ମା ପରି କିଏ ହେବ

ଉଇକିପିଡ଼ିଆ‌ରୁ
ମା ପରି କିଏ ହେବ
ନିର୍ଦ୍ଦେଶକଶିଶିର ମୋହନ ପତି
ପ୍ରଯୋଜକବୀରକିଶୋର ମହାପାତ୍ର
ଲୁଲୁ ମହାପାତ୍ର
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟସୁବୋଧ ପଟ୍ଟନାୟକ
କାହାଣୀରାମଚନ୍ଦ୍ର ବେହେରା
କଳାକାରସିଦ୍ଧାନ୍ତ ମହାପାତ୍ର
ମିହିର ଦାସ
ଉଷସୀ ମିଶ୍ର
ମାମୁନି ମିଶ୍ର
ଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ସଙ୍ଗୀତବିଜୁ ସ୍ୱାଇଁ
ଚିତ୍ରଗ୍ରହଣନିରଞ୍ଜନ ଦାସ
ସମ୍ପାଦକଏ. ଶେଖର ପ୍ରସାଦ
ମୁକ୍ତିଲାଭ ତାରିଖ
୧୯୯୯
ଦେଶ ଭାରତ
ଭାଷାଓଡ଼ିଆ

ମା ପରି କିଏ ହେବ, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବୀରକିଶୋର ମହାପାତ୍ର ଏବଂ ଲୁଲୁ ମହାପାତ୍ର । ରାମଚନ୍ଦ୍ର ବେହେରା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ଶିଶିର ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ସିଦ୍ଧାନ୍ତ ମହାପାତ୍ର, ଉଷସୀ ମିଶ୍ର, ମିହିର ଦାସ, ମାମୁନି ମିଶ୍ର, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ରାଇମୋହନ ପରିଡ଼ା, ରାକେଶ ଜୈନ, ନିହାରୀକା ସାହୁ, ବ୍ରଜ ସିଂହ, ଚିତ୍ତ ମିଶ୍ର, ସାତ୍ୟକି ମିଶ୍ର, ଜୟୀରାମ ସାମଲ, ସରୋଜ ଦାସ, ରଘୁ ମିଶ୍ର, ସିଚଦାନନ୍ଦ ହୋତା, ବଟ ତ୍ରିପାଠୀ, ବ୍ରଜସୁନ୍ଦର ମିଶ୍ର, ଅମୀୟ ମିଶ୍ର, ରବି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଜୁ ସ୍ୱାଇଁ । ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ସୁବୋଧ ପଟ୍ଟନାୟକ, ନିଜାମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମଦ ଅଜିଜ୍, ପ୍ରକାଶ ଦୁବେ, ଇରା ମହାନ୍ତି, ସୋନୁ ନିଗମ, ଉଦିତ ନାରାୟଣ, ରୁ୍ପ୍ କୁମାର ରାଠୋଡ଼୍, ସାଧନା ସରଗମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  2. "Odisha's actress Usasi Mishra tests COVID-19 Positive". KalingaTV (in English). 6 October 2021. Archived from the original on 20 November 2021. Retrieved 20 November 2021.{{cite news}}: CS1 maint: unrecognized language (link)
  3. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  4. "ଏହି ରୂପରେ ପୁଣି ପସନ୍ଦ ଆସିବେ ଅପରାଜିତା ! | Sambad". Sambad (in Odia). ଓଡ଼ିଶା. 16 September 2018. Archived from the original on 18 September 2018. Retrieved 17 September 2018.{{cite news}}: CS1 maint: unrecognized language (link)
  5. "ଓଲିଉଡ୍‌କୁ ରାଇଙ୍କ ଲେଉଟାଣି". Dharitri.com (in Odia). Odisha. Archived from the original on 14 January 2019. Retrieved 14 January 2019.{{cite news}}: CS1 maint: unrecognized language (link)
  6. "ଅଫେରା ରାଇଜରେ ସିନେ ଅଭିନେତା ବିରାଜ | Sambad". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 25 May 2022. Archived from the original on 26 May 2022. Retrieved 26 May 2022.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]