ରାନୁ ମିଶ୍ର

ଉଇକିପିଡ଼ିଆ‌ରୁ
ରାନୁ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନଓଡ଼ିଶା
ବୃତ୍ତିପ୍ରଶାସକ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ

ରାନୁ ମିଶ୍ର ଜଣେ ଭାରତୀୟ ଜନସେବା ଅଧିକାରୀ ଓ ସେ ଓଡ଼ିଶାର ପ୍ରଥମ ମହିଳା କମିଶନର ଥିଲେ ।[୧] ସେ ଓଡ଼ିଶାର ରାଜ୍ୟ ମହିଳା ଆୟୋଗରେ ୧୯୯୩ ଜାନୁଆରୀ ୧୪ରୁ ୧୯୯୬ ନଭେମ୍ବର ୨୨ ପର୍ଯ୍ୟନ୍ତ ଅଧ୍ୟକ୍ଷ୍ୟ ଥିଲେ ।[୨]

ଆଧାର[ସମ୍ପାଦନା]

  1. "First Women and First Person of Orissa". orissaspider.com. Archived from the original on 2020-02-17. Retrieved 2023-09-18.
  2. "Predecessors". ରାଜ୍ୟ ମହିଳା ଆୟୋଗ, ଓଡ଼ିଶା. Archived from the original on 2023-09-18. Retrieved 2023-09-18.