ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଖେଳ

ଉଇକିପିଡ଼ିଆ‌ରୁ
ଉଇକିପ୍ରକଳ୍ପ

ଖେଳ

 
ଖେଳ ସମ୍ବନ୍ଧିତ ଗୁଣାତ୍ମକ ପ୍ରସଙ୍ଗ ଗଠନ କରିବା ଆମର ଲକ୍ଷ୍ୟ

ସମୁଦାୟ ୨୬ ପ୍ରସଙ୍ଗ

ପ୍ରକଳ୍ପର ଲକ୍ଷ୍ୟ[ସମ୍ପାଦନା]

ଉଇକିପ୍ରକଳ୍ପ ଖେଳ, ବିବିଧ ଖେଳ ଓ ସେମାନଙ୍କ ସମ୍ବନ୍ଧୀତ ପ୍ରସଙ୍ଗ ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ଉଦ୍ଦିଷ୍ଟ ।

ପ୍ରସଙ୍ଗ[ସମ୍ପାଦନା]

ନୂଆକରି ଗଢ଼ିଥିବା ବା ସମୃଦ୍ଧ କରିଥିବା ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ {{ଉଇକିପ୍ରକଳ୍ପ ଖେଳ}} ଛାଞ୍ଚଟିକୁ ବ୍ୟବହାର କରନ୍ତୁ । କୌଣସି ପ୍ରସଙ୍ଗରେ ଛାୟାଚିତ୍ର ନଥିଲେ, ତା'ର ଆଲୋଚନା ପୃଷ୍ଠାରେ {{Image requested}} ଛାଞ୍ଚଟିକୁ ଯୋଡି ଦିଅନ୍ତୁ । ଯଦି ତାଲିକା ମଧ୍ଧ୍ୟରେ କୌଣସି ପ୍ରତିଷ୍ଠିତ ପ୍ରସଙ୍ଗର ନାମ ନଥାଏ, ତେବେ ଉପଯୁକ୍ତ ବିଭାଗରେ ଆପଣ ତାଙ୍କୁ ଯୋଡ଼ିପାରିବେ ।

ଗୁଣାତ୍ମକ ପ୍ରସଙ୍ଗ ପରିସଂଖ୍ୟନ[ସମ୍ପାଦନା]

ନିକୃଷ୍ଟ ପ୍ରସଙ୍ଗରେ ଅଧିକ ତଥ୍ୟ ଯୋଡି, ଗୁଣାତ୍ମକ ପ୍ରସଙ୍ଗ ଗଠନରେ ସହାୟକ ହୁଅନ୍ତୁ ।

ମାନ ସଂଖ୍ୟା
ସର୍ବୋତ୍କୃଷ୍ଟ ପ୍ରସଙ୍ଗ (>୧,୦୦,୦୦୦ ବାଇଟସ୍)
ନିକୃଷ୍ଟ ପ୍ରସଙ୍ଗ (<୫,୦୦୦ ବାଇଟସ୍)

ପ୍ରକଳ୍ପକୁ ଉନ୍ନତ କରିଥିବା ବ୍ୟବହାରକାରୀଗଣ[ସମ୍ପାଦନା]

(ତଳେ ନିଜ ନାମ ଯୋଡନ୍ତୁ)

ଅବଦାନ କରୁଥିବା ବ୍ୟବହାରକାରୀ ନିଜ ବ୍ୟବହାରକାରୀ ପୃଷ୍ଠାରେ {{ଉଇକିପ୍ରକଳ୍ପ ଖେଳର ଅବଦାନକାରୀ}} ଛାଞ୍ଚଟିକୁ ବ୍ୟବହାର କରିପାରିବେ, ଯାହା ନିମ୍ନମତେ ଦେଖାଇବ:

ଏହି ବ୍ୟବହାରକାରୀଙ୍କର ଉଇକିପ୍ରକଳ୍ପ ଖେଳ ପାଇଁ ଅବଦାନ ରହିଛି



ନାମ ନୂତନ ଗଢ଼ା ପ୍ରସଙ୍ଗ ସଂଖ୍ୟା
Abha Pradhan (talk)

ଯୋଗାଯୋଗ[ସମ୍ପାଦନା]

Abha Pradhan