ଉଇକିପିଡ଼ିଆ:ନିୟମାବଳୀ/ରନ୍ଧା ଖାଦ୍ୟ ଛାଞ୍ଚ

ଉଇକିପିଡ଼ିଆ‌ରୁ
ଅମୁକ
ସାଦା ଅମୁକ
ପ୍ରକାରତରକାରୀ
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଓଡ଼ିଶା
ସମ୍ବନ୍ଧିତ ଜାତୀୟ ଖାଦ୍ୟଓଡ଼ିଆ
ମୁଖ୍ୟ ଉପାଦାନଅମୁକ ପରିବା, ସମୁକ ତେଲ, ସମୁକ ମସଲା

ଅମୁକ (ସମୁକ ନାମରେ ମଧ୍ୟ ଜଣା) ବିଭିନ୍ନ ପନିପରିବା ବା ମାଛ ସହ ପରିବା ମିଶାଇ ତିଆରି କରାଯାଉଥିବା ଏକ ପ୍ରକାରର ଓଡ଼ିଆ ଖାଦ୍ୟ । ଏଥିରେରେ ବିଭିନ୍ନ କ, ଖ, ଗ, ଘ ଆଦି ପରିବାକୁ ସିଝାଇ ତହିଁରେ ଭଜା ବଡ଼ି ଓ ଛୁଙ୍କ ଦେଇ ରନ୍ଧାଯାଇଥାଏ । ଅମୁକ ଅଞ୍ଚଳ ଭେଦରେ (ଅଞ୍ଚଳ ନାଁ ଜାଣିଥିଲେ ଏଠି ଲେଖିବେ) "ଢମୁକ" ନାମରେ ଜଣା । ତେବେ ଢମୁକରେ ଚ, ଛ, ଜ, ଝ ଆଦି ପରିବା ମଧ୍ୟ ପଡ଼ିଥାଏ । ଏଥିରେ କଞ୍ଚା ଲଙ୍କା ବଦଳରେ ଗୋଲମରିଚ ବାଟି ଦିଆଯାଇଥାଏ । ଏହାକୁ ଗରମ ଭାତ ସହ ଖିଆଯାଇଥାଏ । ଏହି ଓଡ଼ିଶାର ବାକି ଖାଦ୍ୟ ଭଳି ଅମୁକ ସାଧାରଣତଃ ସୋରିଷ ତେଲରେ ରନ୍ଧାଯାଇଥାଏ ।

ବିହଙ୍ଗାବଲୋକନ[ସମ୍ପାଦନା]

ଖଡ଼ା ଶାଗ ପଡ଼ି ହୋଇଥିବା ଶାଗ ଅମୁକ ।

ସାଦା ଅମୁକ ତିଆରି ପାଇଁ ପ୍ରଥମେ କ, ଖ, ଗ, ଘ ଆଦି ପରିବାକୁ ସେମାନଙ୍କ ସିଝିବା ସମୟ ଅନୁସାରେ ଦୁଇଭାଗ କରି ଅଲଗା କରିଦିଆଯାଏ । ଏକ ପାତ୍ରରେ ଲୁଣ ଓ ହଳଦୀ ଗୁଣ୍ଡ ସହ ସିଖିବା ପାଇଁ ଅଧିକ ସମୟ ଲାଗୁଥିବା ପରିବାକୁ ଆଗ ପାଣିଦେଇ ସିଝାଯାଏ । ଅଧା ସିଝି ଆସିଲେ ବାକି ଅଧା ଭାଗ ପରିବାକୁ ସେଥିରେ ମିଶାଇ ପୂରା ସିଝାଯାଏ । ପରିବାସବୁ ସିଝିଗଲା ପରେ ଏକ କଡ଼ାଇରେ ଫୁଟଣ ଓ ରସୁଣ ଛୁଙ୍କ ଦେଇ ସିଝା ପରିବା ଏଥିରେ ବଘାରିଦିଆଯାଏ ।

ସମୁକ ପାଇଁ ଚ, ଛ, ଜ, ଝ ଆଦି ଶାଗ ବ୍ୟବହାର କରାଯାଏ । କ, ଖ, ଗ, ଘ ଆଦି ସହ ମାଛ ମୁଣ୍ଡ ପକାଇ ମାଛ ଅମୁକ ରନ୍ଧାଯାଇଥାଏ ।

ସମାନ ଧରଣର ଖାଦ୍ୟ[ସମ୍ପାଦନା]

ଜମୁକ ଏକ ପ୍ରକାରର ସମାନ ଧରଣର ପ୍ରଣାଳୀରେ ରନ୍ଧାଯାଇଥାଏ । ସେଥିରେ ବ୍ୟବହୃତ ପରିବା ପାଖାପାଖି ସମାନ ହେଲେ ହେଁ ସେଥିରେ ସାମାନ୍ୟ ଝୋଳ ରହିଥାଏ । ଅମୁକ ସାଧାରଣ ଖାଇବାରେ ରନ୍ଧା ହେଲା ବେଳେ ଜମୁକ ପଥି ଭାବେ ମଧ୍ୟ ବ୍ୟବହାର ହୋଇଥାଏ ।

ଅଧିକ ପଠନ[ସମ୍ପାଦନା]