଶ୍ରେଣୀ ଶ୍ରେଣୀ ୬ଷ୍ଠରୁ ୧୦ମ

ବିଶ୍ୱମ୍ଭର ବିଦ୍ୟାପୀଠ ଓଡ଼ିଶାର ପୁରୀରେ ଥିବା ଏକ ସରକାରୀ ଉଚ୍ଚବିଦ୍ୟାଳୟ ।[୧][୨][୩] ଏଠାରେ ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ କରାଯାଏ । ସୁଶିଲ କୁମାର ବ୍ରହ୍ମା ଏହି ଅନୁଷ୍ଠାନର ପ୍ରଧାନଶିକ୍ଷକ ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ।[୪]

ଅବସ୍ଥିତି[ସମ୍ପାଦନା]

ଜଣାଶୁଣା ପୁରାତନ ଛାତ୍ର[ସମ୍ପାଦନା]

ଇତିହାସ[ସମ୍ପାଦନା]

ଏହି ଅନୁଷ୍ଠାନଟି ୧୯୧୯ ମସିହାରେ ଏକ ପ୍ରାଥମିକ ବିଦ୍ୟାଳୟ ଭାବରେ ଆରମ୍ଭ କରାଯାଇଥିଲା । ୧୯୪୫ ମସିହାରେ ଏହା ଏକ ଉଚ୍ଚବିଦ୍ୟାଳୟରେ ପରିଣତ ହୋଇଥିଲା ।[୬] ୨୦୨୧ ମସିହା ଡିସେମ୍ବର ମାସରେ ଏହି ଉଚ୍ଚବିଦ୍ୟାଳୟ ନିଜର ୭୫ବର୍ଷ ସ୍ଥାପନା ଅବସରରେ ପ୍ଲାଟିନମ ଜୟନ୍ତୀ ପାଳନ କରିଥିଲା ।[୭][୮]

ଆହୁରି ଦେଖିବେ[ସମ୍ପାଦନା]

ଆଧାର[ସମ୍ପାଦନା]

  1. The Orissa Gazette. ଓଡ଼ିଶା ସରକାର. 03-Jan-1964. Retrieved 18 December 2021. {{cite book}}: Check date values in: |date= (help)
  2. District Census Handbook, Orissa: Puri. Superintendent, Orissa Government Press, 1965. ୧୯୬୫. Retrieved 18 December 2021.
  3. "ECO CLUBS LIST". www.ecoclubodisha.org/. ECO-CLUB Odisha. Archived from the original on 18 December 2021. Retrieved 18 December 2021.
  4. "ଓଡ଼ିଶା ସମଗ୍ର ଦୁନିଆକୁ ଏକ କରିବାର କ୍ଷମତା ରଖେ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 20 December 2021. Retrieved 20 December 2021.
  5. "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ ଫେବୃଆରୀ ୨୧ - ମାର୍ଚ୍ଚ ୬. Retrieved 3 March 2018.
  6. "ମୋ ସ୍କୁଲ". www.moschool.in. ମୋ ସ୍କୁଲ ଅଭିଯାନ. Archived from the original on 18 December 2021. Retrieved 18 December 2021.
  7. ବିଭୁ ପ୍ରସାଦ ତ୍ରିପାଠୀ. "ମୋ ତୀର୍ଥ, ମୋ ବିଦ୍ୟାଳୟ". No. ସମ୍ବାଦ ୧୮/୧୨/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. ଇଷ୍ଟର୍ଣ୍ଣ ମିଡ଼ିଆ. p. ୯. Archived from the original on 18 December 2021. Retrieved 18 December 2021.
  8. "Puri". www.youtube.com. ଓଡ଼ିଶା ଟେଲିଭିଜନ. Archived from the original on 18 December 2021. Retrieved 18 December 2021. {{cite web}}: Text "Biswambar Vidyapitha Celebrates Platinum Jubilee" ignored (help)

ବାହାର ଆଧାର[ସମ୍ପାଦନା]