ଫେରିଆ ମୋ ସୁନା ଭଉଣୀ

ଉଇକିପିଡ଼ିଆ‌ରୁ
ଫେରିଆ ମୋ ସୁନା ଭଉଣୀ
ନିର୍ଦ୍ଦେଶକରଣଜିତ ମହାନ୍ତି
ପ୍ରଯୋଜକହରି ବିଶ୍ୱାଳ
ସଂଳାପରଣଜିତ ମହାନ୍ତି
ଚିତ୍ରନାଟ୍ୟରଣଜିତ ମହାନ୍ତି
କାହାଣୀହରି ବିଶ୍ୱାଳ
କଳାକାରମିହିର ଦାସ, ଜୀନା ସାମଲ, ଉଷାସି ମିଶ୍ର, ବବି ମିଶ୍ର, ଦେବୁ ବୋଷ, ଅଶ୍ରୁମୋଚନ, ରୁନୁ ପରିଜା, ମୀନ‌କେତନ
ସଙ୍ଗୀତଦେବବ୍ରତ ମିଶ୍ର
ଚିତ୍ରଗ୍ରହଣସତ୍ୟ ପଟ୍ଟନାୟକ
ସମ୍ପାଦକଜେ. ରଙ୍ଗନାଥନ୍
ମୁକ୍ତିଲାଭ ତାରିଖ
୨୦୦୭
ଦେଶ ଭାରତ
ଭାଷାଓଡ଼ିଆ

ଫେରିଆ ମୋ ସୁନା ଭଉଣୀ, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ହରି ବିଶ୍ୱାଳ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ରଣଜିତ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨][୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜିନା ସାମଲ ।[୨] ଜିନା ଏହି କଥାଚିତ୍ର ଜରିଆରେ ପ୍ରଥମ ଥର ପାଇଁ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ । ମିହିର ଦାସ, ଉଷାସି ମିଶ୍ର, ବବି ମିଶ୍ର, ଦେବୁ ବୋଷ, ଅଶ୍ରୁମୋଚନ ମହାନ୍ତି, ଜୟପ୍ରକାଶ ଦାସ, ଶେଖର ଦତ୍ତ, ପ୍ରଦୀପ ତ୍ରିପାଠୀ, ବ୍ରଜ ସିଂହ, ରୁନୁ ପରିଜା, ହରିହର ମହାପାତ୍ର, ଶ୍ୱେତା ଆଚାର୍ଯ୍ୟ, ମୀନ‌କେତନ ଦାସ, ଉପାସନା, ହରି ପଟ୍ଟନାୟକ, ଅପରାଜିତା ମହାନ୍ତି, ଜୟୀରାମ ସାମଲ, ଗୀତାଞ୍ଜଳୀ କର, ରୁବି, ଲିପ୍ସା, ଅଳକା, ହରିପ୍ରସାଦ ବିଶ୍ୱାଳ, ନିର୍ମଳା ପଟ୍ଟନାୟକ, ଲାଲା ବିରେନ, ବସନ୍ତ ସାମଲ, ଦେବାନନ୍ଦ ପାଠୀ, ଅମୂଲ୍ୟ ପାଲ, କୈଳାଶ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦେବବ୍ରତ ମିଶ୍ର । ନିଜାମ୍ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ବିଭୁ କିଶୋର, ଶକ୍ତି ମିଶ୍ର, ପମି, ଶୈଳଭାମା, ଶ୍ରୀନିବାସ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଚମକୁଚ କାହିଁକି ଏତେ" 
2."ଚୁଡ଼ି ବାଲାରେ" 
3."ଏକା କରି ମତେ" 
4."ଯୋଡ଼ି ମହୁରୀ ସାଥେ ବାଜା" 
5."ମୋ ଆଖି ତାରା ତୁ" 
6."ମୋ ଆଖି ତାରା ତୁ (ଦୁଃଖ)" 
7."ଫେରିଆ ମୋ ସୁନା ଭଉଣୀ" 
8."ରଙ୍ଗିଲା ରଙ୍ଗିଲା ଟୋପିବାଲା" 

ପୁରସ୍କାର[ସମ୍ପାଦନା]

ଏହି ଚଳଚ୍ଚିତ୍ର ପାଇଁ ଜିନା ସାମଲଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[୨][୪]

ଆଧାର[ସମ୍ପାଦନା]

  1. "ଏଲିନା ଓ ଜିନା ଏକାଠି". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
  2. ୨.୦ ୨.୧ ୨.୨ ୨.୩ "ଓଲିଉଡର ଚର୍ଚ୍ଚିତ ଭାଇ-ଭଉଣୀ, ଯେଉଁମାନେ ପରଦାରେ ଜନପ୍ରିୟ | Sambad". Sambad. 25 August 2018. Archived from the original on 28 August 2018. Retrieved 27 August 2018.
  3. "ଏବର୍ଷ ଏହି ନାୟକଙ୍କ ସହ ଏକାଧିକ ଫିଲ୍ମରେ ନଜର ଆସିବେ ରୀୟା". ସମ୍ବାଦ. ଭୁବନେଶ୍ୱର: sambad.in. 31 January 2021. Archived from the original on 24 October 2022. Retrieved 24 October 2022.
  4. ୪.୦ ୪.୧ "ରୂପେଲୀ ପରଦାରେ ରାକ୍ଷୀ - SamajaLive.in". SamajaLive.in. 25 August 2018. Archived from the original on 28 August 2018. Retrieved 27 August 2018.
  5. "ଏଲିନା ଓ ଜିନା ଏକାଠି". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
  6. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  7. "Odisha's actress Usasi Mishra tests COVID-19 Positive". KalingaTV (in English). 6 October 2021. Archived from the original on 20 November 2021. Retrieved 20 November 2021.{{cite news}}: CS1 maint: unrecognized language (link)
  8. "ରୂପେଲି ପରଦାକୁ କେବେ ଆଉ କେମିତି ଆସିଲା ରାକ୍ଷୀ: ପଢନ୍ତୁ ଏଇ କାହାଣୀ | News7". www.prameyanews7.com. Archived from the original on 30 September 2020. Retrieved 27 August 2018.

ବାହାର ଆଧାର[ସମ୍ପାଦନା]