ଉଇକିପିଡ଼ିଆ:IRC/13-03-2018

ଉଇକିପିଡ଼ିଆ‌ରୁ
ପୂର୍ବ ଅଲୋଚନା
WP:IRC/logs
IRC URL
http://webchat.freenode.net/?channels=#wikipedia-or

ଅଲୋଚନା ଲଗ (Log)[ସମ୍ପାଦନା]

[19:33] <Gapu> Mu b asigali
[19:34] <Saileshpat> ଜୟ ଜଗନ୍ନାଥ!
[19:34] <Saileshpat> ଟିକେ ଅପେକ୍ଷା କରିବା ।
[19:35] <Gapu> ହଉ
[19:37] <Saileshpat> ୮ ଟା ଯାଏଁ ଟିକେ ଅପେକ୍ଷା କରିବା ।
[19:40] <Saileshpat> ଆଉ ଟିକେ ଅପେକ୍ଷା କରିବା
[19:40] <Saileshpat> ତାହାପରେ ଆରମ୍ଭ କରିବା ।
[19:44] <Saileshpat> ଲାଗୁଛି ଆଜି ସମସ୍ତେ ବ୍ୟସ୍ତ ଅଛନ୍ତି !
[19:44] <Saileshpat> ହାହା
[19:44] <jsahu> Kehi asi nahanti ki
[19:44] <Saileshpat> ଜ୍ଞାନ ଭାଇ ଜୟ ଜଗନ୍ନାଥ
[19:44] <jsahu> Jay Jagannath
[19:44] <jsahu> Kichhi alochana arambha helani
[19:44] <Gapu> Up-down lagirahichi..
[19:44] <Gapu> Nai kichhi heini..
[19:45] <Gapu> Main loka asinathile tenu kichhi heini..
[19:45] <Saileshpat> ନା ଅପେକ୍ଷା କରିଛୁ ଟିକେ
[19:45] <jsahu> Hau
[19:46] <Gapu> Mor aji 1st IRC Odia Wiki re..
[19:46] <jsahu> Alochana topic guda lekhidia
[19:46] <jsahu> Congratulations
[19:46] <Gapu> Mu agaru IRC ra khali ariviation janithili..
[19:46] <Gapu> Thank You
[19:47] <Saileshpat> ଆମେ ନହେଲେ ଆରମ୍ଭ କରିଦେବା, ଯିଏ ଆସିବେ ପଛରେ ଯୋଗଦେବେ ।
[19:47] <Nihar> Yup
[19:48] <Saileshpat> ମତେ ଲାଗୁଛି ଆମ ଭିତରେ କାହାରୀକୁ ପରିଚୟ ଦେବା ଦରକାର ପଡିବନି
[19:48] <Gapu> Hau
[19:49] <Nihar> Hmm
[19:49] <Gapu> wm-bot3 kahara?
[19:49] <jsahu> Samstankara WhatsApp achhi so next time thu whsyapp re discussion kariba aau gote invitation link karideba jadi kie join karibe
[19:49] <Gapu> Han
[19:49] <jsahu> Seita irc bot
[19:49] <Saileshpat> ହଁ IRC ବୋଟ ତ?
[19:49] <Saileshpat> ସେଇୟା କରିବା
[19:50] <Saileshpat> ମୁଁ ଏବେ ଆରମ୍ଭ କରୁଛି ।
[19:50] <Nihar> Hmm
[19:51] <Saileshpat> ପ୍ରଥମେ , CIS ତରଫରୁ ଓଡ଼ିଆ ଉଇକିପିଡିଆକୁ ଇଉଜର ଗୃପ ହେଇଥିବାରୁ ଅଭିନନ୍ଦନ ।
[19:51] <Nihar> Avinandan
[19:52] <Gapu> ଅଭିନନ୍ଦନ
[19:53] <Saileshpat> ସବୁ ବର୍ଷ ଭଳି ଆମେ ଏହି ବର୍ଷ ମଧ୍ୟ ଆମର ଆଗାମୀ work plan ଲେଖିବାକୁ ଯାଉଛୁ । ହେଲେ ଯେହେତୁ ଏହି ବର୍ଷ ଓଡ଼ିଆ ଇଉଜର ଗୃପ ମଧ୍ୟ ଅଛି ସେଥିପାଇଁ
[19:53] <Saileshpat> CIS workplanରେ କିଛି ନୂଆ ଯୋଡୁଛି ।
[19:53] <Nihar> Hmm
[19:53] <Saileshpat> ଯେଉଁ ଗୁଡା ପୂର୍ବ ବର୍ଷରେ ନଥିଲା ।
[19:54] <Saileshpat> ଏହି ବର୍ଷ ଆମେ directly କିଛି ପ୍ରକଳ୍ପ ନ କରି ଇଉଜର ଗୃପକୁ ସହାୟତା କରିବୁ ।
[19:54] <Saileshpat> ଯେପରିକି
[19:55] <Saileshpat> 1. Capacity Building (training community leaders) 2. Supporting Usergroup (Documentation and preparing their workplan for this year) 3. Community engagement grants. (Support community members with small grants to do events and programs) 4. Institutional Partnerships (Continue the collaboration with past institutions)
[19:55] <Nihar> Sailesh..user group ku tike barnana kariba
[19:55] <Nihar> I mean what it means to be a user GRP?
[19:57] <Saileshpat> ସମସ୍ତେ ଏଇଟା ଦେଖିଲେ ମତ ଦେବେ । CIS ଏହିପାଳିକ କାର୍ମଶାଳା ଓ ଗଣସମ୍ପଦନା ପ୍ରକଳ୍ପ ଗୁଡିକ ନିଜେ କରିବନି ଇଉଜର ଗୃପକୁ ସହାୟତା କରିବା ବର୍ଷର workplan ତିଆରି କରିବାରେ ଓ ସେଇଗୁଡ଼ିକ କରିବାରେ ମଧ୍ୟ
[19:57] <Saileshpat> Gyana ଭାଇ ଟିକେ ବୁଝେଇଦେବେ ?
[19:58] <jsahu> Bhala katha
[19:58] <jsahu> Bhala katha
[19:58] <Saileshpat> 1. Capacity Building (training community leaders) 2. Supporting Usergroup (Documentation and preparing their workplan for this year) 3. Community engagement grants. (Support community members with small grants to do events and programs) 4. Institutional Partnerships (Continue the collaboration with past institutions)
[19:58] <subhashish> କଣ କଣ ସବୁ ଆଲୋଚନା ହେଲାଣି? କେହିଜଣେ ଏବେ ଯାଏ ହେଇଥିବା ଚାଟ କପି କରି ଉଇକିରେ ଅପଡେଟ କରିଦେବ?
[19:58] <Saileshpat> ସମସ୍ତେ ଏଇଟା ଦେଖିଲେ ମତ ଦେବେ । CIS ଏହିପାଳିକ କାର୍ମଶାଳା ଓ ଗଣସମ୍ପଦନା ପ୍ରକଳ୍ପ ଗୁଡିକ ନିଜେ କରିବନି ଇଉଜର ଗୃପକୁ ସହାୟତା କରିବା ବର୍ଷର workplan ତିଆରି କରିବାରେ ଓ ସେଇଗୁଡ଼ିକ କରିବାରେ ମଧ୍ୟ
[19:58] <jsahu> User group kahile ame nije Wikimedia dg foundation ra gote affiliate
[19:58] <Saileshpat> ଏବେ କପି ପେଷ୍ଟ କରିଲି।
[19:59] <Nihar> Okk
[19:59] <jsahu> Ethar CIS kichhi targeted goal rakhibani?
[20:00] <subhashish> @saileshpat link
[20:00] <Saileshpat> ନା !
[20:00] <jsahu> Achha
[20:01] <Saileshpat> ଶୁଭ ଭାଇ ମୁଁ ମେଟାରେ ଲେଖିନି ଆଜି ଏଇଟା ସାରିଲା ପରେ ଲେଖିବି ।
[20:01] <jsahu> Workplan simple re bujhibaku gale gote collaboration of knowledge and resource sharing rahiba. Direct involvement rahibani
[20:01] <Saileshpat> କିଛି ଟାର୍ଗେଟ ରହିବନି କି ହେଇଥିବା କାମରୁ ମେଟ୍ରିକ୍ସରେ ମଧ୍ୟ କିଛି ବ୍ୟବହାର ହେବନି ।
[20:02] <Sthitaprajna> Acha
[20:02] <Saileshpat> ହଁ ଜ୍ଞାନ ଭାଇ ଗୋଟେ ପ୍ରକାରର soft exit, ଇଉଜର ଗୃପକୁ stand alone affilaite କରିବାରେ ।
[20:02] <Saileshpat> *affiliate
[20:03] <Saileshpat> CIS ଗ୍ରାଣ୍ଟ ରଖିବ କମ୍ଯୁନିଟି ପାଇଁ ଆଉ ମୁଁ ମଧ୍ୟ ବାକି ଉଇକିଆଳିଙ୍କୁ ସହାୟତା କରିବି ତ ମୋ position ମଧ୍ୟ ରହିବ ।
[20:04] <subhashish> ଆଜି ମିଟିଂର ଲଗ ଯେ ନେଉଛନ୍ତି ସେ ଏଠି ଟିକେ ଅପଡେଟ କରିଦେବେ: https://or.wikipedia.org/s/19zz cc Saileshpat
[20:04] <Saileshpat> ବାକି କିଛି ମତ କି ଆମେ ଆଉ କଣ କରିଲେ ଭଲ ହେବ ଜଣାନ୍ତୁ ।  :)
[20:05] <subhashish> ଆଗ ଭଳି ସରକାର ଓ ବାକି ସଂଗଠନ ସଙ୍ଗେ ମିଳିତ କାମରେ ତମର ଆଗଭଳି ଯୋଗଦାନ ରହିବ ଶୈଳେଶ?
[20:07] <Saileshpat> ହଁ , ମୁଁ ଯେମିତି କାମ କରୁଥିଲି ସେମିତି କରିବି ହେଲେ ଏବେ ଇଉଜର ଗୃପର ମଧ୍ୟ documentation ହେରିକାରେ ସହାୟତା କରିବି ଆଉ ମୂଳତଃ ସବୁ ପ୍ରକଳ୍ପ ଗୁଡିକ ଏବେ community-driven ହେବ
[20:07] <subhashish> ମୁଁ ଅଫଲାଇନ ନା ବାକିସବୁ ନୀରବ?
[20:08] <Saileshpat> ଆପଣମାନେ ଯେଉଁ ପ୍ରକଳ୍ପରେ ମୋ ସହାୟତା ଲୋଡିବେ ।
[20:08] <Saileshpat> ହାହା ମତେ ମଧ୍ୟ ସେଇୟା ଲାଗୁଥିଲା ।
[20:08] <Gapu> ନାଇଁ ମୁଁ ଅଛି ।
[20:08] <Saileshpat> ଗପୁ ଭାଇଙ୍କ ପ୍ରଥମ IRC ଆଜି ।
[20:09] <subhashish> ଆଗ ଭଳି ସବୁଥିରେ ଲୋଡ଼ା । :)
[20:09] <Gapu> ଓଡ଼ିଆ ଉଇକିପଡ଼ିଆ ପାଇଁ ପ୍ରଥମ । ହେଲେ CISର ୨ଟାରେ ଆଗରୁ ଯୋଗଦେଇଥିଲି ।
[20:09] <Radha> Mu kichi kari paribi ki
[20:10] <Saileshpat> ନିଶ୍ଚୟ, କୁହନ୍ତୁ ।
[20:10] <subhashish> ଦିଲ୍ଲୀରେ ଉଇକିପାଠାଗାର ବଢ଼େଇବା ପାଇଁ ଆପଣ ଆଉ ପଙ୍କଜମାଳା ଅପାଙ୍କ ସାହାଯ୍ୟ ଲୋଡ଼ା ।
[20:10] <jsahu> Aga bhali tahele sabu heba
[20:10] <subhashish> ଉଇକିପାଠାଗାର କମୁନିଟି
[20:10] <Saileshpat> ଦିଲ୍ଲୀରେ ଏବେ ରବି ବାବୁ ମଧ୍ୟ ଲେଖୁଛନ୍ତି ।
[20:10] <Saileshpat> ଆପଣ ଜାଣିଛନ୍ତି ତାଙ୍କୁ ?
[20:11] <Radha> Nischay
[20:11] <Gapu> Aliva Didinkara aji Wikipathagarare 100wikidays sariba au kali mora sariba..
[20:12] <Saileshpat> ଏଇଟା ବଧେ ଆମର ସବୁଠୁ ଜଲ୍ଦି ସରୁଥିବା IRC ହେବ ।  ;)
[20:12] <Gapu> Wikipathagarare adhika loka jodile bhal haba..
[20:12] <Nihar_> Nice Gapu vai
[20:12] <Saileshpat> samaste kichi prasna pacharantu :P
[20:12] <Radha> Apana mane kuhantu ame kaun kari paribu. Ame ready achu
[20:12] <Gapu> lokamane ekathare padhiba saha proof reading heipariba..
[20:13] <Saileshpat> Wikisourceକୁ ଆମେ ରଖିବା ଏହିପାଳିକ ।
[20:13] <Gapu> Han..
[20:13] <Saileshpat> ଚିନୁ ଦିଦି କିଛି କହିବ ଉଇକିପାଠାଗାର ବିଷୟରେ ?
[20:13] <subhashish> ଶୈଳେଶ, ଯଦି ଆଉ କାହାରି କିଛି ନିର୍ଦ୍ଦିଷ୍ଟ ପ୍ରଶ୍ନ ନ ଥାଏ ଆମେ ଓଡ଼ିଆ ଉଇକିପିଡ଼ିଆର ୧୬ ତମ ଜନ୍ମତିଥି ପାଳନ ବାବଦରେ ଆଲୋଚନା କଲେ ଭଲହୁଅନ୍ତା । ନହେଲେ ଗତ ଥର ଭଳି ହାତ ଅଳସେ ନିଶ ବଙ୍କା ହେବ ।
[20:14] <Saileshpat> ପ୍ରାୟତ ସମସ୍ତେ ଉଇକିପାଠାଗାର ବିଷୟରେ ଲେଖିଛନ୍ତି ସର୍ଭେ ରେ ।
[20:14] <Gapu> Samaste jadi dinaku 30 minutes wikipathagara pain debe tahele bahuta bhala huanta..
[20:14] <subhashish> (ଚିନୁର ପ୍ରଶ୍ନ ପରେ)
[20:15] <Saileshpat> ହଁ ଯଦି ସିଆଇଏସ workplan ବିଷୟରେ କାହାର କିଛି ପ୍ରଶ୍ନ ନହିଁ ତାହାଲେ ଆମେ ଆଗକୁ ବଢିବା ।
[20:15] <Gapu> Mora nahi..
[20:16] <Saileshpat> ଜ୍ଞାନ ଭାଇ ଆଉ ଶୁଭ ଭାଇ ?
[20:17] <subhashish> ଶୈଳେଶ, ଆମେ ଗୋଟେ କୁଇକ ସର୍ଭେ କରିପାରିବା କିଏ କଣ କଣ ଚାହାନ୍ତି ଏ ଇଭେଣ୍ଟରୁ? ସହଜ, ସରଳ ପ୍ରଶ୍ନସବୁ ।
[20:17] <jsahu> Ebe pain nahi but gote window rakhathao khola
[20:17] <subhashish> ତା'ରି ଅନୁସାରେ ଜୁନ ୩ର ନିର୍ଘଣ୍ଟ ଡିଜାଇନ କରିବାକୁ ସୁବିଧା ହେବ ।
[20:18] <Saileshpat> ଠିକ ଅଛି ଶୁଭ ଭାଇ ।
[20:19] <Saileshpat> ଇଉଜର ଗୃପ ଆଉ ଜନ୍ମଦିନ ବିଷୟରେ ଟିକେ ଆଲୋଚନା କରିବା ।
[20:19] <subhashish> କାଲି ଆମେ ଯେଉଁମାନେ ଭୁବନେଶ୍ୱରରେ ଅଛେ ଏକାଠି ବସି ଟିକେ ପ୍ରାଥମିକ ଆଲୋଚନା କରିପାରିବା?
[20:20] <Saileshpat> ହଁ ନିଶ୍ଚୟ ।
[20:21] <subhashish> ଯେହେତୁ ସଫ୍ଟ ଏକଜିଟ ବଳବତ୍ତର ହେଇନି ତମେ ଜାଗା ଆଉ ସମୟ ସ୍ଥିର କରି ଜଣେଇଦିଅ ।
[20:22] <Saileshpat> ହାହା!
[20:22] <Saileshpat> ଆପଣଙ୍କ ସୁବିଧା ହିସାବରେ ଚା ବାର ନହେଲେ ସିସିଡି।
[20:23] <Saileshpat> ଅନ୍ୟମାନେ ଆଜି ଚୁପ କାହିଁକି ? :D
[20:23] <Saileshpat> ପ୍ରତୀକ ଚୁପ ରହିବା ପିଲା ନୁହଁ ।
[20:24] <subhashish> ଯେଉଁଠି ହେଲେ ବି ଚଳିବ ।
[20:24] <Gapu> ଲାଗୁଚି ପ୍ରତୀକ ଲଗ୍ଇନ୍ କରିକି ଆଉ କୌଣସି କାମରେ ବ୍ୟସ୍ତ ହେଇଯାଇଛି ।
[20:24] <subhashish> ହା ହା
[20:26] <Saileshpat> ହାହା
[20:26] <Saileshpat> ମତେ ମଧ୍ୟ ସେଇଆ ଲାଗୁଛି ।
[20:27] <Saileshpat> ପଛରେ ଆସିଥିବା ଲୋକ କି ଅନ୍ୟ କେହି କିଛି କହିବେ କି ?
[20:28] <Cool> କଣ ସବୁ ଆଲୋଚନା ହେଇଛି ସମରୀ କେହି ଜଣେ ଜଣେଇବେ କି
[20:28] <Saileshpat> କୁଲ ଭାଇ ଜଣଙ୍କ କିଏ :D
[20:29] <Cool> ହାହା
[20:29] <Saileshpat> ଆଲୋଚନା ସାରିବା ଉପରେ, ଆପଣ ଭାଗ ନେଲେ ପୁଣି ହେବ ।
[20:29] <Cool> ହଉ ତାହାଲେ
[20:30] <Cool> ଆଉ ବାଘ ପ୍ରକଳ୍ପ କଥା କେତେ ବାଟ ଗଲା
[20:30] <Saileshpat> CIS work plan ଆଉ ଇଉଜର ଗୃପର କିଛି ପ୍ରକଳ୍ପ ଆଉ ଉଇକିପିଡିଆର ଜନ୍ମଦିନ ବିଷୟରେ ଆଲୋଚନା ହେଲା ।
[20:30] <Saileshpat> ରବିକୁ ଡାକୁଛି ବୁଝେଇବ ।
[20:30] <Cool> ଜନ୍ମଦିନ କେବେ ପାଳନ ହେଉଛି
[20:31] <Cool> ରବିଶଙ୍କର ?
[20:31] <Saileshpat> ଜୁନ 3ରେ
[20:31] <Saileshpat> ଆଜ୍ଞା
[20:31] <Cool> କେଉଁଠି ପାଳନ କରାଯିବ
[20:32] <Saileshpat> ଏବେ ଯାଏଁ କିଛି ଯୋଜନା ହେଇନି ହେଲେ କାଲି ଆମେ ଭେଟୁଛୁ ଭୁବନେଶ୍ବରରେ କିଛି ଯୋଜନା କରିବୁ ।
[20:32] <Cool> ଆଛା
[20:33] <Cool> ରବି ବାବୁ କଣ ଓଡିଶା ଆସୁଛନ୍ତି ?
[20:33] <Saileshpat> ବାକି ଏଇଟା CIS workplan pai 1. Capacity Building (training community leaders) 2. Supporting Usergroup (Documentation and preparing their workplan for this year) 3. Community engagement grants. (Support community members with small grants to do events and programs) 4. Institutional Partnerships (Continue the collaboration with past institutions)
[20:33] <Saileshpat> ଶିଖେଇଦେବା ;)
[20:34] <Saileshpat> ମୁଁ ଆଜି କି କଲି ଭିତରେ ମେଟାରେ ଲେଖି ସମସ୍ତଙ୍କ ସହ share କରିବି ।
[20:34] <Cool> FLA survey ଟା କଣ ପାଇଁ ଥିଲା ଆଲୋଚନା ସଭାରୁ ବୁଝା ପଡ଼ିଲାନି
[20:35] <Cool> ଟିକେ ବୁଝେଇଦେବ କି
[20:35] <Cool> ସମୟ ଅଛି ଯଦି
[20:35] <Cool> କଣ ଶିଖେଇବ
[20:36] <Saileshpat> ଆଗାମୀ workplan ପାଇଁ ଆମେ ସେହି ସର୍ଭେଟା କରିଥିଲୁ ।
[20:37] <Saileshpat> ଯେହେତୁ ଏବେ ଓଡ଼ିଆ କମ୍ଯୁନିଟି ଗୋଟେ ଇଉଜର ଗୃପ ହେଇସାରିଲାଣି
[20:37] <Cool> ଆଛା
[20:38] <Saileshpat> ଆମେ ଇଉଜର ଗୃପକୁ ଗୋଟେ stand alone ଇଉଜର ଗୃପ କରିବାକୁ ଚାହୁଞ୍ଚୁ ।
[20:38] <Cool> ସଭା ସରିଲା କି
[20:38] <Cool> Stand alone ବୋଇଲେ ?
[20:38] <Saileshpat> ସାରିବା ଉପରେ :D
[20:40] <Saileshpat> ସିଧା କଥାରେ ଯେମିତି ଇଉଜର ଗୃପ ନିଜେ ସବୁ କାମ କରିବ ।
[20:41] <Saileshpat> ଆଉ ଆମ କମ୍ଯୁନିଟି ଏବେ ବହୁତ mature କମ୍ଯୁନିଟି ।
[20:43] <Saileshpat> ଅନ୍ୟ କାହାର କିଛି ପ୍ରଶ୍ନ ଅଛି ନା ଆମେ ଏଠି ସାରିବା ?
[20:43] <Saileshpat> :)
[20:44] <pattaprateek> ଏହେ ଖେଳ ସରିଗଲାଣି ଏଥି ମଧ୍ୟରେ
[20:44] <Saileshpat> ତମେ ଶୋଇଥିଲ?
[20:44] <Saileshpat> :P
[20:44] <pattaprateek> ମୁଁ ଏଠି ଲଗିନ କରି ୨୦ ମିନିଟ ଜଗିଲି ଏତେ କିଛି କଥା ନ ହେଇଥିବା ଦେଖି ୟୁଟିଉବୁକୁ ପଳେଇଲି
[20:45] <pattaprateek> ସେଇଟା ତ ଗୋଟେ ଟାଇମକିଲର ଆଉ
[20:45] <Saileshpat> ହାହା !
[20:45] <Saileshpat> ସମସ୍ତେ ଯୋଗଦେଇଥିବାରୁ ଧନ୍ୟବାଦ ।
[20:46] <Saileshpat> ମୁଁ ମେଟାରେ ଲେଖି ସାରିଲା ପରେ ପଠେଇବି workplanଟା ଆଉ ଲଗ ମେଲ କରିଦେବି ।