ଉଇକିପିଡ଼ିଆ ଆଲୋଚନା:ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮/ସହାୟତା

Page contents not supported in other languages.
ଉଇକିପିଡ଼ିଆ‌ରୁ

ଲେଖା ସରିଥିବା ବିଷୟ[ସମ୍ପାଦନା]

ଶାରୀରିକ ସ୍ୱାସ୍ଥ୍ୟସମସ୍ୟା ସମ୍ବନ୍ଧୀୟ ପ୍ରସଙ୍ଗ ମଧ୍ୟରେ ଥିବା ୧୭୭ଟି ବିଷୟ ମଧ୍ୟରୁ ଅଧିକାଂଶ ବିଷୟ ଲେଖାସରିଛି, କେବଳ ଲାଲ ଅକ୍ଷରରେ ଲେଖା ଥିବା ୩୧ ଟି ବିଷୟ ଲେଖା ହୋଇନାହିଁ ।Subas Chandra Rout (ମୋ ଆଲୋଚନା) ୧୮:୪୨, ୧୦ ଅକ୍ଟୋବର ୨୦୧୮ (IST)[reply]

@ସୁବାସ ସାର୍ ବାକି ସବୁ ଲାଲ୍ ରଙ୍ଗକୁ ନୀଳ କରିବାରେ ଆପଣଙ୍କର ସାହାର୍ଯ୍ଯ ନିହାତି ଆବଶ୍ୟକ । ସୌମେନ୍ଦ୍ର (ମୋ ଆଲୋଚନା) ୦୧:୫୨, ୧୧ ଅକ୍ଟୋବର ୨୦୧୮ (IST)[reply]