ଅନୁର୍ବରତା

ଉଇକିପିଡ଼ିଆ‌ରୁ
(ଅନୁବ୍ରରତାରୁ ଲେଉଟି ଆସିଛି)

ମୂଳରୁପେର ସନ୍ତାନ ଉତ୍ପତି ଅକ୍ଷମତାକୁ ଅନୁବ୍ରରତା କୁହାଯାଏ । ଏହାକୁ ବନ୍ଧ୍ୟାପଣ କିମ୍ବା ନପୁଂସକତା ମଧ୍ୟ କୁହାଯାଏ । ପତିପତ୍ନୀଙ୍କ ସମ୍ଭୋଗ ପ୍ରୟାସ ପରେ ମଧ୍ୟ ଯଦି ସନ୍ତାନ ସୁଖ ପ୍ରାପ୍ତ ହେବାରେ ଅସୁବିଧା ଉପୁଜୁଛି ତେବେ ଏହାକୁ ଅନୁବ୍ରରତା କିମ୍ବା ବନ୍ଧ୍ୟା ଦୋଷ କୁହାଯାଏ । ପ୍ରାୟ ସବୁେକ୍ଷତ୍ରେର ଏହି ଅନୁବ୍ରରତାର କାରଣ ନାରୀଙ୍କୁ ଦିଆଯାଇଥାଏ ମାତ୍ର ଏହା ସମ୍ପୁଣ୍ଣ ରୂପେ ଭୁଲ ଧାରଣା ଅଟେ । ଏକ-ତୃତୀୟାଂଶ ନାରୀ ଏବଂ ପୁରୁଷଙ୍କ ମଧ୍ୟରେ ଏଭଳି ଅସୁବିଧା ଦେଖାଯାଏ ଅନ୍ୟ ଏକ-ତୃତୀୟାଂଶ ଉଭୟ ନାରୀ ଏବଂ ପୁରୁଷଙ୍କ ମିଳିତ ପ୍ରକ୍ରିୟୋର ଘଟିଥାଏ ।

ପୁରୁଷଙ୍କ ମଧ୍ୟେର ଅନୁବ୍ରରତାର କାରଣ :

ପୁରୁଷଙ୍କ ମଧ୍ୟରେ ବହୁତ କମ୍‌ ଶୁକ୍ରାଣୁ ଏବଂ ସମ୍ପୁଣ୍ଣ ରୂପେ ଶୁକ୍ରାଣୁର ଅଭିବୃଦ୍ଧି ନେହବା ସମସ୍ୟା ଅନୁବ୍ରରତାର କାରଣକୁ ସଚାଇଥାଏ । ନାରୀର ଅଣ୍ଡୋକାଷକୁ ଯାଇ ତାହାକୁ ଉର୍ବର କରିବାରେ ଶୁକ୍ରାଣୁର ଅକ୍ଷମତା, ଶୁକ୍ରାଣୁର ଅସାମାନ୍ୟ ଆକୃତି ଯୋଗୁଁ ଆଗକୁ ବଢିବାରେ ଅସୁବିଧା ଉପୁଜେ ।[୧]

ଜନ୍ମଗତ ସମସ୍ୟା : ବିଭିନ୍ନ ସମୟେର ଜନ୍ମଗତ କାରଣକୁ େନଇ ପୁରୁଷଙ୍କ ମଧ୍ୟେର ପ୍ରଜନନ କ୍ଷମତା ହ୍ରାସ ପାଏ ବା ଶୁକ୍ରାଣୁରେ କ୍ଷତ ଲାଗିଥିେଲ ଏଭଳି ସମସ୍ୟା ଉପୁେଜ ।

ଚିକିତ୍ସା :[୨]

୩୦ରୁ କମ୍‌ ବୟସ୍କ ସୁସ୍ଥ ମହିଳାଙ୍କୁ ଡରିବାର କୌଣସି କାରଣ ନାହିଁ କିନ୍ତୁ ୩୦ରୁ ଉଦ୍ଧ ବୟସ୍କ ମହିଳାଙ୍କୁ ଏହାର ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ ଅଟେ । ଏହି ବୟସରେ ଉପନୀତ ହେଲା ପରେ ୬ ମାସ ପର୍ଯ୍ୟନ୍ତ ପ୍ରୟାସ କରିବା ପରେ ମଧ୍ୟ ଯଦି ସନ୍ତାନ ଗର୍ଭରେ ରହୁନାହିଁ ତେବ ଚିକିତ୍ସା କରିବା ନିହାତୀ ଜରୁରୀ ଅଟେ ।

ଆଧାର[ସମ୍ପାଦନା]

  1. https://www.medicalnewstoday.com/articles/165748.php
  2. https://www.medicinenet.com/infertility/article.htm