ମହାତ୍ମା ଗାନ୍ଧୀଙ୍କ ପରିବାର

ଉଇକିପିଡ଼ିଆ‌ରୁ
ମହାତ୍ମା ଗାନ୍ଧୀଙ୍କ ପରିବାର
ବର୍ତ୍ତମାନର ଅବସ୍ଥିତିଭାରତ
ଉତ୍ପତ୍ତି ସ୍ଥାନଗୁଜରାଟ, ଭାରତ
ସଦସ୍ୟକରମଚାନ୍ଦ ଉତ୍ତମଚାନ୍ଦ ଗାନ୍ଧୀ (ବାପା)
ମୋହନ ଦାସ ଗାନ୍ଧୀ
କସ୍ତୁରବା ଗାନ୍ଧୀ (ପତ୍ନୀ)
ହରିଲାଲ ଗାନ୍ଧୀ (ପୁଅ)
ମଣିଲାଲ ଗାନ୍ଧୀ (ପୁଅ)
ରାମଦାସ ଗାନ୍ଧୀ (ପୁଅ)
ଦେବଦାସ ଗାନ୍ଧୀ (ପୁଅ)
ସଂଶ୍ଳିଷ୍ଟ ସଦସ୍ୟରାଜମୋହନ ଗାନ୍ଧୀ (ନାତି)
ଗୋପାଳକୃଷ୍ଣ ଗାନ୍ଧୀ (ନାତି)
ରାମଚନ୍ଦ୍ର ଗାନ୍ଧୀ (ନାତି)
ଅରୁଣ ମଣିଲାଲ ଗାନ୍ଧୀ (ନାତି)
ସୁନନ୍ଦା ଗାନ୍ଧୀ (ନାତୁଣୀ ବୋହୂ)
ତୁଷାର ଗାନ୍ଧୀ (ଅଣନାତି)
ଶାନ୍ତି ଗାନ୍ଧୀ(ଅଣନାତି)
ସଂଶ୍ଳିଷ୍ଟ ପରିବାରସି. ରାଜଗୋପାଳଚାରୀ
ଉପାଧୀଜାତିର ପିତା (ମହାତ୍ମା ଗାନ୍ଧୀ)
ପରମ୍ପରାହିନ୍ଦୁ
ବାସସ୍ଥାନବିରଳା ଭବନ

ଗାନ୍ଧୀ ପରିବାର ହେଉଛି ମହାତ୍ମା ଗାନ୍ଧୀଙ୍କ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ପରିବାର । ବ୍ରିଟିଶ ଶାସିତ ଭାରତରେ ଗାନ୍ଧୀ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ବିଶିଷ୍ଟ ନେତା ଥିଲେ । ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ଅନ୍ତିମ ଯାତ୍ରା ସମୟରେ ଭାରତର ପ୍ରଧାନମନ୍ତ୍ରୀ "ବାପୁ" ବା ଜାତିର ପିତା ବୋଲି ସମ୍ବୋଧନ କରିଥିଲେ, ଯାହାକି ପ୍ରଥମେ ସୁଭାଷ ଚନ୍ଦ୍ର ବୋଷଙ୍କଦ୍ୱାରା ୬ ଜୁଲାଇ ୧୯୪୪ରେ ସିଙ୍ଗାପୁର ରେଡ଼ିଓରେ ପ୍ରଥମେ ସମ୍ବୋଧନ କରାଯାଇଥିଲା । ୧୮ ଅପ୍ରେଲ ୧୯୪୭ରେ, ସରୋଜିନୀ ନାଇଡୁ ମଧ୍ୟ ଗାନ୍ଧୀଙ୍କୁ ଜାତିର ପିତା ଆଖ୍ୟା ଦେଇଥିଲେ।[୧] ଗାନ୍ଧୀଙ୍କୁ ଭାରତରେ ବାପୁ ମଧ୍ୟ କୁହାଯାଏ । ଭାରତର ଜନସାଧାରଣ ତାଙ୍କୁ ଗାନ୍ଧୀଜି ବୋଲି ସମ୍ବୋଧନ କରନ୍ତି । ୧୯୧୪ ମସିହାରେ ଯେତେବେଳେ ଗାନ୍ଧୀଜି ଦକ୍ଷିଣ ଆଫ୍ରିକାରେ ଥିଲେ, ସେତେବେଳେ ତାଙ୍କୁ ମହତ୍ମା ବୋଲି ସମ୍ବୋଧିତ କରାଯାଇଥିଲା, ଯାହାର ଅର୍ଥ ହେଉଛି ଉଚ୍ଚ ଆତ୍ମା ବା ସମ୍ମାନନୀୟ।[୨][୩]

୧୮୮୫ ମସିହାରେ, ଗାନ୍ଧୀଜି ଏବଂ ତାଙ୍କ ପତ୍ନୀ କସ୍ତୁରବାଙ୍କର (କସ୍ତୁରବାଇ ମାଖନଜୀ କାପାଡ଼ିଆ) ପ୍ରଥମ ସନ୍ତାନ ଜନ୍ମ ହୋଇଥିଲା, ଯିଏକି ମାତ୍ର କିଛି ଦିନ ବଞ୍ଚିଥିଲା ।[୪] ଗାନ୍ଧୀ ଦମ୍ପତିଙ୍କର ଆଉ ଚାରି ସନ୍ତାନ ଥିଲେ, ସମସ୍ତେ ହେଉଛନ୍ତି ପୁଅ: ହରିଲାଲ, ୧୮୮୮ ମସିହାରେ ଜନ୍ମ ହୋଇଥିଲେ; ମଣିଲାଲ, ୧୮୯୨ ମସିହାରେ ଜନ୍ମଗ୍ରହଣ କରିଥିଲେ; ରାମଦାସ, ୧୮୯୭ ମସିହାରେ ଜନ୍ମଗ୍ରହଣ କରିଥିଲେ; ଏବଂ ଦେବଦାସ, ୧୯୦୦ରେ ଜନ୍ମଗ୍ରହଣ କରିଥିଲେ ।[୫]

ପ୍ରଥମ ପୀଢ଼ି[ସମ୍ପାଦନା]

  • ଉତ୍ତମଚାନ୍ଦ ଗାନ୍ଧୀ
  • ଲକ୍ଷ୍ମୀବାଇ ଗାନ୍ଧୀ

ଦ୍ୱିତୀୟ ପୀଢ଼ି[ସମ୍ପାଦନା]

ମୋହନଦାସ କରମଚାନ୍ଦ ଗାନ୍ଧୀ ଏବଂ କସ୍ତୁରବା ଗାନ୍ଧୀଙ୍କ ପରିବାରର ନସ୍କା | ଉତ୍ସ: ଗାନ୍ଧୀ ଆଶ୍ରମ ସାବରମତି

ତୃତୀୟ ପୀଢ଼ି[ସମ୍ପାଦନା]

ଚତୁର୍ଥ ପୀଢ଼ି[ସମ୍ପାଦନା]

ପଞ୍ଚମ ପୀଢ଼ି[ସମ୍ପାଦନା]

ଷଷ୍ଠ ପୀଢ଼ି[ସମ୍ପାଦନା]

ସପ୍ତମ ପୀଢ଼ି[ସମ୍ପାଦନା]

  • ବିବାନ ଗାନ୍ଧୀ
  • କସ୍ତୁରୀ ଗାନ୍ଧୀ
  • ଅନ ଗାନ୍ଧୀ
  • ଅନିତା ଗାନ୍ଧୀ
  • ଅଞ୍ଜଳି ଗାନ୍ଧୀ
  • ସୁନୀତା ମେନନ

ବାହାର ଲିଙ୍କ୍[ସମ୍ପାଦନା]

ଆଧାର [ସମ୍ପାଦନା]

  1. "Father of The Nation". Hindustan Times. Retrieved 5 January 2017.
  2. "Mahatma name". behindthename.com. Retrieved 5 January 2017.
  3. "Mahatma title to Bapu". The Times of India. Retrieved 5 January 2017.
  4. Guha 2015, p. 29
  5. Mohanty, Rekha (2011). "From Satya to Sadbhavna" (PDF). Orissa Review (January 2011): 45–49. Archived from the original (PDF) on 1 January 2016. Retrieved 23 February 2012.
  6. Arun, Gandhi. "Six Generations of Gandhi". Arun Gandhi, 5th Grandson of Mahatma Gandhi: Legacy of Love. Arun Gandhi. Retrieved 27 December 2022.