ଲଭ୍ ଡଟ୍ କମ୍

ଉଇକିପିଡ଼ିଆ‌ରୁ
ଲଭ୍ ଡଟ୍ କମ୍
ନିର୍ଦ୍ଦେଶକରାହତ୍ କୁଦ୍ଦୁଶୀ, ତାପସ ଜେନା
ପ୍ରଯୋଜକରାହତ୍ କୁଦ୍ଦୁଶୀ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟରାହତ୍ କୁଦ୍ଦୁଶୀ
କାହାଣୀରାହତ୍ କୁଦ୍ଦୁଶୀ
କଳାକାରସବ୍ୟସାଚୀ ମିଶ୍ର, ମେଘା ଘୋଷ, ବିଜୟ ମହାନ୍ତି, ତନ୍ଦ୍ରା ରାୟ, କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତି, ହରିହର ମାହାପତ୍ର
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଦିଗ୍‌ବିଜୟ ସିଂହ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୧ ସେପ୍ଟେମ୍ବର ୨୦୦୯
ଦେଶ ଭାରତ
ଭାଷାଓଡ଼ିଆ

ଲଭ୍ ଡଟ୍ କମ୍, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ରଜ‌ନୀ ରଞ୍ଜନ ।[୧] ରାହତ୍ କୁଦ୍ଦୁଶୀ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ରାହତ୍ କୁଦ୍ଦୁଶୀ ଏବଂ ତାପସ ଜେନା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ମେଘା ଘୋଷ । ବିଜୟ ମହାନ୍ତି, ତନ୍ଦ୍ରା ରାୟ, କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତି, ହରିହର ମହାପାତ୍ର, ପୁପିନ୍ଦର ସିଂହ[୨], ରତନ ମେହେର, ଦେବୁ ବୋଷ, ମିହିର ଦାସ, ସୁସ୍ମିତା ଦୀପାଲି, ବାଦଲ ମହାନ୍ତି, ପ୍ରଫୁଲ୍ଲ ପଣ୍ଡା, କେ କେ ରାକେଶ, ସମ୍ଭାବନା ସେଠ୍ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦରଜନୀ ରଞ୍ଜନ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ଶ୍ରୀଚରଣ ମହାନ୍ତି, ଦୀପ୍ତିରେଖା ପାଢ଼ୀ, ବାପି ଲହରୀ, ତପୁ ମିଶ୍ର, ରାଜ୍ ନ‌ଗେନ୍ଦ୍ର, ପମି, ମାନସ ପ୍ରୀତମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିସମୟ
1."ସବୁ ପାପର ପ୍ରାୟଶ୍ଚିତ ଥାଏ"ରଜନୀ ରଞ୍ଜନ[୧] 
2."ଓଠ ହେଲାଣି"  
3."ମୁଁ ଯାଇଥିଲି ଖଣ୍ଡଗିରି"  
4."ଲଭ୍ ଡଟ୍ କମ୍"  
5."କୋଉ ସ‌ହରରୁ ଆସିଚ"  
6."ଯୋଉଦିନ ଦୁହିଁଙ୍କର"  
7."ଏଇ ପୃଥିବୀରୁ"  
8."ବର୍ଷା ହବ ଛତା ନାହିଁ"  
9."ଆ ପ୍ରିୟା ଥରେ"  

ଆଧାର[ସମ୍ପାଦନା]

  1. ୧.୦ ୧.୧ "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
  2. "ଏ ବର୍ଷ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ପୁପିନ୍ଦର, ଜାଣନ୍ତୁ କାହିଁକି?". sambad.in. 23 December 2017. Retrieved 10 April 2018.
  3. "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
  4. ଓଝା, ଶିବଶଙ୍କର (28 November 2021). "ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି ଓଲିଉଡ ସୁନ୍ଦରୀ | Sambad". ସମ୍ବାଦ. sambad.in. Archived from the original on 30 May 2022. Retrieved 30 May 2022.
  5. "ଏହି ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ ଥରଟିଏ କାମ କରିଛନ୍ତି ମେଘା". ସମ୍ବାଦ. ଭୁବନେଶ୍ୱର: sambad.in. 8 October 2022. Archived from the original on 12 October 2022. Retrieved 12 October 2022.
  6. "ଏ ବର୍ଷ ଫେରିବେ ଏହି ଓଲିଉଡ ନାୟକ !". sambad.in. 5 March 2018. Retrieved 10 April 2018.

ବାହାର ଆଧାର[ସମ୍ପାଦନା]