ହର୍ଷବର୍ଦ୍ଧନ (ରାଜନେତା)

ଉଇକିପିଡ଼ିଆ‌ରୁ
ଡ଼ା ହର୍ଷବର୍ଦ୍ଧନ ଗୋୟଲ
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ, ଭାରତ ସରକାର
Assumed office
ମଇ ୨୦୧୯
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦୀ
ପୂର୍ବ ଅଧିକାରୀଜଗତ ପ୍ରକାଶ ନଡ୍ଡା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1954-12-13) ୧୩ ଡିସେମ୍ବର ୧୯୫୪ (ବୟସ ୬୯)
ଦିଲ୍ଲୀ, ଭାରତ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବୃତ୍ତିକର୍ଣ୍ଣନାସାକଣ୍ଠ-ବିଜ୍ଞାନୀ, ରାଜନେତା
ୱେବସାଇଟwww.drharshvardhan.com

ହର୍ଷବର୍ଦ୍ଧନ ଜଣେ କର୍ଣ୍ଣନାସାକଣ୍ଠ-ବିଜ୍ଞାନୀ (ଇଂରାଜୀରେ: Otorhinolaryngologist) ଅଟନ୍ତି ଏବଂ କେନ୍ଦ୍ରୀୟ ବିଜ୍ଞାନ ଏବଂ ପ୍ରଦ୍ୟୋଗିକ ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ[୧], ବନ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଏବଂ ପୃଥ୍ୱୀବିଜ୍ଞାନ ମନ୍ତ୍ରାଳୟର ବର୍ତ୍ତମାନର ପଦସ୍ଥ ମନ୍ତ୍ରୀ ରହିସାରିଛନ୍ତି । ୨୦୨୦ ମସିହା ମଇ ୨୨ ତାରିଖରେ ସେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟକାରିଣୀ ସମିତିର ଅଧକ୍ଷଙ୍କ ପଦ ଗ୍ରହଣ କରିଛନ୍ତି ।[୨]

ଆଧାର[ସମ୍ପାଦନା]

  1. "ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ପଦଗ୍ରହଣ".
  2. "ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟକାରିଣୀ ସମିତିର ଅଧକ୍ଷତା".