ଆଲୋଚନା:ବଳିଆ କୁକୁର

Page contents not supported in other languages.
ଉଇକିପିଡ଼ିଆ‌ରୁ

ଲିଙ୍କ ଅଭାବ[ସମ୍ପାଦନା]

ପ୍ରିୟ @Skumarm:, ଆପଣଙ୍କ ବଳିଆ କୁକୁର ଲେଖାଟି ପଢ଼ିଲି । ବ‌ହୁତ ସୁନ୍ଦର ଲେଖିଛନ୍ତି । ଗୋଟିଏ ଅଭାବ ରହିଛି । ଉଇକିପିଡିଆରେ ଲିଙ୍କ ଦେବା କଥା । ଲିଙ୍କ ନଥିଲେ ଲେଖାଟି ଉଇକିପିଡିଆ ଯୋଗ୍ୟ ହୁଏନି । ଆପଣ ନିଶ୍ଚୟ ଲିଙ୍କ ଦେବା ଜାଣିଥିବେ । ଏହା ବିଷୟରେ ମୋର ଲିଖିତ ଏକ ଲେଖା ଉଇକିପିଡ଼ିଆ:ଲିଖନଶୈଳୀ/ଲିଙ୍କ ଏଠାରେ ଅଛି । ଆପଣଙ୍କ ଯୋଗୁ ଓଡ଼ିଆ ଉଇକିପିଡିଆର ବ‌ହୁତ ଉନ୍ନତି ହେବ ।

ଧନ୍ୟବାଦ। --Subas Chandra Rout (ମୋ ଆଲୋଚନା) ୧୯:୦୭, ୧୮ ନଭେମ୍ବର ୨୦୧୮ (IST)[reply]

ସାର ଉପରେ ଯାହା ଲେଖିଛନ୍ତି ତା'ର ଉଦାହରଣ ଦେବା ପାଇଁ ମୁଁ କିଛି ଲିଙ୍କ ଯୋଡ଼ିଦେଇଛି । ଯେଉଁଠି ଆବଶ୍ୟକ ସେହିଭଳି ଲିଙ୍କ ଯୋଡ଼ିପାରିବେ ।--ସୁଭାସିସ ପାଣିଘରି (ଆଳାପ) ୧୩:୫୭, ୨୬ ନଭେମ୍ବର ୨୦୧୮ (IST)[reply]