ଶିଶୁ ଶ୍ରମିକ ନିରୋଧ ଦିବସ

ଉଇକିପିଡ଼ିଆ‌ରୁ

ଶିଶୁ ଶ୍ରମିକ ନିରୋଧ ଦିବସ ପ୍ରତିବର୍ଷ ଜୁନ ମାସ ୧୨ ତାରିଖରେ ପାଳିତ ହୁଏ । ଏହି ଦିବସ ପାଳନ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱ ସ୍ତରରେ ବାଳଶ୍ରମ ବିରୋଧରେ ଜନ ମତ ସୃଷ୍ଟି କରିବା ।

ଇତିହାସ[ସମ୍ପାଦନା]

ଅନ୍ତରାଷ୍ଟ୍ରୀୟ ଶ୍ରମ ସଂଗଠନ (ILO)ର ଉଦ୍ୟମରେ ୨୦୦୨ ମସିହାରୁ ଏହି ଦିବସ ପାଳନ କରାଯାଉଛି । ବିଶ୍ୱ ଶ୍ରମ ସଂଗଠନର ୧୩୮ତମ[୧] ଅବଂ ୧୮୨ତମ[୨] ସମ୍ମେଳନରେ ଏ ସଂପର୍କିତ ଘୋଷଣାନାମା ଗୃହିତ ହୋଇଛି । ଶିଶୁ ଶ୍ରମିକ ବିରୋଧରେ ନୋବେଲ ବିଜେତା କୈଳାସ ସତ୍ୟାର୍ଥୀ ତିନି ଦଶନ୍ଧୀ ଧରି ବଚ୍‌ପନ ବଚାଓ ଆନ୍ଦୋଳନ ଚଳାଇଛନ୍ତି ।[୩]

ଆଧାର[ସମ୍ପାଦନା]

  1. "Convention C138 - Minimum Age Convention, 1973 (No. 138)". archive.is. 3 August 2012. Archived from the original on 3 August 2012. Retrieved 7 December 2018.
  2. "ILC87 - CONVENTION 182". www.ilo.org. Retrieved 7 December 2018.
  3. "Kailash Satyarthi's crusade to save childhood continues; 60 mn still need him". www.hindustantimes.com (in ଇଂରାଜୀ). 10 October 2014. Retrieved 7 December 2018.

ବାହାର ଆଧାର[ସମ୍ପାଦନା]