ଅଞ୍ଚଳ ଦାସ

ଉଇକିପିଡ଼ିଆ‌ରୁ
ଆଞ୍ଚଲ ଦାସ
ସାଂସଦ: ୧୧ଶ ଲୋକ ସଭା
କାର୍ଯ୍ୟକାଳ
୧୯୯୬ – ୧୯୯୮
ନିର୍ବାଚନ ମଣ୍ଡଳୀଯାଜପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1956-02-02) ୨ ଫେବୃଆରୀ ୧୯୫୬ (ବୟସ ୬୮)

ଆଞ୍ଚଲ ଦାସ (ଜନ୍ମ: ୨ ଫେବୃଆରୀ ୧୯୫୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ଆଞ୍ଚଲ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରିଛନ୍ତି । ୧୯୯୬ ଭାରତୀୟ ସାଧାରଣ ନିର୍ବାଚନରେ ସେ ଯାଜପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଆଧାର[ସମ୍ପାଦନା]

  1. "Shri Anchal Das". odishaassembly.nic.in. Odisha Assembly. Retrieved 24 November 2019. {{cite web}}: Cite has empty unknown parameter: |dead-url= (help)