ଦାଦାଗିରି

ଉଇକିପିଡ଼ିଆ‌ରୁ
ଦାଦାଗିରି
ନିର୍ଦ୍ଦେଶକରାକେଶ ମହାନ୍ତି
ପ୍ରଯୋଜକପୂର୍ଣ୍ଣ ମହାନ୍ତି
ରୁନୁ ପଣ୍ଡା
ସଂଳାପନିଜାମ
ଚିତ୍ରନାଟ୍ୟରାକେଶ ମହାନ୍ତି
କାହାଣୀନିଜାମ
କଳାକାରଉତ୍ତମ ମହାନ୍ତି
ମିହିର ଦାସ
ପୃଥ୍ୱୀରାଜ ନାୟକ
ଦେବୁ ବୋଷ
ସ୍ନିଗ୍ଧା ମହାନ୍ତି
କୁନି ମିଶ୍ର
ରାଇମୋହନ ପରିଡ଼ା
ଅସୀତ ପତି
ଦୁଃଖିରାମ ସ୍ୱାଇଁ
ପ୍ରଭାତି ସାହୁ
ସଙ୍ଗୀତହରି ମୁବାରକ
ଚିତ୍ରଗ୍ରହଣଅଶୋକ ସ୍ୱାଇଁ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୯୩
ଦେଶ ଭାରତ
ଭାଷାଓଡ଼ିଆ

ଦାଦାଗିରି, ୧୯୯୩ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ପୂର୍ଣ୍ଣ ମହାନ୍ତି ଓ ରୁନୁ ପଣ୍ଡା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ନିଜାମ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ରାକେଶ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଉତ୍ତମ ମହାନ୍ତି, ମିହିର ଦାସ, ପୃଥ୍ୱୀରାଜ ନାୟକ, ଦେବୁ ବୋଷ, ସ୍ନିଗ୍ଧା ମହାନ୍ତି, କୁନି ମିଶ୍ର, ରାଇମୋହନ ପରିଡ଼ା, ଅସୀତ ପତି, ଦୁଃଖୀରାମ ସ୍ୱାଇଁ, ପ୍ରଭାତି ସାହୁ, ସୁଲୁ ମହାନ୍ତି, ଦେବୁ ବ୍ରହ୍ମା, ଯୁବଶ୍ରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ହରି-ମୁବାରକ[୫] ଗୀତିକାର ନିଜାମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମ୍ମଦ ଅଜିଜ୍, ଜୁବିନ୍ ଅଦେନୀ, ଗୀତା ଦାଶ, ଡଲି, ଉତ୍ତରା କେଲକର୍, ମହମ୍ମଦ ସାଜିଦ୍, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  2. "ଆରପାରିରେ ଅସୀମ ବସୁ". odishaupdate.in. 1 February 2017. Archived from the original on 9 August 2020. Retrieved 3 September 2018.
  3. "ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ମଞ୍ଚ ଅଭିନେତା ଅସୀମ ବସୁଙ୍କ ପରଲୋକ | Odisha Live". Odisha Live. 1 February 2017. Retrieved 3 September 2018.[permanent dead link]
  4. "ଅସୀମ ଆକାଶରେ ତାରା ପାଲଟି ଗଲେ ଅସୀମ ବସୁ". Odisha Times. 1 February 2017. Retrieved 3 September 2018.
  5. "ବିଶିଷ୍ଟ ତବଲାବାଦକ ରାଧାକାନ୍ତ ନନ୍ଦଙ୍କ ପରଲୋକ | Sambad". ସମ୍ବାଦ. sambad.in. 30 November 2019. Retrieved 1 December 2019.

ବାହାର ଆଧାର[ସମ୍ପାଦନା]