ଏ ଭି ସ୍ୱାମୀ

ଉଇକିପିଡ଼ିଆ‌ରୁ
ଏ ଭି ସ୍ୱାମୀ
ଓଡ଼ିଶାରାଜ୍ୟ ସଭା ସାଂସଦ
କାର୍ଯ୍ୟକାଳ
୪ ଅପ୍ରେଲ ୨୦୧୨ – ୩ ଅପ୍ରେଲ ୨୦୧୮
ପର ଅଧିକାରୀଅଚ୍ୟୁତ ସାମନ୍ତ, ବିଜେଡି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1929-07-18) ୧୮ ଜୁଲାଇ ୧୯୨୯ (ବୟସ ୯୪)
ନବରଙ୍ଗପୁର, ଓଡ଼ିଶା, ବ୍ରିଟିଶ ଭାରତ
ଜୀବନ ସାଥୀଅଳାଜଙ୍ଗି କଳାବତୀ (ବିବାହ: ୧୧ ଜୁନ ୧୯୪୯)[୧]
ସନ୍ତାନ୩ ଝିଅ, ୨ ପୁଅ
ପେଷାରାଜନୀତିଜ୍ଞ

ଅଳାଜଙ୍ଗି ବିଶ୍ୱନାଥ ସ୍ୱାମୀ (୧୮ ଜୁଲାଇ ୧୯୨୯ - ୩୧ ଡିସେମ୍ବର ୨୦୧୯) ଓଡ଼ିଶାରୁ ଜଣେ ଭାରତୀୟ ରାଜେନତା ଥିଲେ । ସେ ଜଣେ ସ୍ୱାଧୀନ ପାର୍ଥୀ ଭାବରେ ଭାରତର ସଂସଦର ଉପର ସଦନ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ।[୨][୩][୪][୫] ଶ୍ରୀ ସ୍ୱାମୀ ୪ ଅପ୍ରେଲ ୨୦୧୨ରୁ ୩ ଅପ୍ରେଲ ୨୦୧୮ ଯାଏଁ ରାଜ୍ୟ ସଭାର ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।[୧]

୨୦୧୯ ମସିହା ଡିସେମ୍ବର ୩୧ତାରିଖରେ ସ୍ୱାମୀଙ୍କର ପରଲୋକ ଘଟିଥିଲା ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Av Swamy Biography - About family, political life, awards won, history". www.elections.in. Retrieved 22 December 2018.
  2. "ସାଂସଦ ଏ ଭି ସ୍ୱାମୀ ଆହତ, ଆଇସିୟୁରେ ଭର୍ତ୍ତି". Sambad. 9 February 2018. Retrieved 22 December 2018.
  3. "Naveen props up AV Swamy for third RS seat". ibnlive.in.com. 18 March 2012. Archived from the original on 11 April 2015. Retrieved 9 December 2014.
  4. "New Rajya Sabha member A V Swamy stresses on consensus". The Times of India. 1 April 2012. Retrieved 9 December 2014.
  5. "Detailed Profile: Shri A.V. Swamy". ww.archive.india.gov.in. Retrieved 9 December 2014.
  6. "Former Odisha MP AV Swamy Dies At 91". odishatv.in. odisha tv. Archived from the original on 31 December 2019. Retrieved 31 December 2019.

ବାହାର ଆଧାର[ସମ୍ପାଦନା]