ନାନ୍ସି ଆନ୍ ସିନ୍ଥିଆ ଫ୍ରାନସିସ୍

ଉଇକିପିଡ଼ିଆ‌ରୁ

ନାନ୍ସି ଆନ୍ ସିନ୍ଥିଆ ଫ୍ରାନସିସ୍ ତାମିଲନାଡୁ ବିଧାନ ସଭାର ଜଣେ ସଦସ୍ୟ । ସେ ନିର୍ବାଚିତ ନହୋଇ ବଛା ଯାଇଥିବା ଜଣେ ସଦସ୍, ଯେ ଆଙ୍ଗ୍ଲୋ-ଭାରତୀୟ ଗୋଷ୍ଠୀକୁ ପ୍ରତିନିଧିତ୍ୱ କରନ୍ତି ।[୧] ପେଶାରେ ସେ ଜଣେ ଡାକ୍ତର ଓ ମଦୁରାଇରେ ଥିବା ମିନାକ୍ଷୀ ମିଶନ୍ ଚିକିତ୍ସାଳୟ ଓ ସନ୍ଧାନ କେନ୍ଦ୍ର ।[୨]

ଆଧାର[ସମ୍ପାଦନା]

  1. "Press Release #410" (PDF). Govt of Tamil Nadu. Retrieved 5 September 2011.
  2. Basu, Soma (14 July 2011). "The operation theatre just got bigger". The Hindu. Retrieved 5 September 2011.