ଭୋରିକୋନାଜୋଲ

ଉଇକିପିଡ଼ିଆ‌ରୁ
ଭୋରିକୋନାଜୋଲ
Clinical data
Pronunciation/vɒrɪˈkɒnəzl/ vorr-i-KON-ə-zohl
Trade namesVfend, others
SynonymsRS)-α-(2,4-Difluorophenyl)-5-fluoro-β-methyl-α-(1H-1,2,4-triazol-1-ylmethyl)-4-pyrimidineethanol[୧]
AHFS/Drugs.commonograph
MedlinePlusa605022
data
Pregnancy
category
  • D
Routes of
administration
IV, by mouth (tablets, by mouth suspension)
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability96% (oral administration)
Protein binding58%
MetabolismLiver: CYP2C19 (significant involvement), also CYP2C9, CYP3A4
MetabolitesVoriconazole N-oxide (major; minimal antifungal activity)
Elimination half-lifeDose-dependent
ExcretionUrine (80–83%)[୨]
Identifiers
  • (2R,3S)-2-(2,4-Difluorophenyl)-3-(5-fluoropyrimidin-4-yl)-1-(1H-1,2,4-triazol-1-yl)butan-2-ol
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.157.870 Edit this at Wikidata
Chemical and physical data
FormulaC16H14F3N5O
Molar mass349.311 g/mol
3D model (JSmol)
  • Fc1cncnc1[C@@H]([C@@](O)(c2ccc(F)cc2F)Cn3ncnc3)C
  • InChI=1S/C16H14F3N5O/c1-10(15-14(19)5-20-7-22-15)16(25,6-24-9-21-8-23-24)12-3-2-11(17)4-13(12)18/h2-5,7-10,25H,6H2,1H3/t10-,16+/m0/s1 checkY
  • Key:BCEHBSKCWLPMDN-MGPLVRAMSA-N checkY
  (verify)

ଭୋରିକୋନାଜୋଲ (ଇଂରାଜୀ ଭାଷାରେ Voriconazole, ଏକ ବିକ୍ରୟ ନାମ ଭିଫେଣ୍ଡ/ Vfend) ଏକ କବକ ବିରୋଧୀ ଔଷଧ (antifungal medication) ଯାହା ଅନେକ ସଂଖ୍ୟକ କବକ ସଂକ୍ରମଣର (fungal infections) ଚିକିତ୍ସା ନିମନ୍ତେ ଦିଆଯାଏ ।[୩] ଆସପରଜିଲୋସିସ (aspergillosis), କ୍ୟାଣ୍ଡିଡିଆସିସ୍, କ‌କସିଡାୟୋଡୋମାଇକୋସିସ (coccidioidomycosis), ହିସ୍ଟୋପ୍ଲାଜମୋସିସ (histoplasmosis), ପେନିସିଲିଓସିସ(penicilliosis) ଇତ୍ୟାଦି ରୋଗ ଓ ସେଡୋସ୍ପୋରିଅମ (Scedosporium) ତ‌ଥା ଫୁସାରିଅମ (Fusarium) ସଂକ୍ରମଣରେ ଦିଆଯାଏ । [୩] ଏହି ଔଷଧ ପାଟିରେ ବା ଶିରାଭ୍ୟନ୍ତରରେ (injection into a vein) ଦିଆଯାଏ । [୩]

ଭୋରିକୋନାଜୋଲର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଦୃଷ୍ଟି ସମସ୍ୟା, ଅଇ, ଉଦର ଯନ୍ତ୍ରଣା, ରାସ, ମୁଣ୍ଡବିନ୍ଧା ଓ ହାଲୁସିନେସନ ଦେଖାଯାଇପାରେ (seeing or hearing things that are not present) ।[୩] ଗର୍ଭାବସ୍ଥାରେ ଶିଶୁର ହାନୀ ହୋଇପାରେ ।[୩] ଏହା ଟ୍ରିଆଜୋଲ (triazole) ଶ୍ରେଣୀର ଏକ ଔଷଧ ।[୩] ଏହା କୋଷ ପରଦାକୁ (cell membrane) ବା କବକର ମେଟାବୋଲିଜ୍ମ (metabolism) ପ୍ରଭାବିତ କରିପାରେ ।[୩]

ଭୋରିକୋନାଜୋଲ ସନ ୨୦୦୨ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହେବାକୁ ଏହା ସ୍ୱୀକୃତିପ୍ରାପ୍ତ ହୋଇଛି ।[୬] ସନ ୨୯୧୭ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଦୈନିକ ପ୍ରାୟ ୧୪.୮୬ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୭]

ଆଧାର[ସମ୍ପାଦନା]

  1. "International Nonproprietary Names for Pharmaceutical Substances (INN). Recommended International Nonproprietary Names (Rec. INN): List 36" (PDF). WHO Drug Information. World Health Organization. 10 (3): 162. 1996. Retrieved 6 November 2016.
  2. "US voriconazole label" (PDF). FDA. June 2017. Retrieved 30 July 2017. For label updates see FDA index page for NDA 021630
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Voriconazole". The American Society of Health-System Pharmacists. Retrieved 8 December 2017.
  4. Kendig, Edwin L.; Wilmott, Robert W.; Chernick, Victor (2012). Kendig and Chernick's Disorders of the Respiratory Tract in Children (in ଇଂରାଜୀ). Elsevier Health Sciences. p. 539. ISBN 1437719848.
  5. "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
  6. "Generic Vfend Availability". Drugs.com. Retrieved 10 December 2017.
  7. "NADAC as of 2017-12-06". Centers for Medicare and Medicaid Services (in ଇଂରାଜୀ). Archived from the original on 2017-12-10. Retrieved 10 December 2017.