ସୁଲୋଚନା ଦାସ

ଉଇକିପିଡ଼ିଆ‌ରୁ
ସୁଲୋଚନା ଦାସ
ଜନ୍ମ ଓ ଜନ୍ମସ୍ଥାନ (1949-01-25) ୨୫ ଜାନୁଆରୀ ୧୯୪୯ (ବୟସ ୭୫)
ବାଲିସାହି, ନାଉଗାଁହାଟ, ଜଗତସିଂହପୁର
ବୃତ୍ତିଲେଖିକା, ଅଧ୍ୟାପିକା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଅବୁଝା ଅନ୍ଧାର (ପ୍ରବନ୍ଧ ଓ ସମାଲୋଚନା)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୩

ସୁଲୋଚନା ଦାସ (୨୫ ଜାନୁଆରୀ ୧୯୪୯)[୧] ଜଣେ ଓଡ଼ିଆ ପ୍ରାବନ୍ଧିକା, ଲେଖିକା ଓ ସମାଲୋଚିକା ।[୨] ସେ ୨୦୦୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କ ରଚିତ ସମାଲୋଚନା ଭିତ୍ତିକ ପ୍ରବନ୍ଧ ଅବୁଝା ଅନ୍ଧାର ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।

ସାହିତ୍ୟକୃତି[ସମ୍ପାଦନା]

ସୁଲୋଚନା ଶତରୂପା, ବିଚିତ୍ରବର୍ଣ୍ଣା, ମାଟିର ମହକ, ନୀଳାଭ କୁହଡ଼ିର ମାୟା, ନୀଳସ୍ୱର୍ଗ, ସକଳଘନ, ଅଶ୍ରୁର ଅଭିଷେକ, ଆହାତ ବସୁଧା, ଅନନ୍ତିକା, ଭଂଗୁର, ଲେଉଟାଣୀ, ମାଟିର ମହକ, ମୋହମୁକ୍ତି, ମୁହଁ ସଞ୍ଜର ଦେହ, ଟୋପାଏ କାକର, ତନ୍ମୟ ବିଭୂତି, ଲିପିପୁଷ୍ପା, ନକ୍ଷେତ୍ରର ଜନ୍ମ, ଓଡ଼ିଆ ସାହିତ୍ୟରେ ରାଜନୈତିକ ଚେତନା, ମାଟିର ଆକାଶ, ଅବୁଝା ଅନ୍ଧାର ଆଦି ପୁସ୍ତକ ରଚନା କରିଛନ୍ତି ।[୩] ତନ୍ମଧ୍ୟରୁ ଅବୁଝା ଅନ୍ଧାର ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଏଥିସହ ସେ ବିରାଜ ବୋହୂନା ଆଦି ପୁସ୍ତକର ଅନୁବାଦ କରିଥିଲେ ।[୩]

ରଚନାବଳୀ[ସମ୍ପାଦନା]

  • ଅବୁଝା ଅନ୍ଧାର
  • ବିରାଜ ବୋହୂ (ଅନୁବାଦ)
  • ଶତରୂପା
  • ବିଚିତ୍ରବର୍ଣ୍ଣା
  • ମାଟିର ମହକ
  • ନୀଳାଭ କୁହଡ଼ିର ମାୟା
  • ନୀଳସ୍ୱର୍ଗ
  • ସକଳଘନ
  • ଅଶ୍ରୁର ଅଭିଷେକ
  • ଆହାତ ବସୁଧା
  • ଅନନ୍ତିକା
  • ଭଂଗୁର
  • ଲେଉଟାଣୀ
  • ମାଟିର ମହକ
  • ମୋହମୁକ୍ତି
  • ମୁହଁ ସଞ୍ଜର ଦେହ
  • ଟୋପାଏ କାକର
  • ତନ୍ମୟ ବିଭୂତି
  • ନା (ଅନୁବାଦ)
  • ଲିପିପୁଷ୍ପା
  • ନକ୍ଷେତ୍ରର ଜନ୍ମ
  • ଓଡ଼ିଆ ସାହିତ୍ୟରେ ରାଜନୈତିକ ଚେତନା
  • ମାଟିର ଆକାଶ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୩ (ଅବୁଝା ଅନ୍ଧାର) [୪]
  • ଜାନକୀବଲ୍ଲଭ ସ୍ମାରକୀ ସମ୍ମାନ, ୨୦୧୯
  • ଜେମା-ସାମନ୍ତ ସୃଜନୀ ପୁରସ୍କାର, ୨୦୨୧[୫]

ଆଧାର[ସମ୍ପାଦନା]

  1. "ଡକ୍ଟର ସୁଲୋଚନା ଦାସଙ୍କୁ ଜେମା-ସାମନ୍ତ ସୃଜନୀ ପୁରସ୍କାର - ୨୦୨୧". theprajatantra.org. ୨୩ ଅପ୍ରେଲ ୨୦୨୧. p. ୧୧. Archived from the original on ୨୮ ଅପ୍ରେଲ ୨୦୨୧. Retrieved 28 April 2021. {{cite web}}: Check date values in: |date= and |archivedate= (help)
  2. Reddy, Philomena Royappa; Sumangala, P. (1998). Women in Development: Perspectives from Selected States of India (in ଇଂରାଜୀ). B.R. Publishing Corporation. ISBN 9788170189787.
  3. ୩.୦ ୩.୧ USA, VTLS, Inc., Blacksburg, VA,. "VTLS Chameleon iPortal List of Titles". opac.nationallibrary.gov.in (in ଇଂରାଜୀ). Retrieved 2019-03-30.{{cite web}}: CS1 maint: extra punctuation (link) CS1 maint: multiple names: authors list (link)
  4. "Odisha Sahitya Akademi". odishasahityaakademi.org. Archived from the original on 2019-03-27. Retrieved 2019-03-30.
  5. "ସୁଲୋଚନା ଦାସ ପାଇବେ ଜେମା-ସାମନ୍ତ ସୃଜନୀ ସମ୍ମାନ". samajaepaper.in. ୨୩ ଅପ୍ରେଲ ୨୦୨୧. p. ୭. Archived from the original on ୨୮ ଅପ୍ରେଲ ୨୦୨୧. Retrieved 28 April 2021. {{cite web}}: Check date values in: |date= and |archivedate= (help)