ନ୍ୟାସନାଲ ଜିଓଗ୍ରାଫିକ

ଉଇକିପିଡ଼ିଆ‌ରୁ
ନ୍ୟାସନାଲ ଜିଓଗ୍ରାଫିକ (National Geographic)
ସମ୍ପାଦକSusan Goldberg[୧]
ପ୍ରକାରଭୂଗୋଳ , ବିଜ୍ଞାନ , ଇତିହାସ, ପ୍ରକୃତି, ସଂସ୍କୃତି
ପ୍ରକାଶ ଅବୃତ୍ତିମାସିକ
Total circulation
(June 2016)
୬.୧ ନିୟୁତ (ସାରା ବିଶ୍ୱରେ)[୨]
ପ୍ରଥମ ସଂଖ୍ୟାସେପ୍ଟେମ୍ବର 22, 1888; 135 years ago (1888-୦୯-22)[୩]
କମ୍ପାନୀNational Geographic Partners
(21st Century Fox [73%]
National Geographic Society [27%])[୪]
ଦେଶଯୁକ୍ତରାଷ୍ଟ୍ର ଆମେରିକା
ଆଧାରିତWashington, D.C.[୫]
ଭାଷାଇଂରାଜୀ ଏବଂ ଅନ୍ୟ ଭାଷାମାନ
ୱେବସାଇଟngm.nationalgeographic.com
ISSN0027-9358
OCLC ନମ୍ବର643483454

ନ୍ୟାସନାଲ ଜିଓଗ୍ରାଫିକ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ "ନ୍ୟାସନାଲ ଜିଓଗ୍ରାଫିକ ସୋସାଇଟି"ଦ୍ୱାରା ପ୍ରକାଶିତ ହେଉଥିବା ଏକ ମାସିକ ପତ୍ରିକା । ଏହା ଖ୍ରୀଷ୍ଟାବ୍ଦ ୧୮୮୮ ମସିହାରୁ ନିରବିଚ୍ଛିନ୍ନ ଭାବରେ ପ୍ରକାଶିତ ହୋଇ ଆସୁଅଛି । ଯଦିଓ ଏହାର ନାମରେ ଭୂଗୋଳ ଶବ୍ଦ ଅଛି, ଏହା କେବଳ ଭୂଗୋଳ ବିଷୟରେ ନୁହଁ । ଏଥିରେ ଭୂଗୋଳ ସହ, ବିଜ୍ଞାନ, ଇତିହାସ, ପ୍ରକୃତି, ସଂସ୍କୃତି ବିଷୟରେ ମଧ୍ୟ ଲେଖା ବାହାରିଥାଏ ।


ଆଧାର[ସମ୍ପାଦନା]

  1. "Masthead: National Geographic Magazine". National Geographic. ଜୁଲାଇ 1, 2014. Archived from the original on ଜୁଲାଇ 1, 2014. Retrieved ଜୁଲାଇ 1, 2014.
  2. "AAM: Total Circ for Consumer Magazines". Alliance for Audited Media. December 31, 2013. Archived from the original on April 18, 2014. Retrieved April 18, 2014.
  3. Celebrating 125 years
  4. National Geographic
  5. "Contact Us". National Geographic. Archived from the original on May 15, 2016. Retrieved November 29, 2015.