ଇଣ୍ଡୋମେଟାସିନ

ଉଇକିପିଡ଼ିଆ‌ରୁ
ଇଣ୍ଡୋମେଟାସିନ
Clinical data
Pronunciation/ɪndˈmɛtəsɪn/
Trade namesIndocid, Indocin
SynonymsIndomethacin (USAN US)
AHFS/Drugs.commonograph
data
Pregnancy
category
  • AU: C
Routes of
administration
By mouth, rectal, intravenous, topical
ATC code
Legal status
Legal status
Pharmacokinetic data
Bioavailability~100% (oral), 80–90% (rectal)
Protein binding99%[୧]
MetabolismHepatic
Elimination half-life2.6-11.2 hours (adults), 12-28 hours (infants)[୧]
ExcretionRenal (60%), fecal (33%)
Identifiers
  • 2-{1-[(4-Chlorophenyl)carbonyl]-5-methoxy-2-methyl-1H-indol-3-yl}acetic acid
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.000.170 Edit this at Wikidata
Chemical and physical data
FormulaC19H16ClNO4
Molar mass୩୫୭.୭୯ g·mol−1
3D model (JSmol)
  • Cc1c(c2cc(ccc2n1C(=O)c3ccc(cc3)Cl)OC)CC(=O)O
  • InChI=1S/C19H16ClNO4/c1-11-15(10-18(22)23)16-9-14(25-2)7-8-17(16)21(11)19(24)12-3-5-13(20)6-4-12/h3-9H,10H2,1-2H3,(H,22,23) checkY
  • Key:CGIGDMFJXJATDK-UHFFFAOYSA-N checkY
  (verify)

 

ଇଣ୍ଡୋମେଟାସିନ (ଅନ୍ୟ ନାମ ଇଣ୍ଡୋମେଥାସିନ) ଏକ ନନଷ୍ଟିରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଯାହା ମୁଖ୍ୟତଃ ଯନ୍ତ୍ରଣା ନିବାରଣ ଏବଂ ପ୍ରଦାହ ପାଇଁ ବ୍ୟବହୃତ ହୁଏ | [୨] ଏଥିରେ ଯନ୍ତ୍ରଣାଦାୟକ ଅବଧି, ଗାଉଟ, ଆର୍ଥ୍ରାଇଟିସ୍ ଏବଂ ପେରିକାର୍ଡ଼ାଇଟିସ୍ ଅନ୍ତର୍ଭୁକ୍ତ ହୋଇପାରେ | [୩] [୪] ଅନ୍ୟାନ୍ୟ ବ୍ୟବହାରରେ ଅକାଳ ଶିଶୁର ପେଟେଣ୍ଟ ଡକ୍ଟସ ଆର୍ଟେରିଓସିସ ବନ୍ଦ କରିବା ନିମନ୍ତେ ବ୍ୟବ‌ହାର କରାଯାଏ | [୪] ଏହା ପାଟି ବା ମଳାଶୟରେ ଦିଆଯାଏ କିମ୍ବା ଇଞ୍ଜେକ୍ସନ୍ଦ୍ୱାରା ଦିଆଯାଇପାରେ | [୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଛାତି ଜ୍ୱାଳା, ଏବଂ ମୁଣ୍ଡ ବୁଲାଇବା ହୋଇପାରେ | [୪] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦରକ୍ତନାଳୀ ରୋଗ, ଖାଦ୍ୟନଳୀ ରକ୍ତସ୍ରାବ, କେଶ ଝଡ଼ିବା, ବୃକ୍‌କ ଆଘାତ ଏବଂ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ। [୪] ଗର୍ଭାବସ୍ଥାର ଶେଷ ତୃତୀୟାଂଶ ସମୟରେ ବ୍ୟବହାର ସୁପାରିଶ କରାଯାଏ ନାହିଁ | [୩] ଏଞ୍ଜାଇମ୍ ସାଇକ୍ଲୋଅକ୍ସିଜେନେଜ ସ୍ତର କମେଇ ପ୍ରୋଷ୍ଟାଗ୍ଲାଣ୍ଡିନ ଉତ୍ପାଦନ ହ୍ରାସ କରି ଇଣ୍ଡୋମେଟାସିନ୍ କାମ କରେ | [୪]

୧୯୬୧ରେ ଇଣ୍ଡୋମେଟାସିନ୍ ପେଟେଣ୍ଟ ହୋଇଥିଲା ଏବଂ ୧୯୬୩ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [୫] [୬] ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ ଏବଂ ଅନେକ ବ୍ୟବସାୟୀକ ନାମରେ ମିଳୁଛି | [୭] [୩] ୨୦୧୫ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହି ଔଷଧର ମୂଲ୍ୟ ୨୫ ଡଲାରରୁ କମ୍ ଅଟେ। [୮] ବ୍ରିଟେନ ଏହି ପରିମାଣ ଖର୍ଚ୍ଚ ୫ ପାଉଣ୍ଡରୁ କମ୍ [୩] ୨୦୧୭ରେ ଆମେରିକାରେ ଏହା ୨୯୧ତମ ସବୁଠାରୁ ସାଧାରଣ ଔଷଧ ଥିଲା ଯାହା ଏକ ନିୟୁତରୁ ଅଧିକ ଥିଲା। [୯] [୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; MD ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. BNF 79 : March 2020. London: Royal Pharmaceutical Society. 2020. p. 1180. ISBN 9780857113658.
  3. ୩.୦ ୩.୧ ୩.୨ ୩.୩ BNF 79 : March 2020. London: Royal Pharmaceutical Society. 2020. p. 1180. ISBN 9780857113658.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Indomethacin Monograph for Professionals". Drugs.com (in ଇଂରାଜୀ). Retrieved 8 October 2020.
  5. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 517. ISBN 9783527607495. {{cite book}}: Unknown parameter |name-list-format= ignored (|name-list-style= suggested) (help)
  6. Hart FD, Boardman PL (October 1963). "Indomethacin: A New Non-steroid Anti-inflammatory Agent". British Medical Journal. 2 (5363): 965–70. doi:10.1136/bmj.2.5363.965. PMC 1873102. PMID 14056924.
  7. "Indomethacin". go.drugbank.com. Retrieved 8 October 2020.
  8. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 8. ISBN 9781284057560. {{cite book}}: Unknown parameter |name-list-format= ignored (|name-list-style= suggested) (help)
  9. "The Top 300 of 2020". ClinCalc. Retrieved 11 April 2020.
  10. "Indomethacin - Drug Usage Statistics". ClinCalc. Retrieved 11 April 2020.