ସତୀ ଅନୁସୂୟା
ଦେଖଣା
ସତୀ ଅନସୂୟା | |
---|---|
ନିର୍ଦ୍ଦେଶକ | ଏ. ସଞ୍ଜୀବ ରାଓ |
ପ୍ରଯୋଜକ | ଜି. ପି. ମାଲ୍ୟା ଶ୍ରୀରାମୁଲୁ |
ସଂଳାପ | ସୌଭାଗ୍ୟ ଚନ୍ଦ୍ର ଦାସ |
ଚିତ୍ରନାଟ୍ୟ | ଏ. ସଞ୍ଜୀବ ରାଓ |
କଳାକାର | ଚକ୍ରପାଣି ରୋଜା ରମଣୀ ମହାଶ୍ୱେତା ରାୟ ନରେନ୍ଦ୍ର ମିଶ୍ର ରିତା ଚାନ୍ଦ ପୀର ମିଶ୍ର ସ୍ୱରୂପ ନାୟକ ଶରତ ପଟ୍ଟନାୟକ |
ସଙ୍ଗୀତ | ପ୍ରଫୁଲ୍ଲ କର |
ଚିତ୍ରଗ୍ରହଣ | ବାବୁ ରାଓ |
ସମ୍ପାଦକ | ଏ. ସଞ୍ଜୀବ ରାଓ |
ମୁକ୍ତିଲାଭ ତାରିଖ | ୩୦ ଅଗଷ୍ଟ ୧୯୭୮ |
କଥାଚିତ୍ରର ସମୟ | ୧୩୨ ମିନିଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସତୀ ଅନସୂୟା, ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜି. ପି. ମାଲ୍ୟା ଓ ଶ୍ରୀରାମୁଲୁ । ସୌଭାଗ୍ୟ ଚନ୍ଦ୍ର ଦାସ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏ. ସଞ୍ଜୀବ ରାଓ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଚକ୍ରପାଣି, ରୋଜା ରମଣୀ, ମହାଶ୍ୱେତା ରାୟ, ନରେନ୍ଦ୍ର ମିଶ୍ର, ରିତା ଚାନ୍ଦ, ପୀର ମିଶ୍ର, ସ୍ୱରୂପ ନାୟକ, ଶରତ ପଟ୍ଟନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଚକ୍ରପାଣି
- ରୋଜା ରମଣୀ
- ମହାଶ୍ୱେତା ରାୟ
- ନରେନ୍ଦ୍ର ମିଶ୍ର
- ରିତା ଚାନ୍ଦ
- ପୀର ମିଶ୍ର
- ସ୍ୱରୂପ ନାୟକ
- ଶରତ ପଟ୍ଟନାୟକ
- ଜ୍ୟୋତ୍ସ୍ନା ଦାସ[୨][୩][୪]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର । ସୌଭାଗ୍ୟ ଚନ୍ଦ୍ର ଦାସ, ପ୍ରଫୁଲ୍ଲ କର, ଲୋକନାଥ ପଟ୍ଟନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୁବାସ ଦାସ, ବାଣୀ ଜୟରାମ, ଏସ୍. ଜାନକୀ, ଚିତ୍ତ ଜେନା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
- ↑ "ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ". ସମ୍ବାଦ. ବ୍ରହ୍ମପୁର: ସମ୍ବାଦ. 15 July 2020. Archived from the original on 15 July 2020. Retrieved 15 July 2020.
- ↑ "ପରଲୋକରେ ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସ". Samaja Live. 15 July 2020. Archived from the original on 15 July 2020. Retrieved 15 July 2020.
- ↑ "ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ | Sambad". ସମ୍ବାଦ. sambad.in. 14 July 2020. Archived from the original on 15 July 2020. Retrieved 15 July 2020.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସତୀ ଅନୁସୂୟା