ଅପୂର୍ବା ପୁରୋହିତ

ଉଇକିପିଡ଼ିଆ‌ରୁ
ଅପୂର୍ବା ପୁରୋହିତ
ଜନ୍ମ (1966-10-03) ୩ ଅକ୍ଟୋବର ୧୯୬୬ (ବୟସ ୫୭)
Chandigarh, Punjab, India
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନIndian Institute of Management Bangalore
Stella Maris College[୧]
ବୃତ୍ତିIndependent Advisor
ୱେବସାଇଟhttps://apurvapurohit.com/

ଅପୂର୍ବା ପୁରୋହିତ‌ (ଜନ୍ମ ୩ ଅକ୍ଟୋବର ୧୯୬୬) ଭାରତର ଜଣେ ଲେଖକ ଅଟନ୍ତି । ସେ ଏହା ପୂର୍ବରୁ ରେଡ଼ିଓ ସିଟିର ସିଇଓ ତଥା ସଭାପତି ଥିଲେ ।

ଜୀବନୀ[ସମ୍ପାଦନା]

ପ୍ରାଥମିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ଚେନ୍ନାଇର ଷ୍ଟେଲା ମ୍ୟାରିସ କଲେଜରୁ ଅପୂର୍ବାବିଜ୍ଞାନ (ପଦାର୍ଥ ବିଜ୍ଞାନ)ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ , ବାଙ୍ଗାଲୋରରୁ ବ୍ୟବସାୟ ପ୍ରଶାସନରେ ମାଷ୍ଟର ଡିଗ୍ରୀ ସମାପ୍ତ କରିଛନ୍ତି ।[୨] ସେ ଏକ ରାଜ୍ୟ ସ୍ତରୀୟ ଫିଲ୍ଡ ହକି ଖେଳାଳୀ ଥିଲେ ଏବଂ କ୍ରୀଡ଼ାରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିଲେ ।

ବୃତ୍ତି[ସମ୍ପାଦନା]

ସେ ମାଇଣ୍ଡଟ୍ରି,[୩] ମଣିପାଲ ହେଲ୍ଥ ଏଣ୍ଟରପ୍ରାଇଜ ଲିମିଟେଡ଼ ଏବଂ L&T ଇଂଜିନିୟରିଂ ସେବାରେ ଜଣେ ସ୍ୱାଧୀନ ନିର୍ଦ୍ଦେଶକ ଅଟନ୍ତି ।[୪] ସେ L&T ଟେକ୍ନୋଲୋଜି ସର୍ଭିସ[୫] ବୋର୍ଡ଼ରେ ସାମ୍ପ୍ରତିକ ଥିଲେ । ସେ ବେସରକାରୀ ଇକ୍ବିଟି ଫଣ୍ଡ ଆମିକ୍ସ କ୍ୟାପିଟାଲ ଏବଂ ବିଡି ଫାଉଣ୍ଡେସନର ଜଣେ ପରାମର୍ଶ ଦାତା ଥିଲେ । [୬]

ସ୍ୱୀକୃତି[ସମ୍ପାଦନା]

୨୦୧୬, ୨୦୧୮[୭] ଏବଂ ୨୦୧୯ ମସିହାରେ ବିଜନେସ ଟୁଡେ ଅନୁସାରେ ସେ ବ୍ୟବସାୟରେ ଶ୍ରେଷ୍ଠ ୩୦ ଜଣ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରୁ ଜଣେ ଭାବେ ସ୍ଥାନ ପାଇଛନ୍ତି ।[୮] ସେ ବ୍ୟବସାୟ ତାଲିକାରେ ୨୦୧୮,[୯] ୨୦୧୯[୧୦] ଏବଂ ୨୦୨୦ ମସିହାରେ ଫର୍ଚ୍ଚୁନ ଇଣ୍ଡିଆର ସବୁଠାରୁ ଶକ୍ତିଶାଳୀ ମହିଳା ଭାବେ ସ୍ଥାନ ପାଇଥିଲେ । [୧୧]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଅପୂର୍ବା, ସଂଜୟ ପୁରୋହିତଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଏକ ପୁତ୍ର ସିଦ୍ଧାର୍ଥ ପୁରୋହିତ ଅଛନ୍ତି। ସେ ମୁମ୍ବାଇରେ ରହନ୍ତି । ସେ ଜଣେ କ୍ରୀଡ଼ା ଅନୁଗାମୀ ଏବଂ ୧୯୮୪-୧୯୮୭ ମସିହାରେ ହକିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିଲେ ।[୧୨]

ଆଧାର[ସମ୍ପାଦନା]

  1. "Power Couple Apurva & Sanjay Purohit". outlook business. 25 May 2015. Retrieved 25 September 2017.
  2. "Breaking new ground comes naturally to her". iimb.
  3. "Apurva Purohit". mindtree.
  4. "Apurva Purohit". ltts.
  5. "Board of directors Apurva Purohit". ltts.
  6. "Apurva Purohit". mindtree.
  7. "Most Powerful Women". fortune india. 2018. Archived from the original on 2021-08-18. Retrieved 2021-09-03.
  8. "Business Today honours 'Most Powerful Women' who broke the glass ceiling in corporate India". Business Today. 2019.
  9. "The Most Powerful Women In Business 2018". Business Today.
  10. "Most Powerful Women". Fortune India. Archived from the original on 2022-03-06. Retrieved 2021-09-03.
  11. "Most Powerful Women". Fortune India.
  12. "Power Couple Apurva & Sanjay Purohit". outlook business. 25 May 2015. Retrieved 25 September 2017.