ରାଧା (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ରାଧା
ନିର୍ଦ୍ଦେଶକଜେ. ଏଚ୍. ସତ୍ତାର
ପ୍ରଯୋଜକସୁବ୍ରତ ସାମନ୍ତରାୟ
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟଜେ. ଏଚ୍. ସତ୍ତାର
କାହାଣୀଜେ. ଏଚ୍. ସତ୍ତାର
କଳାକାରସୁବ୍ରତ ସାମନ୍ତରାୟ
କସ୍ତୁରୀ ବଡ଼ୁ
ଦୀପା ସାହୁ
ବିରେନ ରାଉତରାୟ
ସୂର୍ଯ୍ୟ ମିଶ୍ର
ରାଜୁ ମିଶ୍ର
ଜୟୀରାମ ସାମଲ
ଜୟା ବି
ଗୀତା ରାଓ
ସଙ୍ଗୀତକମଳ ପଟ୍ଟନାୟକ
ଚିତ୍ରଗ୍ରହଣଅଶୋକ ସ୍ୱାଇଁ
ସମ୍ପାଦକହରମୋହନ
ମୁକ୍ତିଲାଭ ତାରିଖ
୧୯୮୪
ଦେଶ ଭାରତ
ଭାଷାଓଡ଼ିଆ

ରାଧା, ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁବ୍ରତ ସାମନ୍ତରାୟ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଜେ. ଏଚ୍. ସତ୍ତାର ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ସୁବ୍ରତ ସାମନ୍ତରାୟ, କସ୍ତୁରୀ ବଡ଼ୁ, ଦୀପା ସାହୁ, ବିରେନ ରାଉତରାୟ, ସୂର୍ଯ୍ୟ ମିଶ୍ର, ରାଜୁ ମିଶ୍ର, ଜୟୀରାମ ସାମଲ, ଜୟା ବି, ଗୀତା ରାଓ, ନାଗେଶ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କମଳ ପଟ୍ଟନାୟକଚିତ୍ତ ଜେନା, ଅନୁରାଧା ପୌଡ଼ୱାଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ରାଧା