ଲାଧା ରାମଜୀ

ଉଇକିପିଡ଼ିଆ‌ରୁ
ବ୍ୟକ୍ତିଗତ ତଥ୍ୟ
ବ୍ୟାଟିଂ ପ୍ରକାରRight-hand bat
ବୋଲିଂ ପ୍ରକାରRight-arm fast
ସମ୍ପର୍କୀୟAmar Singh (brother)
ଅନ୍ତର୍ଜାତୀୟ ତଥ୍ୟ
National side
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 1 27
ମୋଟ ରନ 1 325
ବ୍ୟାଟିଂ ହାର 0.50 8.55
ଶତକ/ଅର୍ଦ୍ଧଶତକ -/- -/1
ସର୍ବାଧିକ ରନ 1 70
ବଲ ସଂଖ୍ୟା 138 4741
ଉଇକେଟ - 125
ବୋଲିଂ ହାର - 17.37
ଇନିଙ୍ଗସରେ ୫ଟି ଉଇକେଟ - 5
ମ୍ୟାଚରେ ୧୦ଟି ଉଇକେଟ - 3
ସବୁଠୁ ଭଲ ବୋଲିଂ - 8/14
କ୍ୟାଚ/ଷ୍ଟମ୍ପିଙ୍ଗ 1/- 25/-
Source: [୧]

ରାମଜୀ ଲାଧା ନାକୁମ ଶବଦ ବିଷୟରେ pronunciation (୧୦ ଫେବୃଆରୀ ୧୯୦୦ - ୨୦ ଡିସେମ୍ବର ୧୯୪୮) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ଭାରତ ପାଇଁ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିଥିଲେ । ସେ ଜଣେ ଦ୍ରୁତ ଗତି ବୋଲର ଥିଲେ । ସେ ୧୯୩୧ ମସିହାରେ ଏକ ପ୍ରଥମ ଶ୍ରେଣୀ ମ୍ୟାଚରେ ୧୪ ରନ କରି ୮ଟି ୱିକେଟ ହାସଲ କରିବା ସହ ନିଜାମ ରାଜ୍ୟ ରେଳବାଇ ବିରୁଦ୍ଧରେ ୩୨ ରନରେ ୪ଟି ୱିକେଟ କରିଥିଲେ । ତାଙ୍କ ଭାଇ ଆମର ସିଂହ ମଧ୍ୟ ଜଣେ କ୍ରିକେଟ ଖେଳାଳି ଥିଲେ ।[୧]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]