ମୌସଧି ବାଗ

ଉଇକିପିଡ଼ିଆ‌ରୁ
ମୌସଧି ବାଗ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀପୁଷ୍ପେନ୍ଦ୍ର ସିଂହ ଦେଓ
ନିର୍ବାଚନ ମଣ୍ଡଳୀଧର୍ମଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1960-02-08) ୮ ଫେବୃଆରୀ ୧୯୬୦ (ବୟସ ୬୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀସେବତୀ ବାଗ
ବାପା/ବୋଉକେଶବ ବାଗ (ବାପା)
ବୃତ୍ତିରାଜନୀତିଜ୍ଞ

ମୌସଧି ବାଗ (ଜନ୍ମ: ୮ ମାର୍ଚ୍ଚ ୧୯୬୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ମୌସଧି ବାଗ ୧୯୬୦ ମସିହାର ମାର୍ଚ୍ଚ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କେଶବ ବାଗ ଓ ପତ୍ନୀଙ୍କ ନାମ ସେବତୀ ବାଗ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ମୌସଧି ବାଗ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେଡିର ପ୍ରତିନିଥି ଭାବରେ ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬୮,୨୯୧ ଖଣ୍ଡ ଭୋଟ୍ ପାଇଥିଲେ ।[୨][୩] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଅନନ୍ତ ପ୍ରତାପ ଦେଓଙ୍କୁ ୧୬,୦୯୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪][୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Mousadhi Bag". odishaassembly.nic.in. Odisha Assembly. Retrieved 28 May 2021.
  2. "Dharamgarh Assembly Elections 2019, Dharamgarh Election Latest News, Candidates List, Party Name, Results, Voting, Poll Date, Timing & Schedule". India.com (in ଇଂରାଜୀ). Retrieved 29 May 2021.
  3. "Odisha Dharamgarh Elections Result 2019: Dharamgarh Voting Result Update, Seats Tally". DNA India (in ଇଂରାଜୀ). Retrieved 29 May 2021.
  4. "Dharmgarh Election Result 2019 LIVE: Dharmgarh MLA Election Result & Vote Share - Oneindia". www.oneindia.com (in ଇଂରାଜୀ). One India. Retrieved 29 May 2021.
  5. "Dharmgarh Assembly Election Results 2019 Live: Dharmgarh Constituency (Seat) Election Results, Live News". News18. Retrieved 29 May 2021.

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Mousadhi Bag-ସମ୍ପର୍କିତ ମିଡ଼ିଆ