ଭାରତର ଭୌଗୋଳିକ ଉପଦର୍ଶନ (ଜି.ଆଇ.) ଗୁଡ଼ିକର ତାଲିକା

ଉଇକିପିଡ଼ିଆ‌ରୁ
ଓଡ଼ିଶା ରସଗୋଲାକୁ ମିଳିଥିବା ଭୌଗଳିକ ଉପଦର୍ଶନ ପ୍ରମାଣପତ୍ର

ଭୌଗୋଳିକ ଉପଦର୍ଶନ କିମ୍ବା ଜିଆଇ ଟ୍ୟାଗ ହେଉଛି ଏକ ନାମ ବା ଚିହ୍ନ ଯାହା କୌଣସି ଏକ ସହର, ଅଞ୍ଚଳ ବା ଦେଶର ଏକ ନିର୍ଦ୍ଧିଷ୍ଟ ଉତ୍ପାଦ ବା ଜିନିଷ ବିଷୟରେ ବୁଝାଇଥାଏ । ବିଶ୍ୱ ବାଣିଜ୍ୟ ସଙ୍ଗଠନର ଏକ ସଦସ୍ୟ ହେତୁ ଭାରତ ଏହି ନିୟମ ୧୫ ସେପ୍ଟେମ୍ବର ୨୦୦୩ରୁ ପ୍ରଚଳନ କରିଆସୁଛି । ଏହି ନିୟମ "କୌଣସି ଏକ ଜିନିଷକୁ ଏକ ପ୍ରାନ୍ତ, ଯେଉଁଠାରେ ଏକ ଆବଶ୍ୟକୀୟ ପରିମାଣର ଗୁଣ, ପ୍ରତିଷ୍ଠା ଏବଂ ବିଶେଷତା ମାତ୍ରା ପୂରଣ ହେବାର " ସୁଚାଇଥାଏ ।[୧]

ଜିଆଇ ଟ୍ୟାଗ ଏକ ପ୍ୟାଟେଣ୍ଟ ସଦୃଶ୍ୟ ଅନ୍ୟ କାହାକୁ ଦିଆଯାଇଥିବା ଜିନିଷନିଜର ନାମ ଯୋଗ କରିବା ଅନୁମତି ଦିଏ ନାହିଁ । ଉଦାହରଣ ସ୍ୱରୂପ ପିପିଲି ଚାନ୍ଦୁଆ ହେଉଛି ପିପିଲି ନାମ ସହ ଜଡ଼ିତ ଜିଆଇ ଟ୍ୟାଗ, ଚାନ୍ଦୁଆକୁ ଆଉ କେହି ତାଙ୍କର ନାମ ସହିତ ଯୋଗ କରିପାରିବେ ନାହିଁ । [୨]

ଓଡ଼ିଶାକନ୍ଧମାଳ ଜିଲ୍ଲାକୁ ୨୦୧୯ ମସିହା ଉତ୍କଳ ଦିବସରେ ଅର୍ଥାତ ଅପ୍ରେଲ ମାସ ୧ ତାରିଖରେ କନ୍ଧମାଳ ହଳଦୀ ପାଇଁ ଜିଆଇ ଟ୍ୟାଗ ମିଳିଥିଲା । [୩] ଓଡ଼ିଶାର ରସଗୋଲାକୁ ୨୯ ଜୁଲାଇ ୨୦୧୯ ତାରିଖରେ ଭୌଗଳିକ ଉପଦର୍ଶନ ଟ୍ୟାଗ ମିଳିଥିଲା ।[୪]

ସବୁ ସୁରୁଖୁରୁରେ ଚାଲିଲେ ଆବେଦନ କରିବାର ୧୨୦ ଦିନ ମଧ୍ୟରେ ଟ୍ୟାଗ ପ୍ରଦାନ କରିଦିଆଯାଇଥାଏ ।

ପଞ୍ଜିକୃତ ଭୌଗୋଳିକ ସଙ୍କେତ[ସମ୍ପାଦନା]

ନିମ୍ନରେ ଭାରତର ଭୌଗୋଳିକ ସଙ୍କେତଗୁଡ଼ିକର ତାଲିକା ଦିଆହେଲା:[୫]

କ୍ରମାଙ୍କ ଆବେଦନ କ୍ରମାଙ୍କ ଭୌଗୋଳିକ ସଙ୍କେତ ପ୍ରକାର ରାଜ୍ୟ
Darjeeling Tea (Word) କୃଷି ପଶ୍ଚିମ ବଙ୍ଗ
Darjeeling Tea (Logo) କୃଷି ପଶ୍ଚିମ ବଙ୍ଗ
Aranmula Kannadi ହସ୍ତତନ୍ତ୍ର କେରଳ
Pochampally Ikat ହସ୍ତତନ୍ତ୍ର ତେଲେଙ୍ଗାନା
Salem Fabric ହସ୍ତତନ୍ତ୍ର ତାମିଲ ନାଡୁ
Payyannur Pavithra Ring ହସ୍ତତନ୍ତ୍ର କେରଳ
Chanderi Sarees ହସ୍ତତନ୍ତ୍ର ମଧ୍ୟପ୍ରଦେଶ
Solapur Chaddar ହସ୍ତତନ୍ତ୍ର ମହାରାଷ୍ଟ୍ର
Solapur Terry Towel ହସ୍ତତନ୍ତ୍ର ମହାରାଷ୍ଟ୍ର
୧୦ ୧୦ Kotpad Handloom fabric ହସ୍ତତନ୍ତ୍ର ଓଡ଼ିଶା
୧୧ ୧୧ Mysore Silk ହସ୍ତତନ୍ତ୍ର କର୍ଣ୍ଣାଟକ
୧୨ ୧୨ Kota Doria ହସ୍ତତନ୍ତ୍ର ରାଜସ୍ଥାନ
୧୩ ୧୩ Mysore Agarbathi ଉତ୍ପାଦନ କର୍ଣ୍ଣାଟକ
୧୪ ୧୫ Kancheepuram Silk ହସ୍ତତନ୍ତ୍ର ତାମିଲ ନାଡୁ
୧୫ ୧୬ Bhavani Jamakkalam ହସ୍ତତନ୍ତ୍ର ତାମିଲ ନାଡୁ
୧୬ ୧୭ Navara Rice କୃଷି କେରଳ
୧୭ ୧୮ Mysore Agarbathi (Logo) ଉତ୍ପାଦନ କର୍ଣ୍ଣାଟକ
୧୮ ୧୯ Kullu Shawl ହସ୍ତତନ୍ତ୍ର ହିମାଞ୍ଚଳ ପ୍ରଦେଶ
୧୯ ୨୦ Bidriware ହସ୍ତତନ୍ତ୍ର କର୍ଣ୍ଣାଟକ
୨୦ ୨୧ Madurai Sungudi ହସ୍ତତନ୍ତ୍ର ତାମିଲ ନାଡୁ
୨୧ ୨୨ Orissa Ikat ହସ୍ତତନ୍ତ୍ର ଓଡ଼ିଶା
୨୨ ୨୩ Channapatna Toys & Dolls ହସ୍ତତନ୍ତ୍ର କର୍ଣ୍ଣାଟକ
୨୩ ୨୪ Mysore Rosewood Inlay ହସ୍ତତନ୍ତ୍ର କର୍ଣ୍ଣାଟକ
୨୪ ୨୫ Kangra Tea କୃଷି ହିମାଞ୍ଚଳ ପ୍ରଦେଶ
୨୫ ୨୬ Coimbatore Wet Grinder ଉତ୍ପାଦନ ତାମିଲ ନାଡୁ
୨୬ ୨୭ Phulkari ହସ୍ତତନ୍ତ୍ର ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ
୨୭ ୨୮ Srikalahasthi Kalamkari ହସ୍ତତନ୍ତ୍ର ଆନ୍ଧ୍ର ପ୍ରଦେଶ
୨୮ ୨୯ Mysore Sandalwood Oil ଉତ୍ପାଦନ କର୍ଣ୍ଣାଟକ
୨୯ ୩୦ Mysore Sandal soap ଉତ୍ପାଦନ କର୍ଣ୍ଣାଟକ
୩୦ ୩୧ Kasuti Embroidery ହସ୍ତତନ୍ତ୍ର କର୍ଣ୍ଣାଟକ
୩୧ ୩୨ Mysore Traditional Paintings ହସ୍ତତନ୍ତ୍ର କର୍ଣ୍ଣାଟକ
୩୨ ୩୩ Coorg Orange କୃଷି କର୍ଣ୍ଣାଟକ
୩୩ ୩୪ Mysore Betel leaf କୃଷି କର୍ଣ୍ଣାଟକ
୩୪ ୩୫ Nanjanagud Banana କୃଷି କର୍ଣ୍ଣାଟକ
୩୫ ୩୬ Palakkadan Matta Rice କୃଷି କେରଳ
୩୬ ୩୭ Madhubani Paintings ହସ୍ତତନ୍ତ୍ର ବିହାର
୩୭ ୪୪ Kondapalli Bommallu ହସ୍ତତନ୍ତ୍ର ଆନ୍ଧ୍ର ପ୍ରଦେଶ
୩୮ ୪୬ Kashmir Pashmina ହସ୍ତତନ୍ତ୍ର ଜାମ୍ମୁ ଓ କାଶ୍ମୀର
୩୯ ୪୭ Thanjavur Paintings ହସ୍ତତନ୍ତ୍ର ତାମିଲ ନାଡୁ
୪୦ ୪୮ Kashmir Sozani Craft ହସ୍ତତନ୍ତ୍ର ଜାମ୍ମୁ ଓ କାଶ୍ମୀର
୪୧ ୪୯ Malabar Pepper, merged With Application No. ୫୬ କୃଷି କେରଳ
୪୨ ୫୦ Allahabad Surkha Guava କୃଷି ଉତ୍ତର ପ୍ରଦେଶ
୪୩ ୫୧ Kani Shawl ହସ୍ତତନ୍ତ୍ର ଜାମ୍ମୁ ଓ କାଶ୍ମୀର
୪୪ ୫୨ Nakshi Kantha ହସ୍ତତନ୍ତ୍ର ପଶ୍ଚିମ ବଙ୍ଗ
୪୫ ୫୩ Silver Filigree of Karimnagar ହସ୍ତତନ୍ତ୍ର ତେଲେଙ୍ଗାନା
୪୬ ୫୪ Alleppey Coir ହସ୍ତତନ୍ତ୍ର କେରଳ
୪୭ ୫୫ Muga Silk of ଆସାମ ହସ୍ତତନ୍ତ୍ର ଆସାମ
୪୮ ୫୬ Tellechery Pepper, now merged With Application No. ୪୯ କୃଷି କେରଳ
୪୯ ୫୭ Brass Broidered Coconut shell crafts of କେରଳ ହସ୍ତତନ୍ତ୍ର କେରଳ
୫୦ ୫୮ Screw Pine Crafts of କେରଳ ହସ୍ତତନ୍ତ୍ର କେରଳ
୫୧ ୫୯ Maddalam of Palakkad ହସ୍ତତନ୍ତ୍ର କେରଳ
୫୨ ୬୦ Ganjifa cards of Mysore ହସ୍ତତନ୍ତ୍ର କର୍ଣ୍ଣାଟକ
୫୩ ୬୧ Navalgund durries ହସ୍ତତନ୍ତ୍ର କର୍ଣ୍ଣାଟକ
୫୪ ୬୨ କର୍ଣ୍ଣାଟକ Bronze Ware ହସ୍ତତନ୍ତ୍ର କର୍ଣ୍ଣାଟକ
୫୫ ୬୩ Thanjavur Art Plate ହସ୍ତତନ୍ତ୍ର ତାମିଲ ନାଡୁ
୫୬ ୬୪ Swamimalai Bronze Icons ହସ୍ତତନ୍ତ୍ର ତାମିଲ ନାଡୁ
୫୭ ୬୫ Temple Jewellery of Nagercoil ହସ୍ତତନ୍ତ୍ର ତାମିଲ ନାଡୁ
୫୯ ୬୬ Blue Pottery of Jaipur ହସ୍ତତନ୍ତ୍ର ରାଜସ୍ଥାନ
୬୦ ୬୭ Molela Clay Work ହସ୍ତତନ୍ତ୍ର ରାଜସ୍ଥାନ
୬୧ ୬୮ Kathputlis of Rajasthan ହସ୍ତତନ୍ତ୍ର ରାଜସ୍ଥାନ
୬୨ ୬୯ Mysore Malligae କୃଷି କର୍ଣ୍ଣାଟକ
୬୩ ୭୦ Udupi Malligae କୃଷି କର୍ଣ୍ଣାଟକ
୬୪ ୭୧ Hadagali Malligae କୃଷି କର୍ଣ୍ଣାଟକ
୬୫ ୭୨ Alleppey Green Cardamom କୃଷି କେରଳ
୬୬ ୭୩ Applique (Khatwa) Work of ବିହାର ହସ୍ତତନ୍ତ୍ର ବିହାର
୬୭ ୭୪ Sujini Embroidery Work of ବିହାର ହସ୍ତତନ୍ତ୍ର ବିହାର
୬୮ ୭୫ Sikki Grass Work of ବିହାର ହସ୍ତତନ୍ତ୍ର ବିହାର
୬୯ ୭୬ Ilkal Sarees ହସ୍ତତନ୍ତ୍ର କର୍ଣ୍ଣାଟକ
୭୦ ୭୭ Molakalmuru Sarees ହସ୍ତତନ୍ତ୍ର କର୍ଣ୍ଣାଟକ
୭୧ ୭୮ Coorg Green Cardamom କୃଷି କର୍ଣ୍ଣାଟକ
୭୨ ୭୯ Chamba Rumal ହସ୍ତତନ୍ତ୍ର ହିମାଞ୍ଚଳ ପ୍ରଦେଶ
୭୩ ୮୦ Dharwad Pedha ଖାଦ୍ୟପଦାର୍ଥ କର୍ଣ୍ଣାଟକ
୭୪ ୮୧ Pokkali Rice କୃଷି କେରଳ
୭୫ ୮୨ Bastar Iron Craft ହସ୍ତତନ୍ତ୍ର ଛତିଶଗଡ଼
୭୬ ୮୩ Bastar Dhokra ହସ୍ତତନ୍ତ୍ର ଛତିଶଗଡ଼
୭୭ ୮୪ Bastar Wooden Craft ହସ୍ତତନ୍ତ୍ର ଛତିଶଗଡ଼
୭୮ ୮୫ Monsooned Malabar Arabica Coffee କୃଷି କର୍ଣ୍ଣାଟକ
୭୯ ୮୬ Pipli Applique Work ହସ୍ତତନ୍ତ୍ର ଓଡ଼ିଶା
୮୦ ୮୭ Konark Stone Carving ହସ୍ତତନ୍ତ୍ର ଓଡ଼ିଶା
୮୧ ୮୮ Orissa Pattachitra ବୟନ ଓଡ଼ିଶା
୮୨ ୮୯ Budithi Bell & Brass Metal Craft ହସ୍ତତନ୍ତ୍ର ଆନ୍ଧ୍ର ପ୍ରଦେଶ
୮୩ ୯୦ Machilipatnam Kalamkari ହସ୍ତତନ୍ତ୍ର ଆନ୍ଧ୍ର ପ୍ରଦେଶ
୮୪ ୯୧ Nirmal Toys and Crafts ହସ୍ତତନ୍ତ୍ର ତେଲେଙ୍ଗାନା
୮୫ ୯୨ Arani Silk ହସ୍ତତନ୍ତ୍ର ତାମିଲ ନାଡୁ
୮୬ ୯୩ Kovai Kora Cotton Sarees ହସ୍ତତନ୍ତ୍ର ତାମିଲ ନାଡୁ
୮୭ ୯୪ Salem Silk ହସ୍ତତନ୍ତ୍ର ତାମିଲ ନାଡୁ
୮୮ ୯୫ East ଭାରତ Leather ଉତ୍ପାଦନ ତାମିଲ ନାଡୁ
୮୯ ୯୬ Thanjavur Doll ହସ୍ତତନ୍ତ୍ର ତାମିଲ ନାଡୁ
୯୦ ୯୭ Leather Toys of Indore ହସ୍ତତନ୍ତ୍ର ମଧ୍ୟପ୍ରଦେଶ
୯୧ ୯୮ Bagh Prints of Madhya Pradesh ହସ୍ତତନ୍ତ୍ର ମଧ୍ୟପ୍ରଦେଶ
୯୨ ୯୯ Banaras Brocades and Sarees ହସ୍ତତନ୍ତ୍ର ଉତ୍ତର ପ୍ରଦେଶ
୯୩ ୧୦୦ Sankheda Furniture ହସ୍ତତନ୍ତ୍ର ଗୁଜରାଟ
୯୪ ୧୦୧ Agates of Cambay ହସ୍ତତନ୍ତ୍ର ଗୁଜରାଟ
୯୫ ୧୦୨ Bell Metal Ware of Datia and Tikamgarh ହସ୍ତତନ୍ତ୍ର ମଧ୍ୟପ୍ରଦେଶ
୯୬ ୧୦୩ Kutch Embroidery ହସ୍ତତନ୍ତ୍ର ଗୁଜରାଟ
୯୭ ୧୦୪ Santiniketan Leather Goods ହସ୍ତତନ୍ତ୍ର ପଶ୍ଚିମ ବଙ୍ଗ
୯୮ ୧୦୫ Nirmal Furniture ହସ୍ତତନ୍ତ୍ର ତେଲେଙ୍ଗାନା
୯୯ ୧୦୬ Nirmal Paintings ହସ୍ତତନ୍ତ୍ର ତେଲେଙ୍ଗାନା
୧୦୦ ୧୦୭ ଆନ୍ଧ୍ର ପ୍ରଦେଶ Leather Puppetry ହସ୍ତତନ୍ତ୍ର ଆନ୍ଧ୍ର ପ୍ରଦେଶ
୧୦୧ ୧୦୮ Pipli Applique Craft, now merged with Application No.୮୬ - Pipli Applique Work ହସ୍ତତନ୍ତ୍ର ଓଡ଼ିଶା
୧୦୨ ୧୦୯ Naga Mircha କୃଷି ନାଗଲ୍ୟାଣ୍ଡ
୧୦୩ ୧୧୦ Eathomozhy Tall Coconut କୃଷି ତାମିଲ ନାଡୁ
୧୦୪ ୧୧୧ Laxman Bhog Mango କୃଷି ପଶ୍ଚିମ ବଙ୍ଗ
୧୦୫ ୧୧୨ Khirsapati (Himsagar) Mango କୃଷି ପଶ୍ଚିମ ବଙ୍ଗ
୧୦୬ ୧୧୩ Fazli Mango grown in the district of Malda କୃଷି ପଶ୍ଚିମ ବଙ୍ଗ
୧୦୭ ୧୧୪ Monsooned Malabar Robusta Coffee କୃଷି କର୍ଣ୍ଣାଟକ
୧୦୮ ୧୧୫ ଆସାମ (Orthodox) Logo କୃଷି ଆସାମ
୧୦୯ ୧୧୬ Nilgiri (Orthodox) କୃଷି ତାମିଲ ନାଡୁ
୧୧୦ ୧୧୭ Nilgiri (Orthodox) Logo, now merged with Application No. ୧୧୬ କୃଷି ଆସାମ
୧୧୧ ୧୧୮ ଆସାମ (Orthodox) Logo, now merged with GI Application No. ୧୧୫ କୃଷି ତାମିଲ ନାଡୁ
୧୧୨ ୧୧୯ Lucknow Chikan Craft ହସ୍ତତନ୍ତ୍ର ଉତ୍ତର ପ୍ରଦେଶ
୧୧୩ ୧୨୦ Feni ଉତ୍ପାଦନ Goa
୧୧୪ ୧୨୧ Tirupati Laddu ଖାଦ୍ୟପଦାର୍ଥ ଆନ୍ଧ୍ର ପ୍ରଦେଶ
୧୧୫ ୧୨୨ Uppada Jamdani Sarees ହସ୍ତତନ୍ତ୍ର ଆନ୍ଧ୍ର ପ୍ରଦେଶ
୧୧୬ ୧୨୩ Nashik Valley Wine ଉତ୍ପାଦନ ମହାରାଷ୍ଟ୍ର
୧୧୭ ୧୨୪ Virupakshi Hill Banana କୃଷି ତାମିଲ ନାଡୁ
୧୧୮ ୧୨୫ Mango Malihabadi Dusseheri କୃଷି ଉତ୍ତର ପ୍ରଦେଶ
୧୧୯ ୧୨୬ Sirumalai Hill Banana କୃଷି ତାମିଲ ନାଡୁ
୧୨୦ ୧୨୭ Tangaliya Shawl ହସ୍ତତନ୍ତ୍ର ଗୁଜରାଟ
୧୨୧ ୧୨୮ Puneri Pagadi ହସ୍ତତନ୍ତ୍ର ମହାରାଷ୍ଟ୍ର
୧୨୨ ୧୨୯ Bydagi Chilli କୃଷି କର୍ଣ୍ଣାଟକ
୧୨୩ ୧୩୦ Vazhakkulam Pineapple କୃଷି କେରଳ
୧୨୪ ୧୩୧ Devanahalli Pomello କୃଷି କର୍ଣ୍ଣାଟକ
୧୨୫ ୧୩୨ Appemidi Mango କୃଷି କର୍ଣ୍ଣାଟକ
୧୨୬ ୧୩୩ Kamalapur Red Banana କୃଷି କର୍ଣ୍ଣାଟକ
୧୨୭ ୧୩୪ Sandur Lambani Embroidery ହସ୍ତତନ୍ତ୍ର କର୍ଣ୍ଣାଟକ
୧୨୮ ୧୩୫ Toda Embroidery ହସ୍ତତନ୍ତ୍ର ତାମିଲ ନାଡୁ
୧୨୯ ୧୩୬ Khandua Saree and Fabrics ହସ୍ତତନ୍ତ୍ର ଓଡ଼ିଶା
୧୩୦ ୧୩୭ Gadwal Sarees ହସ୍ତତନ୍ତ୍ର ତେଲେଙ୍ଗାନା
୧୩୧ ୧୩୮ Santipur Saree ହସ୍ତତନ୍ତ୍ର ପଶ୍ଚିମ ବଙ୍ଗ
୧୩୩ ୧୪୧ Vazhakkulam Pineapple, now merged With Application No. ୧୩୦ କୃଷି କେରଳ
୧୩୪ ୧୪୨ Bikaneri Bhujia ଖାଦ୍ୟପଦାର୍ଥ ରାଜସ୍ଥାନ
୧୩୫ ୧୪୩ Guntur Sannam Chilli କୃଷି ଆନ୍ଧ୍ର ପ୍ରଦେଶ
୧୩୬ ୧୪୪ Cannanore Home Furnishings ହସ୍ତତନ୍ତ୍ର କେରଳ
୧୩୭ ୧୪୫ Basmati କୃଷି ଭାରତ
୧୩୮ ୧୪୬ Napa Valley ଉତ୍ପାଦନ USA
୧୩୯ ୧୪୭ Sanganeri Hand Block Print ହସ୍ତତନ୍ତ୍ର ରାଜସ୍ଥାନ
୧୪୦ ୧୪୮ Hand made Carpet of Bhadohi - Mirzapur Region of UP Handmade Carpets ଉତ୍ତର ପ୍ରଦେଶ
୧୪୧ ୧୪୯ Kinnauri Shawl ହସ୍ତତନ୍ତ୍ର ହିମାଞ୍ଚଳ ପ୍ରଦେଶ
୧୪୨ ୧୫୦ Paithani Saree & Fabrics ହସ୍ତତନ୍ତ୍ର ମହାରାଷ୍ଟ୍ର
୧୪୩ ୧୫୧ Scotch Whisky ଉତ୍ପାଦନ United Kingdom
୧୪୪ ୧୫୨ Balaramapuram Sarees and Fine Cotton Fabrics ହସ୍ତତନ୍ତ୍ର କେରଳ
୧୪୫ ୧୫୩ Paithan's Paithani, now merged with GI Application No. ୧୫୦ ହସ୍ତତନ୍ତ୍ର ମହାରାଷ୍ଟ୍ର
୧୪୬ ୧୫୪ Mahabaleshwar Strawberry କୃଷି ମହାରାଷ୍ଟ୍ର
୧୪୭ ୧୫୫ Firozabad Glass (Word Mark) ହସ୍ତତନ୍ତ୍ର ଉତ୍ତର ପ୍ରଦେଶ
୧୪୮ ୧୫୬ Firozabad Glass (Logo Mark, now merged With Application No. ୧୫୫ ହସ୍ତତନ୍ତ୍ର ଉତ୍ତର ପ୍ରଦେଶ
୧୪୯ ୧୫୭ Kannauj Perfume (Word Mark) ଉତ୍ପାଦନ ଉତ୍ତର ପ୍ରଦେଶ
୧୫୦ ୧୫୮ Kannauj Perfume (Logo Mark), now merged With Application No. ୧୫୭ ଉତ୍ପାଦନ ଉତ୍ତର ପ୍ରଦେଶ
୧୫୧ ୧୫୯ Kanpur Saddlery (Word Mark) ଉତ୍ପାଦନ ଉତ୍ତର ପ୍ରଦେଶ
୧୫୨ ୧୬୦ Kanpur Saddlery (Logo Mark), now merged With Application No. ୧୫୯ ଉତ୍ପାଦନ ଉତ୍ତର ପ୍ରଦେଶ
୧୫୩ ୧୬୧ Moradabad Metal Craft (Word Mark) ହସ୍ତତନ୍ତ୍ର ଉତ୍ତର ପ୍ରଦେଶ
୧୫୪ ୧୬୨ Moradabad Metal Craft (Logo Mark), now merged With Application No. ୧୬୧ ହସ୍ତତନ୍ତ୍ର ଉତ୍ତର ପ୍ରଦେଶ
୧୫୫ ୧୬୩ Central Travancore Jaggery କୃଷି କେରଳ
୧୫୬ ୧୬୪ Prosciutto di Parma "Parma Ham" ଖାଦ୍ୟପଦାର୍ଥ Italy
୧୫୭ ୧୬୫ Nashik Grapes କୃଷି ମହାରାଷ୍ଟ୍ର
୧୫୮ ୧୬୭ Gopalpur Tussar Fabrics ହସ୍ତତନ୍ତ୍ର ଓଡ଼ିଶା
୧୫୯ ୧୭୦ Kasaragod Sarees ହସ୍ତତନ୍ତ୍ର କେରଳ
୧୬୦ ୧୭୧ Surat Zari Craft ହସ୍ତତନ୍ତ୍ର ଗୁଜରାଟ
୧୬୧ ୧୭୨ Champa Silk Saree and Fabrics ହସ୍ତତନ୍ତ୍ର ଛତିଶଗଡ଼
୧୬୨ ୧୭୩ Baluchari Saree ହସ୍ତତନ୍ତ୍ର ପଶ୍ଚିମ ବଙ୍ଗ
୧୬୩ ୧୭୪ Kachchh Shawls ହସ୍ତତନ୍ତ୍ର ଗୁଜରାଟ
୧୬୪ ୧୭୬ Dhaniakhali Saree ହସ୍ତତନ୍ତ୍ର ପଶ୍ଚିମ ବଙ୍ଗ
୧୬୫ ୧୭୭ Varanasi Glass Beads ହସ୍ତତନ୍ତ୍ର ଉତ୍ତର ପ୍ରଦେଶ
୧୬୬ ୧୭୮ Khurja Pottery ହସ୍ତତନ୍ତ୍ର ଉତ୍ତର ପ୍ରଦେଶ
୧୬୭ ୧୭୯ Kuthampully Sarees and Fine Cotton Fabrics ହସ୍ତତନ୍ତ୍ର କେରଳ
୧୬୮ ୧୮୦ Bhagalpur Silks ହସ୍ତତନ୍ତ୍ର ବିହାର
୧୬୯ ୧୮୧ Kashmir Paper Machie ହସ୍ତତନ୍ତ୍ର ଜାମ୍ମୁ ଓ କାଶ୍ମୀର
୧୭୦ ୧୮୨ Kashmir Walnut Wood Carving ହସ୍ତତନ୍ତ୍ର ଜାମ୍ମୁ ଓ କାଶ୍ମୀର
୧୭୧ ୧୮୩ Bagru Hand Block Print ହସ୍ତତନ୍ତ୍ର ରାଜସ୍ଥାନ
୧୭୨ ୧୮୪ Saharanpur Wood Craft (Word Mark with Logo) ହସ୍ତତନ୍ତ୍ର ଉତ୍ତର ପ୍ରଦେଶ
୧୭୩ ୧୮୫ Gir Kesar Mango କୃଷି ଗୁଜରାଟ
୧୭୪ ୧୮୬ Wayanad Jeerakasala Rice କୃଷି କେରଳ
୧୭୫ ୧୮୭ Wayanad Gandhakasala Rice କୃଷି କେରଳ
୧୭୬ ୧୮୮ Siddipet Gollabama ହସ୍ତତନ୍ତ୍ର ତେଲେଙ୍ଗାନା
୧୭୭ ୧୮୯ Venkatagiri Sarees ହସ୍ତତନ୍ତ୍ର ଆନ୍ଧ୍ର ପ୍ରଦେଶ
୧୭୮ ୧୯୦ Cheriyal Paintings ହସ୍ତତନ୍ତ୍ର ତେଲେଙ୍ଗାନା
୧୭୯ ୧୯୧ Kota Doria (Logo) ହସ୍ତତନ୍ତ୍ର ରାଜସ୍ଥାନ
୧୮୦ ୧୯୨ Bhalia Wheat କୃଷି ଗୁଜରାଟ
୧୮୧ ୧୯୩ Hyderabad Haleem ଖାଦ୍ୟପଦାର୍ଥ ତେଲେଙ୍ଗାନା
୧୮୨ ୧୯୪ Pembarthi Metal Craft ହସ୍ତତନ୍ତ୍ର ତେଲେଙ୍ଗାନା
୧୮୩ ୧୯୫ Pattamadai Pai (Pattamadai Mats) ହସ୍ତତନ୍ତ୍ର ତାମିଲ ନାଡୁ
୧୮୪ ୧୯୬ Nachiarkoil Kuthuvilakku (Nachiarkoil Lamp) ହସ୍ତତନ୍ତ୍ର ତାମିଲ ନାଡୁ
୧୮୫ ୧୯୭ Maheshwar Sarees & Fabric ପ୍ରାକୃତିକ ଦ୍ରବ୍ୟ ରାଜସ୍ଥାନ
୧୮୬ ୧୯୮ Mangalagiri Sarees and Fabrics ହସ୍ତତନ୍ତ୍ର ଆନ୍ଧ୍ର ପ୍ରଦେଶ
୧୮୭ ୧୯୯ Udupi Mattu Gulla Brinjal କୃଷି କର୍ଣ୍ଣାଟକ
୧୮୮ ୨୦୦ Chettinad Kottan ହସ୍ତତନ୍ତ୍ର ତାମିଲ ନାଡୁ
୧୮୯ ୨୦୧ Villianur Terracotta Works ହସ୍ତତନ୍ତ୍ର ପଣ୍ଡିଚେରୀ
୧୯୦ ୨୦୨ Thirukannur Papier Mache Craft ହସ୍ତତନ୍ତ୍ର ପଣ୍ଡିଚେରୀ
୧୯୧ ୨୦୩ Bobbili Veena ହସ୍ତତନ୍ତ୍ର ଆନ୍ଧ୍ର ପ୍ରଦେଶ
୧୯୨ ୨୦୪ Khatamband ହସ୍ତତନ୍ତ୍ର ଜାମ୍ମୁ ଓ କାଶ୍ମୀର
୧୯୩ ୨୦୫ Kalanamak Rice କୃଷି ଉତ୍ତର ପ୍ରଦେଶ
୧୯୪ ୨୦୭ Dhalapathar Parda & Fabrics ହସ୍ତତନ୍ତ୍ର ଓଡ଼ିଶା
୧୯୫ ୨୦୮ Sambalpuri Bandha Saree & Fabrics ହସ୍ତତନ୍ତ୍ର ଓଡ଼ିଶା
୧୯୬ ୨୦୯ Thanjavur Veenai (Tanjore Veena) ହସ୍ତତନ୍ତ୍ର ତାମିଲ ନାଡୁ
୧୯୭ ୨୧୦ Guledgudd Khana ବୟନ କର୍ଣ୍ଣାଟକ
୧୯୮ ୨୧୧ Bangalore Blue Grapes କୃଷି କର୍ଣ୍ଣାଟକ
୧୯୯ ୨୧୨ Bangalore Rose Onion କୃଷି କର୍ଣ୍ଣାଟକ
୨୦୦ ୨୧୩ Kinhal Toys ହସ୍ତତନ୍ତ୍ର କର୍ଣ୍ଣାଟକ
୨୦୧ ୨୧୪ Narayanpet Handloom Sarees ହସ୍ତତନ୍ତ୍ର ତେଲେଙ୍ଗାନା
୨୦୨ ୨୧୫ Dharmavaram Handloom Pattu Sarees and Paavadais ବୟନ ଆନ୍ଧ୍ର ପ୍ରଦେଶ
୨୦୩ ୨୧୭ Bomkai Saree & Fabrics ହସ୍ତତନ୍ତ୍ର ଓଡ଼ିଶା
୨୦୪ ୨୧୯ Habaspuri Saree & Fabrics ହସ୍ତତନ୍ତ୍ର ଓଡ଼ିଶା
୨୦୫ ୨୨୦ Berhampur Phoda Kumbha Saree & Joda ବୟନ ଓଡ଼ିଶା
୨୦୬ ୨୨୧ Jamnagari Bandhani ହସ୍ତତନ୍ତ୍ର ଗୁଜରାଟ
୨୦୭ ୨୨୪ Udupi Saree ବୟନ କର୍ଣ୍ଣାଟକ
୨୦୮ ୨୨୫ Chendamangalam Dhoties & Set Mundu ହସ୍ତତନ୍ତ୍ର କେରଳ
୨୦୯ ୨୨୬ Porto ଉତ୍ପାଦନ Portugal
୨୧୦ ୨୨୭ Douro ଉତ୍ପାଦନ Portugal
୨୧୧ ୨୨୮ Ganjam Kewda Rooh କୃଷି ଓଡ଼ିଶା
୨୧୨ ୨୨୯ Ganjam Kewda Flower କୃଷି ଓଡ଼ିଶା
୨୧୩ ୨୩୦ Cognac ଉତ୍ପାଦନ France
୨୧୪ ୨୩୨ Patan Patola ହସ୍ତତନ୍ତ୍ର ଗୁଜରାଟ
୨୧୫ ୨୩୩ Agra Durrie ହସ୍ତତନ୍ତ୍ର ଉତ୍ତର ପ୍ରଦେଶ
୨୧୬ ୨୩୪ Farukkhabad Cotton Print ହସ୍ତତନ୍ତ୍ର ଉତ୍ତର ପ୍ରଦେଶ
୨୧୭ ୨୩୬ Lucknow Zardozi ହସ୍ତତନ୍ତ୍ର ଉତ୍ତର ପ୍ରଦେଶ
୨୧୮ ୨୩୭ Banaras Brocades and Sarees (Logo) ହସ୍ତତନ୍ତ୍ର ଉତ୍ତର ପ୍ରଦେଶ
୨୧୯ ୨୩୮ Madurai Malli କୃଷି ତାମିଲ ନାଡୁ
୨୨୦ ୨୩୯ Warli Painting ହସ୍ତତନ୍ତ୍ର ମହାରାଷ୍ଟ୍ର
୨୨୧ ୨୪୦ Kolhapur Jaggery କୃଷି ମହାରାଷ୍ଟ୍ର
୨୨୨ ୨୪୧ Banaganapalle Mangoes କୃଷି ଆନ୍ଧ୍ର ପ୍ରଦେଶ
୨୨୩ ୨୪୨ Kaipad Rice କୃଷି କେରଳ
୨୨୪ ୨୪୩ Tequila ଉତ୍ପାଦନ Mexico
୨୨୫ ୨୪୪ Thawa Art Work (Gold Work on Glass) ହସ୍ତତନ୍ତ୍ର ରାଜସ୍ଥାନ
୨୨୬ ୩୪୯ Asiago ଛେନା Italy
୨୨୭ ୩୫୧ Parmigiano Reggiano ଛେନା Italy
୨୨୮ ୩୭୧ Shaphee Lanphee ବୟନ ମଣିପୁର
୨୨୯ ୩୭୨ Wangkhei Phee ବୟନ ମଣିପୁର
୨୩୦ ୩୭୩ Moirang Phee ବୟନ ମଣିପୁର
୨୩୧ ୩୭୪ Naga Tree Tomato କୃଷି ନାଗଲ୍ୟାଣ୍ଡ
୨୩୨ ୩୭୫ Arunachal Orange କୃଷି ଅରୁଣାଂଚଳ ପ୍ରଦେଶ
୨୩୩ ୩୭୬ ସିକ୍କିମ Large Cardamom କୃଷି ସିକ୍କିମ
୨୩୪ ୩୭୭ Mizo Chilli କୃଷି ମିଜୋରାମ
୨୩୫ ୩୮୧ Kangra Paintings ହସ୍ତତନ୍ତ୍ର ହିମାଞ୍ଚଳ ପ୍ରଦେଶ
୨୩୬ ୩୮୨ Jaynagarer Moa ଖାଦ୍ୟପଦାର୍ଥ ପଶ୍ଚିମ ବଙ୍ଗ
୨୩୭ ୩୮୩ Kullu Shawl (Logo) ବୟନ ହିମାଞ୍ଚଳ ପ୍ରଦେଶ
୨୩୮ ୩୮୪ Muga Silk of ଆସାମ (Logo - connected with GI-୫୫) ହସ୍ତତନ୍ତ୍ର ଆସାମ
୨୩୯ ୩୮୫ Nagpur Orange କୃଷି ମହାରାଷ୍ଟ୍ର
୨୪୦ ୩୮୬ Orissa Pattachitra (Logo) ହସ୍ତତନ୍ତ୍ର ଓଡ଼ିଶା
୨୪୧ ୩୮୭ Bastar Dhokra (Logo) ହସ୍ତତନ୍ତ୍ର ଛତିଶଗଡ଼
୨୪୨ ୩୮୮ Bell Metal ware of Datia and Tikamgarh (Logo) ହସ୍ତତନ୍ତ୍ର ଓଡ଼ିଶା
୨୪୩ ୩୮୯ Meerut Scissors ଉତ୍ପାଦନ ଉତ୍ତର ପ୍ରଦେଶ
୨୪୪ ୩୯୦ Karvath Kati Sarees & Fabrics କୃଷି ମହାରାଷ୍ଟ୍ର
୨୪୫ ୩୯୭ Banaras Gulabi Meenakari Craft ହସ୍ତତନ୍ତ୍ର ଉତ୍ତର ପ୍ରଦେଶ
୨୪୬ ୩୯୮ Benaras Metal Repouse Craft ହସ୍ତତନ୍ତ୍ର ଉତ୍ତର ପ୍ରଦେଶ
୨୪୭ ୩୯୯ Leather Toys of Indore (Logo) ହସ୍ତତନ୍ତ୍ର ମଧ୍ୟପ୍ରଦେଶ
୨୪୮ ୪୦୨ Kuthampully Dhoties & Set Mundu ପୋଷାକ କେରଳ
୨୪୯ ୪୦୫ Makrana Marble ପ୍ରାକୃତିକ ରାଜସ୍ଥାନ
୨୫୦ ୪୧୩ Kangra Painting (Merged with Application No.୩୮୧) ହସ୍ତତନ୍ତ୍ର ହିମାଞ୍ଚଳ ପ୍ରଦେଶ
୨୫୧ ୪୨୬ Mahabalipuram Stone Sculpture ହସ୍ତତନ୍ତ୍ର ତାମିଲ ନାଡୁ
୨୫୨ ୪୩୩ Bandar Laddu ଖାଦ୍ୟପଦାର୍ଥ ଆନ୍ଧ୍ର ପ୍ରଦେଶ
୨୫୩ ୪୩୪ Ratlami Sev ଖାଦ୍ୟପଦାର୍ଥ ମଧ୍ୟପ୍ରଦେଶ
୨୫୪ ୪୩୫ ଆସାମ Karbi Anglong Ginger କୃଷି ଆସାମ
୨୫୫ ୪୩୬ Tripura Queen Pineapple କୃଷି Tripura
୨୫୬ ୪୩୭ Memong Narang କୃଷି ମେଘାଳୟ
୨୫୭ ୪୩୮ Tezpur Litchi କୃଷି ଆସାମ
୨୫୮ ୪୩୯ Joha Rice of ଆସାମ କୃଷି ଆସାମ
୨୫୯ ୪୫୭ Varanasi Wooden Lacquer Ware & Toys ହସ୍ତତନ୍ତ୍ର ଉତ୍ତର ପ୍ରଦେଶ
୨୬୦ ୪୫୮ Mirzapur Handmade Dari ହସ୍ତତନ୍ତ୍ର ଉତ୍ତର ପ୍ରଦେଶ
୨୬୧ ୪୫୯ Nizamabad Black Pottery ହସ୍ତତନ୍ତ୍ର ଉତ୍ତର ପ୍ରଦେଶ
୨୬୨ ୪୬୫ Khasi Mandarin କୃଷି ମେଘାଳୟ
୨୬୩ ୪୬୬ Kachai Lemon କୃଷି ମଣିପୁର
୨୬୪ ୪୭୦ Ajara Ghansal Rice କୃଷି ଉତ୍ତର ପ୍ରଦେଶ
୨୬୫ ୪୭୧ Waigaon Turmeric କୃଷି ମହାରାଷ୍ଟ୍ର
୨୬୬ ୪୭୨ Mangalwedha Jowar କୃଷି ମହାରାଷ୍ଟ୍ର
୨୬୭ ୪୭୩ Bhiwapur Chilli କୃଷି ମହାରାଷ୍ଟ୍ର
୨୬୮ ୪୭୪ Sindhudurg & Ratnagiri Kokum କୃଷି ମହାରାଷ୍ଟ୍ର
୨୬୯ ୪୭୬ Waghya Ghevada କୃଷି ମହାରାଷ୍ଟ୍ର
୨୭୦ ୪୭୭ Navapur Tur Dal କୃଷି ମହାରାଷ୍ଟ୍ର
୨୭୧ ୪୭୮ Ambemohar Rice କୃଷି ମହାରାଷ୍ଟ୍ର
୨୭୨ ୪୭୯ Chengalikodan Nendran Banana କୃଷି କେରଳ
୨୭୩ ୪୮୧ Durgi Stone Carvings ହସ୍ତତନ୍ତ୍ର ଆନ୍ଧ୍ର ପ୍ରଦେଶ
୨୭୪ ୪୮୨ Etikoppaka Toys ହସ୍ତତନ୍ତ୍ର ଆନ୍ଧ୍ର ପ୍ରଦେଶ
୨୭୫ ୪୮୯ Vengurla Cashew କୃଷି ମହାରାଷ୍ଟ୍ର
୨୭୬ ୪୯୦ Sangli Raisins କୃଷି ମହାରାଷ୍ଟ୍ର
୨୭୭ ୪୯୧ Lasalgaon Onion କୃଷି ମହାରାଷ୍ଟ୍ର
୨୭୮ ୪୯୩ Dahanu Gholvad Chikoo କୃଷି ମହାରାଷ୍ଟ୍ର
୨୭୯ ୪୯୪ Beed Custard Apple କୃଷି ମହାରାଷ୍ଟ୍ର
୨୮୦ ୪୯୫ Jalna Sweet Orange କୃଷି ମହାରାଷ୍ଟ୍ର
୨୮୧ ୪୯୮ Jalgaon Banana କୃଷି ମହାରାଷ୍ଟ୍ର
୨୮୨ ୪୯୯ Marathwada Kesar Mango କୃଷି ମହାରାଷ୍ଟ୍ର
୨୮୩ ୫୦୦ Purandar Fig କୃଷି ମହାରାଷ୍ଟ୍ର
୨୮୪ ୫୦୧ Jalgaon Bharit Brinjal କୃଷି ମହାରାଷ୍ଟ୍ର
୨୮୫ ୫୦୨ Solapur Pomegranate କୃଷି ମହାରାଷ୍ଟ୍ର
୨୮୬ ୫୦୩ Prosecco ଉତ୍ପାଦନ Italy
୨୮୭ ୫୦୫ Bagh Prints of Madhya Pradesh (Logo) ହସ୍ତତନ୍ତ୍ର ମଧ୍ୟପ୍ରଦେଶ
୨୮୮ ୫୦୭ Sankheda Furniture (Logo) ହସ୍ତତନ୍ତ୍ର ଗୁଜରାଟ
୨୮୯ ୫୦୮ Agates of Cambay (Logo) ହସ୍ତତନ୍ତ୍ର ଗୁଜରାଟ
୨୯୦ ୫୦୯ Kutch Embroidery (Logo) ହସ୍ତତନ୍ତ୍ର ଗୁଜରାଟ
୨୯୧ ୫୧୦ Karnataka Bronzeware (Logo) ହସ୍ତତନ୍ତ୍ର କର୍ଣ୍ଣାଟକ
୨୯୨ ୫୧୧ Ganjifa Cards of Mysore (Logo) ହସ୍ତତନ୍ତ୍ର କର୍ଣ୍ଣାଟକ
୨୯୩ ୫୧୨ Navalgund Durries (Logo) ହସ୍ତତନ୍ତ୍ର କର୍ଣ୍ଣାଟକ
୨୯୪ ୫୧୩ Thanjavur Art Plate (Logo) ହସ୍ତତନ୍ତ୍ର ତାମିଲ ନାଡୁ
୨୯୫ ୫୧୪ Swamimalai Bronze Icons (Logo) ହସ୍ତତନ୍ତ୍ର ତାମିଲ ନାଡୁ
୨୯୬ ୫୧୫ Temple Jewellery of Nagercoil (Logo) ହସ୍ତତନ୍ତ୍ର ତାମିଲ ନାଡୁ
୨୯୭ ୫୧୬ Palakkad Maddalam କେରଳ (Logo) ହସ୍ତତନ୍ତ୍ର କେରଳ
୨୯୮ ୫୧୭ Brass Broidered Coconut Shell Crafts of କେରଳ (Logo) ହସ୍ତତନ୍ତ୍ର କେରଳ
୨୯୯ ୫୧୮ Screw Pine Craft of କେରଳ (Logo) ହସ୍ତତନ୍ତ୍ର କେରଳ
୩୦୦ ୫୨୦ Uttarakhand Tejpat Spice Uttarakhand
୩୦୧ ୫୨୨ Udayagiri Wooden Cutlery ହସ୍ତତନ୍ତ୍ର ଆନ୍ଧ୍ର ପ୍ରଦେଶ
୩୦୨ ୫୨୫ Bardhaman Sitabhog ଖାଦ୍ୟପଦାର୍ଥ ପଶ୍ଚିମ ବଙ୍ଗ
୩୦୩ ୫୨୬ Bardhaman Mihidana ଖାଦ୍ୟପଦାର୍ଥ ପଶ୍ଚିମ ବଙ୍ଗ
୩୦୪ ୫୨୭ Kashmiri Hand Knotted Carpet ହସ୍ତତନ୍ତ୍ର ଜାମ୍ମୁ ଓ କାଶ୍ମୀର
୩୦୫ ୫୩୦ Tulaipanji Rice କୃଷି ପଶ୍ଚିମ ବଙ୍ଗ
୩୦୬ ୫୩୧ Gobindabhog Rice କୃଷି ପଶ୍ଚିମ ବଙ୍ଗ
୩୦୭ ୫୩୨ Mysore Silk (Logo) ହସ୍ତତନ୍ତ୍ର କର୍ଣ୍ଣାଟକ
୩୦୮ ୫୩୩ Banglar Rasogolla ଖାଦ୍ୟପଦାର୍ଥ ପଶ୍ଚିମ ବଙ୍ଗ
୩୦୯ ୫୩୬ Sikki Grass Products of ବିହାର ହସ୍ତତନ୍ତ୍ର ବିହାର
୩୧୦ ୫୩୭ Applique (Khatwa) Work of ବିହାର ହସ୍ତତନ୍ତ୍ର ବିହାର
୩୧୧ ୫୩୮ Sujini Embroidery Work of ବିହାର ହସ୍ତତନ୍ତ୍ର ବିହାର
୩୧୨ ୫୩୯ Molela Clay Work of Rajasthan (Logo) ହସ୍ତତନ୍ତ୍ର ରାଜସ୍ଥାନ
୩୧୩ ୫୪୦ Blue Pottery of Jaipur (Logo) ହସ୍ତତନ୍ତ୍ର ରାଜସ୍ଥାନ
୩୧୪ ୫୪୧ Kathputlis of Rajasthan (Logo) ହସ୍ତତନ୍ତ୍ର ରାଜସ୍ଥାନ
୩୧୫ ୫୪୨ Chakhesang Shawls ବୟନ ନାଗଲ୍ୟାଣ୍ଡ
୩୧୬ ୫୬୨ Pochampally Ikat (Logo) ହସ୍ତତନ୍ତ୍ର ତେଲେଙ୍ଗାନା
୩୧୭ ୫୪୩ Nilambur Teak ଜଙ୍ଗଲଜାତ କେରଳ
୩୧୮ ୬୧୦ Kandhamal Haladi ମସଲା ଓଡ଼ିଶା
୩୧୯ ୩୭୮ kadaknath black chicken ବିଲୁପ୍ତ ପ୍ରାଣୀ ମଧ୍ୟପ୍ରଦେଶ
୩୨୦ ୫୨୩ Adilabad Dokra ହସ୍ତତନ୍ତ୍ର ତେଲେଙ୍ଗାନା
୩୨୧ ୫୨୩ Warangal Durries ହସ୍ତତନ୍ତ୍ର ତେଲେଙ୍ଗାନା
୩୨୨ ୫୫୨ Shahi Litchi ଖାଦ୍ୟପଦାର୍ଥ ବିହାର
୩୨୩ ୫୫୩ Katarni Rice ଖାଦ୍ୟପଦାର୍ଥ ବିହାର
୩୨୪ ୫୫୧ Zardalu Mango ଖାଦ୍ୟପଦାର୍ଥ ବିହାର
୩୨୫ ୫୫୪ Magahi Paan ଖାଦ୍ୟପଦାର୍ଥ ବିହାର
୩୨୬ ୫୫୫ Erode Turmeric ଔଷଧ ତାମିଲନାଡ଼ୁ
୩୨୭ ୫୫୬ Marayoor jaggery ଖାଦ୍ୟପଦାର୍ଥ କେରଳ
୩୨୮ ୫୫୭ Coorg arabica coffee ପାନୀୟ କର୍ଣ୍ଣାଟକ
୩୨୯ ୫୫୮ Wayanad Robusta coffee ପାନୀୟ କେରଳ
୩୩୦ ୫୫୯ Chikmagalur Arabica coffee ପାନୀୟ କର୍ଣ୍ଣାଟକ
୩୩୧ ୫୬୦ Bababudangiri arabica coffee ପାନୀୟ କର୍ଣ୍ଣାଟକ
୩୩୨ ୫୬୧ Araku valley Arabica coffee ପାନୀୟ ଆନ୍ଧ୍ର ପ୍ରଦେଶ
୩୩୩ ୫୬୨ Sirsi Supari plantation cro/beetle nut ଖାଦ୍ୟପଦାର୍ଥ କର୍ଣ୍ଣାଟକ
୩୩୪ ୫୬୩ Maryoor gud ଖାଦ୍ୟପଦାର୍ଥ କେରଳ
୩୩୫ Kandhmal Haldi କୃଷି ଓଡ଼ିଶା
୩୩୬ Coorg Arabica coffee କୃଷି କର୍ଣ୍ଣାଟକ
୩୩୭ Wayanad Robusta Coffee କୃଷି କେରଳ
୩୩୮ Chikkamangalure Arabica Coffee କୃଷି କର୍ଣ୍ଣାଟକ
୩୩୯ Araku Valley Arabica Coffee କୃଷି ଆନ୍ଧ୍ର ପ୍ରଦେଶ
୩୪୦ Baba Budangiri Arabica Coffee କୃଷି କର୍ଣ୍ଣାଟକ
୩୪୧ Konkan Alphonso (mango) କୃଷି ମହାରାଷ୍ଟ୍ର
୩୪୨ ୬୧୨ ଓଡ଼ିଶା ରସଗୋଲା[୬] ଖାଦ୍ୟପଦାର୍ଥ ଓଡ଼ିଶା

ଆଧାର[ସମ୍ପାଦନା]

  1. "Karnataka gets highest number of GI tags". Business Standard. 11 April 2008.
  2. "GI tag in india". Geographical Indications Registry. Intellectual Property Office, Chennai. Archived from the original on 9 February 2016. Retrieved 28 December 2013.
  3. "After losing battle for Rosogolla, Odisha turmeric gets GI tag". www.hindustantimes.com/ (in ଇଂରାଜୀ). 2019-04-01. Retrieved 2019-04-10.
  4. "Odisha sits on GI tag for rasgulla". www.telegraphindia.com (in ଇଂରାଜୀ). Retrieved 2019-07-29.
  5. Sujit Kumar; Seweta Srivastava (2017). "The legal status of geographical indications in India" (PDF). Bioved. 28 (1): 43–56.
  6. Jul 29, A. Subramani | TNN | Updated:; 2019; Ist, 14:28. "GI Tag: Odisha rasagola gets GI tag | India News - Times of India". The Times of India (in ଇଂରାଜୀ). Retrieved 2019-07-29. {{cite web}}: |last2= has numeric name (help)CS1 maint: extra punctuation (link) CS1 maint: numeric names: authors list (link)

ବାହ୍ୟ ଆଧାର[ସମ୍ପାଦନା]