ଆର୍ସେନିକ ଟ୍ରାଇଅକ୍ସାଇଡ

ଉଇକିପିଡ଼ିଆ‌ରୁ
Arsenic trioxide
Arsenic trioxide   As3+   O2−
Clinical data
Trade namesTrisenox, others
SynonymsArsenic(III) oxide,
Arsenic sesquioxide,
Arseneous oxide,
Ratsbane,
Arseneous anhydride,
White arsenic,
Aqua Tofani[୧]
AHFS/Drugs.commonograph
MedlinePlusa608017
data
Pregnancy
category
  • AU: X (High risk)
Routes of
administration
Intravenous
Legal status
Legal status
Pharmacokinetic data
Protein binding75%
ExcretionUrine
Identifiers
  • Diarsenic trioxide
ECHA InfoCard100.014.075 Edit this at Wikidata
Chemical and physical data
FormulaAs2O3
Molar mass୧୯୭.୮୪ g·mol−1
3D model (JSmol)
Density3.74 g/cm3
Melting point312.2 °C (594.0 °F)
Boiling point465 °C (869 °F)
Solubility in water20 g/L (25 °C)
see text mg/mL (20 °C)
  • O1[As]3O[As]2O[As](O3)O[As]1O2
  • InChI=1S/As2O3/c3-1-4-2(3)5-1
     checkY
  • Key:GOLCXWYRSKYTSP-UHFFFAOYSA-N

ଆର୍ସେନିକ ଟ୍ରାଇଅକ୍ସାଇଡ ଏକ ଅଣ‌ଜୈବିକ ଯୌଗିକ ପଦାର୍ଥ ଓ ଔଷଧ ଯାହା ଟ୍ରାଇସେନ‌କ୍ସ ନାମରେ ବିକ୍ରୟ ହୁଏ ।[୨] ଏକ ଶିଳ୍ପ ରାସାୟନିକ ଭାବରେ କାଠ ସୁରକ୍ଷାକାରୀ, କୀଟନାଶକ ଓ କାଚ ଜିନିଷ ତିଆରିରେ ବ୍ୟବ‌ହୃତ ହୁଏ । [୩] ଆକ୍ୟୁଟ ପ୍ରୋମାୟେଲୋସାଇଟିକ ଲିଉକେମିଆ କର୍କଟ ରୋଗର ଚିକିତ୍ସାରେ ବ୍ୟବ‌ହାର କରାଯାଏ | [୪] ଏହି ବ୍ୟବହାର ପାଇଁ ଏହା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । | [୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ଫୁଲା, ଅଣନିଶ୍ୱାସ, ଏବଂ ମୁଣ୍ଡ ବିନ୍ଧା ହୋଇପାରେ | [୪] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ରେଟିନୋଇକ ସିଣ୍ଡ୍ରୋମ ଏବଂ ହୃତ୍‌ପିଣ୍ଡ ସମସ୍ୟା ହୋଇପାରେ | [୪] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ କରାଇବା ସମୟରେ ଏହା ଦେଲେ ଶିଶୁର କ୍ଷତି ହୋଇପାରେ | [୫] [୬] ଆର୍ସେନିକ ଟ୍ରାଇଅକ୍ସାଇଡର ରାସାୟନିକ ଫର୍ମୁଲା ଇଂରାଜୀରେ As2O3 କୁହାଯାଏ ।[୭] କର୍କଟ ରୋଗରେ ଏହାର କାମ ପ୍ରଣାଳୀ ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ | [୪]

ଯୁକ୍ତରାଷ୍ଟ୍ରରେ ୨୦୦୦ମସିହାରେ ଚିକିତ୍ସା କ୍ଷେତ୍ରରେ ଆର୍ସେନିକ୍ ଟ୍ରାଇକ୍ସାଇଡ ବ୍ୟବ‌ହାର ଅନୁମୋଦିତ ହୋଇଥିଲା। [୪] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି ।[୮] ଏହା ବର୍ଷକୁ ପ୍ରାୟ ୫୦,୦୦୦ ଟନ ଉତ୍ପାଦିତ ହୁଏ | ଯୁକ୍ତରାଜ୍ୟରେ ୨୦୧୮ ମସିହା ସୁଦ୍ଧା ଏକ ଡୋଜ ପିଛା ଏହାର ଖର୍ଚ୍ଚ ପ୍ରାୟ ୨୯୨ ପାଉଣ୍ଡ । [୯] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ୨୦୧୯ ସୁଦ୍ଧା ପ୍ରାୟ ୫୦୮ ଆମେରିକୀୟ ଡଲାର ଅଟେ। [୧୦] ଏହାର ବିଷାକ୍ତତା ହେତୁ ଅନେକ ଦେଶରେ ଏହାର ଉତ୍ପାଦନ ଏବଂ ବିକ୍ରୟ ପାଇଁ ନିୟମ କାନୁନ ରହିଛି | [୧୧]

ଆଧାର[ସମ୍ପାଦନା]

  1. Shakhashiri, B. Z. "Chemical of the Week: Arsenic". University of Wisconsin-Madison Chemistry Dept. Archived from the original on 2008-08-02. Retrieved 2008-08-03.
  2. "Arsenic Trioxide Monograph for Professionals". Drugs.com (in ଇଂରାଜୀ). Retrieved 15 November 2019.
  3. Landner, Lars (2012). Chemicals in the Aquatic Environment: Advanced Hazard Assessment (in ଇଂରାଜୀ). Springer Science & Business Media. p. 259. ISBN 9783642613340.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Arsenic Trioxide Monograph for Professionals". Drugs.com (in ଇଂରାଜୀ). Retrieved 15 November 2019.
  5. British national formulary : BNF 76 (76 ed.). Pharmaceutical Press. 2018. p. 907. ISBN 9780857113382.
  6. "Arsenic trioxide (Trisenox) Use During Pregnancy". Drugs.com (in ଇଂରାଜୀ). Retrieved 16 November 2019.
  7. Sun, Hongzhe (2010). Biological Chemistry of Arsenic, Antimony and Bismuth. John Wiley & Sons. p. 295. ISBN 9780470976227.
  8. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  9. British national formulary : BNF 76 (76 ed.). Pharmaceutical Press. 2018. p. 907. ISBN 9780857113382.
  10. "Arsenic trioxide Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 16 November 2019.
  11. Consolidated List of Products Whose Consumption And/or Sale Have Been Banned, Withdrawn, Severely Restricted Or Not Approved by Governments: Chemicals (in ଇଂରାଜୀ). United Nations Publications. 2009. p. 24. ISBN 9789211302196.