ୱାଟରଲୁ ଯୁଦ୍ଧ

ଉଇକିପିଡ଼ିଆ‌ରୁ
ୱାଟରଲୁ ଯୁଦ୍ଧ

ୱିଲିୟମ ସ୍ୟାଡଲରଙ୍କ ତୂଳୀରୁ ଅଙ୍କିତ ୱାଟରଲୁ ଯୁଦ୍ଧ
ତିଥି ୧୮ ଜୁନ ୧୮୧୫
ସ୍ଥାନ Waterloo, then Netherlands, present day Belgium; 15 km (9.3 mi) south of Brussels
ପକ୍ଷ
ପ୍ରଥମ ଫ୍ରେଞ୍ଚ ସାମ୍ରାଜ୍ୟ ସପ୍ତମ ଗଠବନ୍ଧନ:
Commanders and leaders
ନେପୋଲିୟନ ବୋନାପାର୍ଟ ଆର୍ଥର ୱେଲ୍ସଲି, ୱେଲିଙ୍ଗଟନର ପ୍ରଥମ ଡ୍ୟୁକ
ଗେଭାର୍ଡ
Strength
ମୋଟ: ୭୩,୦୦୦[୧]
  • ୫୦,୭୦୦ ପଦରକ୍ଷୀ
  • ୧୪,୩୯୦ ଅଶ୍ୱାରୋହୀ
  • ୮,୦୫୦ ତୋପ ଏବଂ ଯନ୍ତ୍ରବିତ
  • ୨୫୨ ବନ୍ଧୁକ
ମୋଟ: ୧୧୮,୦୦୦

ବ୍ରିଟିଶ-ଗଠବନ୍ଧନ: ୬୮,୦୦୦[୨][୩]

  • ସଂଯୁକ୍ତ ରାଜ୍ୟ: ୨୫,୦୦୦ ବ୍ରିଟିଶ ଏବଂ ୬,000 ଜର୍ମାନୀ ରାଜା
  • ନେଦରଲ୍ୟାଣ୍ଡ: ୧୭,୦୦୦
  • ହ୍ୟାନୋଭର: ୧୧,୦୦୦
  • ବ୍ରନସ୍ୱିକ: ୬,୦୦୦
  • ନାସାଉ: ୩,୦୦୦[୪]
  • ୧୫୬ ବନ୍ଧୁକ[୫]
  • ପ୍ରୁସିଆ: ୫୦,୦୦୦[୬]
କ୍ଷୟକ୍ଷତି
ମୋଟ: ୪୧,୦୦୦
  • ୨୪,୦୦୦ to ୨୬,୦୦୦ ଆଘାତପ୍ରାପ୍ତ , ୬୦୦୦ରୁ ୭୦୦୦ ବନ୍ଦୀ [୭]
  • ୧୫,୦୦୦ ନିଖୋଜ[୮]
ମୋଟ: ୨୪,୦୦୦
ବ୍ରିଟିଶ-ଗଠବନ୍ଧନ: ୧୭,୦୦୦
  • ୩,୫୦୦ ମୃତ
  • ୧୦,୨୦୦ କ୍ଷତିତ
  • ୩,୩୦୦ ନିଖୋଜ[୯]

ପ୍ରୁସିଆ: ୭,୦୦୦

  • ୧,୨୦୦ ମୃତ
  • ୪,୪୦୦ ଆଘାତପ୍ରାପ୍ତ
  • ୧,୪୦୦ ନିଖୋଜ [୯]

ୱାଟରଲୁ ଯୁଦ୍ଧ ୧୮ ଜୁନ ୧୮୧୫ ମସିହା ରବିବାର ଦିନ ୱାଟରଲୁ (ଏବେକାର ବେଲଜିଅମ ) ନିକଟରେ ଫ୍ରାନ୍ସ ଏବଂ ବ୍ରିଟିଶମାନଙ୍କ  ମଧ୍ୟରେ ଘଟିଥିଲା । ଫ୍ରାନ୍ସର ନେତୃତ୍ୱ ନେପୋଲିୟନ ବୋନାପାର୍ଟ ନେଉଥିଲେ । ଅନ୍ୟ ପକ୍ଷ୍ୟରେ ବ୍ରିଟିଶ ଏବଂ ପ୍ରୁସିଆର ସୈନ୍ୟମାନେ ଥିଲେ । ଏହି ଯୁଦ୍ଧରେ ନେପୋଲିୟନ ପରାସ୍ତ ହୋଇଥିଲେ । ଏହି ଯୁଦ୍ଧ ନେପୋଲିୟନଙ୍କର ଶେଷ ଯୁଧ୍ୟ ଥିଲା । ଏହି ଯୁଦ୍ଧଟିରେ ପ୍ରଥମ ଫ୍ରେଞ୍ଚ ସାମ୍ରାଜ୍ୟ ହାରିବା ସହିତ ଭବିଷ୍ୟତରେ ହେବାକୁଥିବା ଦଶନ୍ଧି ଧରି ଇଉରୋପରେ ଯୁଦ୍ଧର ମୁଳୋତ୍ପାଟନ କରିଥିଲା ।

ଯୁଦ୍ଧ ପଡ଼ିଆ [ସମ୍ପାଦନା]

ଯୁଦ୍ଧ ପଡ଼ିଆ 
୨୦୧୨ ମସିହାରେ ୱାଟରଲୁ ଯୁଦ୍ଧ ପଡ଼ିଆର ଏକ ପାନୋରାମା ଦୃଶ୍ୟ 

 

ବାହ୍ୟ ଆଧାର [ସମ୍ପାଦନା]

  • "Booknotes: Watch". Booknotes. 12 January 2003. Archived from the original on 16 November 2010. Interview with Andrew Roberts on Napoleon & Wellington: The Battle of Waterloo and the Great Commanders Who Fought It
  • "Guides 1815" (in ଫରାସୀ). Official guides of the Waterloo battlefield.
  • "Waterloo 200". National Army Museum, London. 10 June 2015. (British site)
  • "Farm of Hougoumont". Archaeology @ Waterloo. Archived from the original on 13 July 2015. Retrieved 30 July 2015.
  • George Nafgizer collection Waterloo ORBATs for French, Allied.

ଆଧାର[ସମ୍ପାଦନା]

  1. Hofschröer 1999, pp. 68–69.
  2. Hofschröer 1999, p. 61 cites Siborne's numbers.
  3. Hamilton-Williams 1994, p. 256 gives ୧୬୮,୦୦୦.
  4. Barbero 2005, pp. 75–76.
  5. Hamilton-Williams 1994, p. 256.
  6. Chesney 1874, p. 4.
  7. Barbero 2006, p. 312.
  8. Barbero 2005, p. 420.
  9. ୯.୦ ୯.୧ Barbero 2005, p. 419.