ସରୋଜା ଝୁଠୁ

ଉଇକିପିଡ଼ିଆ‌ରୁ
ସରୋଜା ଝୁଠୁ
ବ୍ୟକ୍ତିଗତ ତଥ୍ୟ
ଜନ୍ମନାମସରୋଜା ଝୁଠୁ
ପୂରା ନାମସରୋଜା ଝୁଠୁ
ଜାତୀୟତାଭାରତୀୟ
ଜନ୍ମ (1968-06-05) ୫ ଜୁନ ୧୯୬୮ (ବୟସ ୫୫)
Sport
ଦେଶ ଭାରତ
କ୍ରୀଡ଼ାବନ୍ଧୁକଚାଳନା
Event(s)

ସରୋଜା କୁମାରୀ ଝୁଠୁ (ଜନ୍ମ ୫ ଜୁନ୍, ୧୯୬୮) ଜଣେ ଭାରତୀୟ ବନ୍ଧୁକଚାଳନା ଖେଳାଳି । ସେ ୨୦୦୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୨୫ ମିଟର୍ ପିସ୍ତଲ୍ (ଯୁଗଳ) ବିଭାଗରେ ସୁଷମା ରଣାଙ୍କ ସ‌ହ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୧]

ଆଧାର[ସମ୍ପାଦନା]

  1. "JHUTHU Saroja Kumari". Melbourne 2006 Commonwealth Games Corporation. Retrieved 22 January 2010.