ଉଇକିପିଡ଼ିଆ:ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୦ ଗଣସମ୍ପାଦନା

ଉଇକିପିଡ଼ିଆ‌ରୁ
ହୋମ୍ ୨୦୨୪ ୨୦୨୩ ୨୦୨୨ ୨୦୨୧ ୨୦୨୦ ୨୦୧୯


ଉଇକିପିଡ଼ିଆରେ ଭାରତୀୟ ମହିଳାମାନଙ୍କ ଆତ୍ମକଥା ପ୍ରସଙ୍ଗ ସଂଖ୍ୟା ବଢ଼ାଇବା ଓ ଲେଖାରେ ଲିଙ୍ଗଗତ ସମାନତା ଆଣିବା ପାଇଁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି

ସମ‌ୟସୀମା[ସମ୍ପାଦନା]

୧ ଫେବୃଆରୀ ୨୦୨୦ରୁ ୩୧ ମାର୍ଚ୍ଚ ୨୦୨୦

  1. ପୁରୁଣା କିମ୍ବା ନୂଆ ଲେଖାରେ ପାଖାପାଖି ୩୦୦୦ ବାଇଟ ଓ ଅତିକମ୍‌ରେ ୩୦୦ ଶବ୍ଦ ରହିବା ଆବଶ୍ୟକ ।
  2. ଲେଖାଟି ମେସିନ ଅନୁବାଦ ହୋଇନଥିବା ଆବଶ୍ୟକ ।
  3. ଲେଖାର ତିଆରି କିମ୍ବା ସମ୍ପ୍ରସାରଣ ୧ ଫେବୃଆରୀରୁ ୩୧ ମାର୍ଚ୍ଚ ମଧ୍ୟରେ ହୋଇଥିବ ।
  4. ଲେଖାଟି ମହିଳା କିମ୍ବା ମହିଳା ସମ୍ପର୍କିତ ପ୍ରସଙ୍ଗ ହେବା ଆବଶ୍ୟକ ।
  5. ଲେଖାରେ କୌଣସି ସତ୍ତ୍ୱାଧିକାର ଉଲ୍ଲଂଘନ ହୋଇନଥିବ ଏବଂ ଏହା ଉଲ୍ଲେଖନୀୟ ହୋଇଥିବ । ଏହା ଉଇକିପିଡ଼ିଆ ନୀତି ଅନୁସାରେ ଥିବ ଏବଂ ସଠିକ ଆଧାର ଯୋଡ଼ା ହୋଇଥିବ ।
  6. ଲେଖାଟି ସମ୍ପୂର୍ଣ୍ଣ କରିବା ପରେ ଫାଉଣ୍ଟେନ୍ ଟୁଲ୍‌ରେ ଯୋଡ଼ିବା ଆବଶ୍ୟକ ।

ପୁରସ୍କାର[ସମ୍ପାଦନା]

  • ଶ୍ରେଷ୍ଠ ୫ ଜଣଙ୍କ ପ୍ରତିଯୋଗୀ ଏବଂ ଜୁରୀମାନଙ୍କୁ ବ୍ୟାଗ ଏବଂ ଟି-ସାର୍ଟ ପ୍ରଦାନ କରାଯିବ ।
  • ଅତିକମରେ ୪ଟି ପ୍ରସଙ୍ଗ ଲେଖିଥିବା ପ୍ରତିଯୋଗୀମାନଙ୍କୁ ଡିଜିଟାଲ୍ ପୋଷ୍ଟକାର୍ଡ଼

ଯୋଗ ଦିଅନ୍ତୁ[ସମ୍ପାଦନା]

ନାମ ଲେଖନ୍ତୁ[ସମ୍ପାଦନା]

  • ଏଠାରେ ନାମ ଲେଖି ଏହି ପ୍ରତିଯୋଗିତାରେ ଯୋଗଦାନ କରୁନ୍ତୁ ।

ପ୍ରସଙ୍ଗ ଯୋଡ଼ନ୍ତୁ[ସମ୍ପାଦନା]

ନୂଆ ପ୍ରସଙ୍ଗ ଲେଖିବା ପରେ କିମ୍ବା ପୁରୁଣା ପ୍ରସଙ୍ଗର ଉନ୍ନତୀକରଣ କରିସାରିବାପରେ ତାକୁ ନିମ୍ନରେ ଥିବା ନିଜ ଅବଦାନ ଯୋଡ଼ନ୍ତୁ ବଟନ୍‌ରେ ଯାଇ ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ନ୍ତୁ ।