ଆଲୋଚନା:ଓମେନ ଇନ ବ୍ଲାକ

Page contents not supported in other languages.
ଉଇକିପିଡ଼ିଆ‌ରୁ


ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୯

କଳା ରେ ମହିଳା ପୃଷ୍ଠା ନାମ[ସମ୍ପାଦନା]

ଏହାର ନାମ କେଉଁଟି ଅଧିକ ପ୍ରଯୁଜ୍ୟ ହେବ:

  • କଳା ରେ ମହିଳା
  • କଳାରେ ମହିଳା
  • କଳାରଙ୍ଗରେ ମହିଳା
ମୋ ବ୍ୟକ୍ରିଗତ ମତ, ପକୃତ ନାମ (ଅନୁବାଦିତ ନାମ) -- ଓମେନ୍ ଇନ୍ ବ୍ଲାକ (କଳା ପୋଷାକରେ ମହିଳା) --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୧:୨୬, ୪ ନଭେମ୍ବର ୨୦୧୯ (IST)[reply]
ଓମେନ୍ ଇନ୍ ବ୍ଲାକ ଠିକ ହେବ । ବିନା ହଳନ୍ତରେ ଓମେନ ଇନ ବ୍ଲାକ ବି ଠିକ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୯:୫୭, ୪ ନଭେମ୍ବର ୨୦୧୯ (IST)[reply]