ଚକ୍ରମଣି କହଁର

ଉଇକିପିଡ଼ିଆ‌ରୁ
ଚକ୍ରମଣି କହଁର
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀରାଜୀବ ପାତ୍ର
ନିର୍ବାଚନ ମଣ୍ଡଳୀବାଲିଗୁଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1980-02-01) ୧ ଫେବୃଆରୀ ୧୯୮୦ (ବୟସ ୪୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀସଙ୍ଗୀତା ପ୍ରଧାନ
ବାପା/ବୋଉଧନୀ କହଁର (ବାପା)
ବୃତ୍ତିରାଜନୀତିଜ୍ଞ

ଚକ୍ରମଣି କହଁର (ଜନ୍ମ: ୧ ଫେବୃଆରୀ ୧୯୮୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଚକ୍ରମଣି କହଁର ୧୯୮୦ ମସିହାର ଫେବୃଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଧନୀ କହଁର ଓ ପତ୍ନୀଙ୍କ ନାମ ସଙ୍ଗୀତା ପ୍ରଧାନ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ଚକ୍ରମଣି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି ।[୩] ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୨]

୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ସିମନ ମଲ୍ଲିକଙ୍କୁ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪][୫]

ଆଧାର[ସମ୍ପାଦନା]

  1. "ବିଧାନ ସଭା ଭୋଟ ଗଣତି ଟ୍ରେଣ୍ଡ : ୧୪୬ ଆସନ ମଧ୍ୟରୁ ବିଜେଡ଼ି ୧୦୯, ବିଜେପି ୨୩ ଓ କଂଗ୍ରେସ ୧୨ଟିରେ ଆଗୁଆ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 23 May 2019. Archived from the original on 6 April 2021. Retrieved 6 April 2021.{{cite news}}: CS1 maint: unrecognized language (link)
  2. ୨.୦ ୨.୧ "Shri Chakramani Kanhar". odishaassembly.nic.in. Odisha Assembly. Retrieved 5 April 2021.
  3. "ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ : ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ କଂଗ୍ରେସରୁ କ୍ଳେଶ ଓ ବିଜେପିରୁ ଚକ୍ରମଣି!, ବିଜେଡିରେ ସସପେନସ୍, ସୁପ୍ରିମୋଙ୍କୁ ଭୋଟରଙ୍କ ପୋଷ୍ଟକାର୍ଡ଼ | Sambad". ସମ୍ବାଦ. sambad.in. 17 March 2019. Archived from the original on 4 April 2021. Retrieved 4 April 2021.
  4. "କନ୍ଧମାଳ ଲୋକ ସଭା ଓ ସମସ୍ତ ବିଧାନ ସଭା ଆସନ ପୋଛି ନେଲା ବିଜେଡି | Sambad". ସମ୍ବାଦ. ଫୁଲବାଣୀ: sambad.in. 25 May 2019. Archived from the original on 6 April 2021. Retrieved 6 April 2021.
  5. "ଜି.ଉଦୟଗିରିରେ ସାଲୁଗା, ବାଲିଗୁଡ଼ାରେ ଚକ୍ରମଣି, ଫଲବାଣୀରେ ଅଙ୍ଗଦ ଆଗରେ". ଧରିତ୍ରୀ. ଜି.ଉଦୟଗିରି: www.dharitri.com. 23 May 2019. Retrieved 17 April 2021.

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Chakramani Kanhar-ସମ୍ପର୍କିତ ମିଡ଼ିଆ