କଥା ରହିଗଲା କାଳ କାଳକୁ

ଉଇକିପିଡ଼ିଆ‌ରୁ
କଥା ରହିଗଲା କାଳ କାଳକୁ
ନିର୍ଦ୍ଦେଶକକୁମାର ଆନନ୍ଦ
ପ୍ରଯୋଜକଅସୀତ ପତି,
ଅଞ୍ଜନା ପତି
ସଂଳାପପ୍ରମୋଦ ତ୍ରିପାଠୀ
ଚିତ୍ରନାଟ୍ୟକୁମାର ଆନନ୍ଦ
କାହାଣୀଅସୀତ ପତି
କଳାକାରବିଜୟ ମହାନ୍ତି
ଉତ୍ତମ ମହାନ୍ତି
ପୁଷ୍ପା ପଣ୍ଡା
ଅଜିତ ଦାସ
ଅସୀତ ପତି
ସଙ୍ଗୀତବଚ୍ଚୁ ମୁଖାର୍ଜୀ
ଚିତ୍ରଗ୍ରହଣଅଶୋକ ସ୍ୱାଇଁ
ସମ୍ପାଦକଦେବେନ ମିଶ୍ର
ମୁକ୍ତିଲାଭ ତାରିଖ
୧୯୯୯
ଦେଶ ଭାରତ
ଭାଷାଓଡ଼ିଆ

କଥା ରହିଗଲା କାଳ କାଳକୁ, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅସୀତ ପତି ଓ ଅଞ୍ଜନା ପତି । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଅସୀତ ପତି । ପ୍ରମୋଦ ତ୍ରିପାଠୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । କୁମାର ଆନନ୍ଦ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ।

ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ପୁଷ୍ପା ପଣ୍ଡା, ଅଜିତ ଦାସ, ଅସୀତ ପତି, ସୁଜାତା ଅନନ୍ଦ, ଅନିନ୍ଦିତା, ଗୀତ ଦତ୍ତ, ଅର୍ପିତା ପାଲ, ସମାଜ ପତି, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବଚୁ ମୁଖାର୍ଜୀ । ନିମାଇଁ ମହାନ୍ତି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅଞ୍ଜଳୀ, ସୁବାସ ଦାସ, ଦେବାଶିଷ ମହାପାତ୍ର, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]