ବ୍ୟବହାରକାରୀଙ୍କ ଆଲୋଚନା:Surendra behera

Page contents not supported in other languages.
ଉଇକିପିଡ଼ିଆ‌ରୁ

ଆପଣ ପଚାରିଥିବା ପ୍ରଶ୍ନ[ସମ୍ପାଦନା]

ଆଦରର ସୁରେନ୍ଦ୍ର, ଆପଣ election ନାମରେ ଏକ ଶିରୋନାମ ତିଆରି କରି ପ୍ରଶ୍ନଟିଏ ପଚାରିଛନ୍ତି । ପ୍ରଥମତଃ ପ୍ରଶ୍ନଟି କଣ ବୁଝିହେଉନାହିଁ ତେଣୁ ଆପଣ ଆଉଥରେ ଓଡ଼ିଆ ଲିପିରେ ଏଠାରେ ପଚାରିପାରିବେ । ଧ୍ୟାନଦେବେ ଯେ ଉଇକିପିଡ଼ିଆ ଏକ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆ ତେଣୁ ପ୍ରଶ୍ନଟି ଉଇକିପିଡ଼ିଆ ବାବଦରେ ହେଲେ ଉତ୍ତର ଦିଆଯିବ ନହେଲେ ଦିଆଯିବ ନାହିଁ । ଦ୍ୱିତୀୟତଃ ଆପଣ ପ୍ରଧାନ ପୃଷ୍ଠାର ଆଲୋଚନା ସଭାରେ ପଚାରିଛନ୍ତି । ପ୍ରଧାନ ପୃଷ୍ଠାର ଆଲୋଚନା ପୃଷ୍ଠା କେବଳ ପ୍ରଧାନ ପୃଷ୍ଠା ବାବଦରେ । ତେଣୁ ଆପଣ ପଚାରିଥିବା ପ୍ରଶ୍ନଟି ୨ ଦିନ ଭିତରେ ଲିଭାଇଦିଆଯିବ । ଆଗକୁ ଉଇକିପିଡ଼ିଆ ବାବଦରେ କୌଣସି ପ୍ରଶ୍ନ ପଚାରିବାକୁ ଚାହିଁଲେ ଏଠାରେ ପଚାରିପାରିବେ । --ସୁଭାସିସ ପାଣିଘରି (ଆଳାପ) ୨୧:୧୯, ୯ ଅପ୍ରେଲ ୨୦୧୯ (IST)[reply]

how many state in india rightnow? Surendra behera (ମୋ ଆଲୋଚନା) ୨୧:୫୨, ୯ ଅପ୍ରେଲ ୨୦୧୯ (IST)[reply]