ହାଜି ମହମ୍ମଦ ଆୟୁବ ଖାଁ

ଉଇକିପିଡ଼ିଆ‌ରୁ
ହାଜି ମହମ୍ମଦ ଆୟୁବ ଖାଁ
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀସନ୍ତୋଷ ସିଂହ ସାଲୁଜା
ପର ଅଧିକାରୀସନ୍ତୋଷ ସିଂହ ସାଲୁଜା
ନିର୍ବାଚନ ମଣ୍ଡଳୀକଣ୍ଟାବାଞ୍ଝି
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀସନ୍ତୋଷ ସିଂହ ସାଲୁଜା
ପର ଅଧିକାରୀସନ୍ତୋଷ ସିଂହ ସାଲୁଜା
ନିର୍ବାଚନ ମଣ୍ଡଳୀକଣ୍ଟାବାଞ୍ଝି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1948-06-01) ୧ ଜୁନ ୧୯୪୮ (ବୟସ ୭୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀହାଜି ୟାନି ଖୈରୁନ୍ନିସା ଖାନମ
ହାଜି ୟାନି ନିଲୋଫର ଖାନମ
ବାପା/ବୋଉଅହମ୍ମଦ ଗଫର ଖାଁ (ବାପା‌)
ବୃତ୍ତିରାଜନୀତିଜ୍ଞ

ହାଜି ମହମ୍ମଦ ଆୟୁବ ଖାଁ (ଜନ୍ମ: ୧ ଜୁନ ୧୯୪୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି । ୨୦୦୪ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଣ୍ଟାବାଞ୍ଝି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବା ଓ ଶିକ୍ଷା[ସମ୍ପାଦନା]

ହାଜି ମହମ୍ମଦ ଆୟୁବ ଖାଁ ୧୯୪୮ ମସିହାର ଜୁନ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅହମ୍ମଦ ଗଫର ଖାଁ ଏବଂ ପତ୍ନୀଙ୍କ ନାମ ହାଜି ୟାନି ଖୈରୁନ୍ନିସା ଖାନମ ଓ ହାଜି ୟାନି ନିଲୋଫର ଖାନମ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ହାଜି ମହମ୍ମଦ ଆୟୁବ ଖାଁ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା କଣ୍ଟାବାଞ୍ଝି ସ୍ୱାଧୀନ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା କଣ୍ଟାବାଞ୍ଝି ବିଜୁ ଜନତା ଦଳ

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Haji. Md. Ayub Khan". odishaassembly.nic.in. Odisha Assembly. Retrieved 10 October 2021.