ଉପେନ୍ଦ୍ର କୁମାର

ଉଇକିପିଡ଼ିଆ‌ରୁ
ଉପେନ୍ଦ୍ର କୁମାର
Born
ଉପେନ୍ଦ୍ର କୁମାର

(1941-07-18)୧୮ ଜୁଲାଇ ୧୯୪୧
Died୨୪ ଜାନୁଆରୀ ୨୦୦୨(2002-01-24) (ବୟସ ୬୦)
Nationality ଭାରତୀୟ
Known forଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ
Spouseଏଚ ପି ଗୀତା

ଉପେନ୍ଦ୍ର କୁମାର ଜଣେ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ।[୧] ସେ ଓଡ଼ିଆ ଓ ବିଭିନ୍ନ ଦକ୍ଷିଣ ଭାରତୀୟ ଭାଷାର ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ ।[୨] ସେ ୧୯୪୧ ମସିହାରେ ଓଡ଼ିଶାଗଞ୍ଜାମ ଜିଲ୍ଲାସ୍ଥିତ ଦିଗପହଣ୍ଡିରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କର ନିର୍ଦ୍ଦେଶିତ ଗୀତ ମଧ୍ୟରୁ "ଯାହା ମୁଁ ଖୋଜିଛି, ତାହା ମୁଁ ପାଇଛି", "ଇନ୍ଦ୍ରଧରୁର ସପ୍ତ ରଙ୍ଗ", "ପୀରତି ତୋର ଦୁରୁ ଜୁହାର", "ସପନର ପଥେ ପଥେ", "ସମୀର ସୁରେ", "ସ୍ୱର୍ଗାଦପୀ ଗରିୟସୀ" ଆଦି ଅନ୍ୟତମ ।

ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା[ସମ୍ପାଦନା]

ସମ୍ମାନ ଓ ଉପାଧି[ସମ୍ପାଦନା]

  • ସଙ୍ଗୀତ ସରସ୍ୱତୀ[୪]

ଆଧାର[ସମ୍ପାଦନା]

  1. National Film Festival. Directorate of Film Festivals, Ministry of Information and Broadcasting, Government of India. 1993.
  2. https://www.thehindu.com/todays-paper/tp-features/tp-metroplus/singing-across-borders/article19543269.ece
  3. http://www.newindianexpress.com/states/odisha/2009/jul/24/remembering-upendra-kumar-70508.html
  4. Orissa Review. 1991.

ବାହାର ଆଧାର[ସମ୍ପାଦନା]