ସିଦ୍ଧଲାଲ ମୁର୍ମୁ

ଉଇକିପିଡ଼ିଆ‌ରୁ
ସିଦ୍ଧଲାଲ ମୁର୍ମୁ
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀକାର୍ତ୍ତିକ ଚନ୍ଦ୍ର ମାଝି
ପର ଅଧିକାରୀଅର୍ଜୁନ ମାଝି
ନିର୍ବାଚନ ମଣ୍ଡଳୀରାଇରଙ୍ଗପୁର
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀଅର୍ଜୁନ ମାଝି
ପର ଅଧିକାରୀଅର୍ଜୁନ ମାଝି
ନିର୍ବାଚନ ମଣ୍ଡଳୀରାଇରଙ୍ଗପୁର
ସାଂସଦ: ୮ମ ଲୋକ ସଭା
କାର୍ଯ୍ୟକାଳ
୧୯୮୪ – ୧୯୮୯
ନିର୍ବାଚନ ମଣ୍ଡଳୀମୟୂରଭଞ୍ଜ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1935-11-01)ନଭେମ୍ବର ୧, ୧୯୩୫
ମୃତ୍ୟୁ୪ ଜୁନ ୧୯୯୯(1999-06-04) (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ (ଇ), ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା
ଜୀବନ ସାଥୀରୁକ୍ମଣୀ ମୁର୍ମୁ
ବାପା/ବୋଉରଘୁନାଥ ମୁର୍ମୁ (ବାପା)
ବୃତ୍ତିରାଜନୀତିଜ୍ଞ

ସିଦ୍ଧଲାଲ ମୁର୍ମୁ (୧ ନଭେମ୍ବର ୧୯୩୫ - ୪ ଜୁନ ୧୯୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସିଦ୍ଧଲାଲ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସିଦ୍ଧଲାଲ ମୁର୍ମୁ ୧୯୩୫ ମସିହାର ନଭେମ୍ବର ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରଘୁନାଥ ମୁର୍ମୁ ଏବଂ ପତ୍ନୀଙ୍କ ନାମ ରୁକ୍ମଣୀ ମୁର୍ମୁ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସିଦ୍ଧଲାଲ ମୁର୍ମୁ ଓଡ଼ିଶା ରାଜନୀତିରେ କଂଗ୍ରେସ (ଇ), ଭାରତୀୟ ଜାତୀୟ କଂଗ୍ରେସ ଓ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ସିଦ୍ଧଲାଲ ମୁର୍ମୁ ୧୯୮୮ ମସିହାର ମାର୍ଚ୍ଚ ମାସ ୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Sidhalal Murmu". odishaassembly.nic.in. Odisha Assembly. Retrieved 21 October 2019.