ରବୀନ୍ଦ୍ର କୁମାର ଦାସ

ଉଇକିପିଡ଼ିଆ‌ରୁ
ରବୀନ୍ଦ୍ର କୁମାର ଦାସ
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀଚନ୍ଦ୍ର ମାଧବ ମିଶ୍ର
ପର ଅଧିକାରୀଚନ୍ଦ୍ର ମାଧବ ମିଶ୍ର
ନିର୍ବାଚନ ମଣ୍ଡଳୀସତ୍ୟବାଦୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1940-07-01)୧ ଜୁଲାଇ ୧୯୪୦
ମୃତ୍ୟୁ୨୮ ନଭେମ୍ବର ୨୦୧୫(2015-11-28) (ବୟସ ୭୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସବିତା ଦାସ
ବାପା/ବୋଉଲାଲ ବିହାରୀ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ରବୀନ୍ଦ୍ର କୁମାର ଦାସ (ଜନ୍ମ: ୧ ଜୁଲାଇ ୧୯୪୦ - ୨୮ ନଭେମ୍ବର ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୮୦ ଓ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସତ୍ୟବାଦୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରବୀନ୍ଦ୍ର କୁମାର ଦାସ ୧୯୪୦ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲାଲ ବିହାରୀ ଦାସ ଓ ପତ୍ନୀଙ୍କ ନାମ ସବିତା ଦାସ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରବୀନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ରାବୀନ୍ଦ୍ର ୨୦୧୫ ମସିହାର ନଭେମ୍ବର ୨୮ ତାରିଖରେ ୭୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Rabindra Kumar Das". odishaassembly.nic.in. Odisha Assembly. Retrieved 30 March 2021.