ସାଇକ୍ଲୋବେଞ୍ଜାପ୍ରିନ

ଉଇକିପିଡ଼ିଆ‌ରୁ
ସାଇକ୍ଲୋବେଞ୍ଜାପ୍ରିନ
Clinical data
Trade namesFlexeril, others
AHFS/Drugs.commonograph
MedlinePlusa682514
Pregnancy
category
  • Category B
Routes of
administration
By mouth
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability33–55%[୨][୩]
Protein binding93%
Metabolismmajor: CYP3A4, CYP1A2; minor: CYP2D6, N-demethylation[୧]
Metabolitesdesmethrylcyclobenzaprine
Elimination half-life32 hours (range 8–37 hours)[୪]
ExcretionKidney
Identifiers
  • 3-(5H-dibenzo[a,d]cyclohepten-5-ylidene)- N,N-dimethyl-1-propanamine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.005.588 Edit this at Wikidata
Chemical and physical data
FormulaC20H21N
Molar mass275.387 g/mol
3D model (JSmol)
  • c3cc\2c(\C=C/c1c(cccc1)C/2=C/CCN(C)C)cc3
  • InChI=1S/C20H21N/c1-21(2)15-7-12-20-18-10-5-3-8-16(18)13-14-17-9-4-6-11-19(17)20/h3-6,8-14H,7,15H2,1-2H3 checkY
  • Key:JURKNVYFZMSNLP-UHFFFAOYSA-N checkY
  (verify)

ସାଇକ୍ଲୋବେଞ୍ଜାପ୍ରିନ (ଇଂରାଜୀ ଭାଷାରେ Cyclobenzaprine, ଏକ ବିକ୍ରୟ ନାମ ଫ୍ଲେକ୍ସେରିଲ/ Flexerilଏକ ଯାହା ଯାହା ହଠାତ୍ ଆରମ୍ଭ ହେଉଥିବା ମାଂସପେଶୀ ସ୍ପାଜ୍ମ (muscle spasm) ବା ଅଙ୍ଗ‌ଗ୍ରହ ଚିକିତ୍ସା ନିମନ୍ତେ ଦିଆଯାଏ ।[୫] ଏହି ଔଷଧ ସେରେବ୍ରାଲ୍ ପାଲ୍‌ସି ରୋଗରେ କାମ କରେନାହିଁ ।[୫] ପାଟିରେ ଏହା ଦିଆଯାଏ ।[୫] ଅଳ୍ପ କିଛି ସପ୍ତାହରୁ ଅଧିକ ସମୟ ଏହା ଦିଆଯାଏନାହିଁ ।[୫]

ସାଇକ୍ଲୋବେଞ୍ଜାପ୍ରିନର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଥକ୍କା ଅନୁଭବ, ମୁଣ୍ଡ ଓଜନିଆ ଲାଗିବା ଓ ଶୁଷ୍କ ପାଟି ଆଦି ଲକ୍ଷଣ ଦେଖାଯାଏ ।[୫] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଅନିୟମିତ ହୃତ୍‌ସ୍ପନ୍ଦନ (irregular heart beat) ହୁଏ ।[୫] ଗର୍ଭାବସ୍ଥାରେ ଏହାର ଖରାପ ପ୍ରଭାବର ପ୍ରମାଣ ମିଳିନଥିଲେ ମଧ୍ୟ ଏହି ବିଷୟରେ ଅଧିକ ଅନୁଶୀଳନ ହୋଇନାହିଁ ।[୫] ଏହା ମାଓ ଇନହିବିଟର (MAO inhibitor) ସ‌ହିତ ଦିଆଯାଏନାହିଁ ।[୫] ଏହାର କାର୍ଯ୍ୟ ପ୍ରଣାଳୀ ଅସ୍ପଷ୍ଟ ଅଛି । [୫]

ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୭୭ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସାଇକ୍ଲୋବେଞ୍ଜାପ୍ରିନ ସ୍ୱୀକୃତ ହୋଇଥିଲା ।[୫] ଏହା ଜେନେରିକ ଔଷଧ (generic medication) ନାମରେ ମିଳେ ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଗୋଟିଏ ଡୋଜର ହୋଲସେଲ ମୂଲ୍ୟ ସନ ୨୦୧୮ରେ ୦.୦୫ ଡଲାରରୁ କମ୍ ଥିଲା ।[୬] ସନ ୨୦୧୬ରେ ୧୬ ନିୟୁତ ପ୍ରେସକ୍ରିପସନ ହୋଇ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ୪୬ତମ ସର୍ବାଧିକ ପ୍ରେସକ୍ରିପସନ ଔଷଧ ଭାବାର ଗଣାଯାଇଥିଲା ।[୭] ସଂଯୁକ୍ତ ରାଷ୍ଟ୍ରରେ ଏହା ସନ ୨୦୧୨ ସୁଦ୍ଧା ମିଳୁନଥିଲା । [୮]

ଆଧାର[ସମ୍ପାଦନା]

  1. Teva Pharmaceuticals USA, Inc (May 2016). "AMR40470 (Amrix) Prescribing Information" (PDF).
  2. Micromedex® 2010 – DRUGDEX® Evaluations (Cyclobenzaprine Hydrochloride)
  3. "Cyclobenzaprine Hydrochloride Tablets USP Revised: April 2005 Rx only". nih.gov. Retrieved 1 October 2016.
  4. Teva Pharmaceuticals USA, Inc (May 2016). "AMR40470 (Amrix) Prescribing Information" (PDF).
  5. ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ ୫.୧୦ "Cyclobenzaprine Monograph for Professionals". Drugs.com (in ଇଂରାଜୀ). AHFS. Retrieved 22 December 2018.
  6. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
  7. "The Top 300 of 2019". clincalc.com. Retrieved 22 December 2018.
  8. "Fibromyalgia, psychiatric comorbidity, and the somatosensory cortex | British Journal of Medical Practitioners". www.bjmp.org. 5 (2): a522. 2012.