ସହଯୋଗ ଆଲୋଚନା:ସାଧନ/ଲିପ୍ୟାନ୍ତର/ପୁରୁଣା ଏନକୋଡ଼ିଂ-ୟୁନିକୋଡ଼

Page contents not supported in other languages.
ଉଇକିପିଡ଼ିଆ‌ରୁ

କନଭର୍ଟରରେ କିଛି ଅସୁବିଧା ଥିଲେ, ମତାମତ କିମ୍ବା ସ‌ହଯୋଗ ଚାହୁଁଥିଲେ ଏଇଠି ଲେଖନ୍ତୁ ।[ସମ୍ପାଦନା]


ୟୁନିକୋଡ୍ ଫଣ୍ଟରେ ଓ କନ୍‌ଭର୍ଟରରେ ତ୍ରୁଟି[ସମ୍ପାଦନା]

ଆକୃତିରେ ଦ୍ଦ ଲେଖିଲେ କନ୍ଭର୍ଟରେ ତାହା ଦ୍ଧ, ଶ+ର ଫଳା+ଉକାର ଦେଇ ଲେଖଲେ ତାହା ଶ୍ରୁ ହୋଇଯାଉଛି। କନ୍ଭର୍ଟର କିମ୍ବା ୟୁନିକୋଡ୍ ଫଣ୍ଟରେ ଥବା ଏହି ଦୋଷକୁ ସୁଧାରିବା ଦରକାର।

ଜଣେଇଥିବାରୁ ଧନ୍ୟବାଦ । ସଜଡା ହେବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୬:୨୨, ୨୪ ଅକ୍ଟୋବର ୨୦୧୯ (IST)[reply]