ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୨୧

ଉଇକିପିଡ଼ିଆ‌ରୁ

ଏ ବର୍ଷ ଉଇକିମାନିଆରେ ଭାଗ ନେଉଥିବା ଓଡ଼ିଆ ଉଇକିଆଳି[ସମ୍ପାଦନା]

ଏ ବର୍ଷ ଅଗଷ୍ଟ ୧୧-୧୩ ତାରିଖ ଭିତରେ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ପ୍ରକଳ୍ପମାନଙ୍କର ବାର୍ଷିକ ସମ୍ମିଳନୀ ଉଇକିମାନିଆ କାନାଡ଼ାର ମଣ୍ଟ୍ରିଲଠାରେ ଅନୁଷ୍ଠିତ ହେବ । ତେବେ ଗତ ବର୍ଷମାନଙ୍କରେ ଆମେ ସେତେ ବେଶୀ ବ୍ୟବସ୍ଥିତ ହୋଇ ଯୋଜନା କରିପାରିନଥିବାରୁ ଉଇକିମାନିଆରୁ ଓଡ଼ିଆ ଉଇକିମିଡ଼ିଆ ପ୍ରକଳ୍ପମାନଙ୍କୁ ଆଶାନୁରୂପ ଫଳ ମିଳିପାରିନାହିଁ । ତେବେ ଏବେ ହାତରେ ସମୟ ଅଛି କିଛି ଆଲୋଚନା କରିବା ପାଇଁ । ଅନୁରୋଧ ସଭିଏଁ ଏ ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ଉଇକିଆଳିଙ୍କଠାରୁ କଣ କଣ ଆଶା କରନ୍ତି ଅଳ୍ପରେ ହେଉ ପଛେ ଉଲ୍ଲେଖ କରିବେ । ଆଉ ଏଥିରେ ଭାଗ ନେଉଥିବା ଉଇକିଆଳିଏ ଉଇକିମାନିଆରେ ଅଂଶଗ୍ରହଣ କରି ଫେରିଲା ପରେ ଯଦି ସେ କାମ ଭିତରୁ କେତେ ସଫଳ ହେଲା ତାହା ଉଲ୍ଲେଖ କରନ୍ତି ସଭିଏଁ ସେ ବାବଦରେ ଜାଣିପାରିବେ । ଯେହେତୁ ଏହା ଏକ ବଡ଼ ସମ୍ମିଳନୀ ଏଥିରେ ଆପଣମାନେ ଲେଖୁଥିବା କାମର ତାଲିକା ବାହାରେ ମଧ୍ୟ ଆଉ କିଛି କାମରେ ସଫଳତା ମିଳିପାରେ । ତେଣୁ ସେସବୁ ବି ନଥିଭୁକ୍ତ ହେବା ଜରୁରୀ । ମୁଁ ନିଜେ ମଧ୍ୟ ମୋତେ ଯେଉଁସବୁ ବିଷୟରେ କିଛି ଅଗ୍ରଗତି ହେବା ଜରୁରୀ ବୋଲି ଭାବୁଛି ତାହା ତଳେ ଲେଖୁଛି ।

ଉଇକିମାନିଆରେ ଅଂଶଗ୍ରହଣ କରୁଥିବା ଉଇକିଆଳିଙ୍କଠୁ ଆଶା[ସମ୍ପାଦନା]

ଟେକନିକାଲ[ସମ୍ପାଦନା]

  • ଓଡ଼ିଆ ଉଇକିମିଡ଼ିଆ ସଂଘର ଏକ ବଡ଼ ଭାଗ ମୋବାଇଲରେ ସମ୍ପାଦନା କରନ୍ତି କିନ୍ତୁ ମୋବାଇଲରେ ସମ୍ପାଦନା କରିବାଠୁ କଠିଣ କାମ ଆଉ କିଛି ନାହିଁ । ଉଇକିମିଡ଼ିଆ ଫାଉଣ୍ଡେସନ ଇଞ୍ଜିନିୟରଙ୍କ ପାଖରେ ଏ ବାବଦରେ କଡ଼ା ଅଭିଯୋଗ ଓ ପାରିଲେ ୨ ବର୍ଷରୁ ଅଧିକ କାଳ ଭୋଗୁଥିବା ଏ ଅସୁବିଧାର କିଛି ସମାଧାନ ।--ସୁଭାସିସ ପାଣିଘରି (ଆଳାପ) ୦୯:୦୨, ୧୨ ଅପ୍ରେଲ ୨୦୧୭ (IST)[reply]

ଅନୁଦାନ[ସମ୍ପାଦନା]

  • ଆମେ ଉଇକିପାଠାଗାର ପାଇଁ ଆବଶ୍ୟକୀୟ ପାଣ୍ଠି ସଭାର ପାଖାପାଖି ୫ ମାସ ଆଗରୁ ମାଗିଥିଲୁ । ରାପିଡ଼ ଗ୍ରାଣ୍ଟରେ ୬ ସପ୍ତାହରେ ପାଣ୍ଠି ଆସିବା କଥା । ଗ୍ରାଣ୍ଟ୍ସ ଅଫିସରଙ୍କ ସଙ୍ଗେ ଏ ଭଳି ବିଳମ୍ବ ବାବଦରେ ଆଲୋଚନା କରି କିପରି ଆଗକୁ ଠିକ ସମୟରେ ପାଣ୍ଠି ମିଳିପାରିବ ସେ ବାବଦରେ କିଛି ସମାଧାନ ।--ସୁଭାସିସ ପାଣିଘରି (ଆଳାପ) ୦୯:୦୨, ୧୨ ଅପ୍ରେଲ ୨୦୧୭ (IST)[reply]

ଅନ୍ୟାନ୍ୟ[ସମ୍ପାଦନା]

ଉଇକିପାଠାଗାରରେ କିଛି ଅଗ୍ରିମ/ନୂଆ କାମ ଯଦି ଅନ୍ୟ ଭାଷାଭାଷୀ ମାନେ କରୁଛନ୍ତି ଯାହା କି ଆମର କାମରେ ଆସିପାରିବ ।--Pmsarangi (ମୋ ଆଲୋଚନା) ୧୬:୫୯, ୮ ଅଗଷ୍ଟ ୨୦୧୭ (IST)[reply]

@Pmsarangi:, ନିହାତି ଭାବେ । ଅନ୍ୟ ସମସ୍ତେ ମଧ୍ୟ ଧ୍ୟାନ ଦେବେ । ଆମେ କେଉଁ କେଉଁ କାର୍ଯ୍ୟକ୍ରମରେ ଭାଗ ନେଉଛୁ ସେ ବାବଦରେ ଆପଣ ସିଧା ଏଠାରୁ ବି ଦେଖିପାରିବେ । ଭାଗ ନେବା ପରେ ସେ କାର୍ଯ୍ୟକ୍ରମରୁ ଆମ ପାଇଁ କେଉଁ କେଉଁ ଜିନିଷ କାମରେ ଲାଗିବ ତାହା ଆମେମାନେ ଆପଣ ସଭିଙ୍କୁ ଜଣାଇବୁ ।--ସୁଭାସିସ ପାଣିଘରି (ଆଳାପ) ୧୭:୦୨, ୯ ଅଗଷ୍ଟ ୨୦୧୭ (IST)[reply]

ଓଡ଼ିଆ ଉଇକି (@odiawiki) ପାଇଁ ଟୁଇଟରରେ ଭେରିଫାଏଡ଼ ଆକାଉଣ୍ଟ ଆବେଦନ ଡ୍ରାଫ୍ଟ[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆ ଓ ଅନ୍ୟାନ୍ୟ ଓଡ଼ିଆ ଉଇକିମିଡ଼ିଆ ପ୍ରକଳ୍ପ ବାବଦରେ ଟୁଇଟରରେ ପ୍ରଚାର ପ୍ରସାର ପାଇଁ @odiawiki ନାମରେ ହ୍ୟାଣ୍ଡଲଟିଏ ଆମେମାନେ ୨୦୧୧ରୁ ଚଳାଇଆସୁଛୁ । ଏବେ ଏଥିରେ ୪୩୨୦ ଜଣ ଫଲୋଅର ଆଉ ଏହା ଟୁଇଟରରେ ଅଧିକସଂଖ୍ୟକ ଫଲୋଅର ଥିବା ଅନ୍ୟତମ ଏକ ହ୍ୟାଣ୍ଡଲ । ଏବେ ଏହାକୁ ଟୁଇଟରରେ ଓଡ଼ିଆ ଓ ଓଡ଼ିଶା ବାବଦରେ ଟୁଇଟ କରୁଥିବା ବାକିମାନଙ୍କଠୁ ନିଆରା କରିବା ପାଇଁ ଭେରିଫାଏଡ଼ ଆକାଉଣ୍ଟ କରିବା ବେଳ ଆସିଛି । ଏଥିରେ କଣ କଣ ରହିବ ତାହାର ଏକ ଆବେଦନ ଡ୍ରାଫ୍ଟ ଏହି ଲିଙ୍କରେ ଦେଖିପାରିବେ । ଲିଙ୍କଟି ସଭିଙ୍କ ପାଇଁ ଖୋଲା । ତେବେ ସଭିଏଁ କେବଳ ପରାମର୍ଶ ଦେଇପାରିବେ । ସଭିଙ୍କ ପରାମର୍ଶକୁ ଭିତ୍ତି କରି ଶେଷରେ ଏକ ଚୁଡ଼ାନ୍ତ ଡ୍ରାଫ୍ଟ ତିଆରି କରାଯିବ ଓ ତାହାକୁ ଟୁଇଟରରେ ଆବେଦନ ପାଇଁ ବ୍ୟବହାର କରାଯିବ । ପରାମର୍ଶ ଦେବାର ଶେଷ ତାରିଖ ଏହି ରବିବାର (ମଇ ୭ ତାରିଖ) ।--ସୁଭାସିସ ପାଣିଘରି (ଆଳାପ) ୧୧:୫୩, ୨ ମଇ ୨୦୧୭ (IST)[reply]

ଆବେଦନ ସରିଲା । ଯେଉଁମାନେ ଟୁଇଟର ହ୍ୟାଣ୍ଡଲଟିର ପରିଚାଳନା କରୁଛନ୍ତି ନିୟମିତ ଫଟୋ, ଭିଡ଼ିଓ ଆଦି ପୋଷ୍ଟ କରୁଥିବେ । ଆଉ ବାକିମାନେ ନଡ଼ିଆ ଗୋଟେ ଲେଖା ଫଟେଇବେ! :) --ସୁଭାସିସ ପାଣିଘରି (ଆଳାପ) ୧୧:୫୭, ୯ ମଇ ୨୦୧୭ (IST)[reply]

ଏସୀୟ ଏଥେଲେଟିକ୍ସ ଚ୍ୟାମ୍ପିୟନସିପ ଗଣସମ୍ପାଦନା[ସମ୍ପାଦନା]

ଭୁବନେଶ୍ୱରରେ ଥିବା ଉଇକିଆଳି ମାନେ ୩୦ଜୁନ ରେ କ୍ରୀଡା ଓ ଯୁବ ସେବା ବିଭାଗ ସ‌ହ ମିଶି ଏସୀୟ ଏଥେଲେଟିକ୍ସ ଚ୍ୟାମ୍ପିୟନସିପ ଗଣସମ୍ପାଦନା କରୁଛି । ଯଦି ଆପଣମାନେ ଭୁବନେଶ୍ୱରରେ ଅଛନ୍ତି, ତେବେ ଭାଗ ନେବାକୁ ଅନୁରୋଧ । ଜ୍ଞ୍ୟାନ ଭାଇ, ଚିନୁ ଦିଦି ଓ ମୁଁ ଭିନୀଲ କ୍ରୀଷ୍ଣା ସାରଙ୍କୁ ଭେଟିବାକୁ ଯାଇଥିଲୁ, ସେଇଠି ଏହି ଗଣସମ୍ପାଦନା ବିଷୟରେ ଆଲୋଚନା ହେଇଥିଲା, ତା' ଛଡା ଓଡ଼ିଆ ଉଇକିଆଳି ମାନଙ୍କୁ ଏହି ଚ୍ୟାମ୍ପିୟନସିପରେ ୬-୯ ଯାଏଁ ଫୋଟୋ ଉଠାଇବାକୁ ମିଳିବ, ଯାହା ଦ୍ୱାରା କମନ୍ସରେ ଗୁଡ଼ାଏ ଚିତ୍ର ଆସିବ ଏହି ଏଥେଲେଟିକ୍ସ ଚ୍ୟାମ୍ପିୟନସିପରୁ । --ଶୈଳେଶ (କିଛି ପଚାରିବେ?) ୧୪:୩୪, ୨୧ ଜୁନ ୨୦୧୭ (IST)[reply]

@Saileshpat and ଶୈଳେଶ:, ବଢ଼ିଆ ସୁଯୋଗଟେ ମିଳିଛି । ପାରିବ ଯଦି ଭଏସ ଇଣ୍ଟ୍ରୋ ଆଉ ଅଟୋଗ୍ରାଫ ଆଣିବାକୁ ବି ଚେଷ୍ଟାକରିବ । ଏଭଳିଆ ସୁଯୋଗ ସବୁବେଳେ ମିଳିବନି । ଏ କାମଟି ପାଇଁ ଅନେକ ଶୁଭେଚ୍ଛା । କିଛି ପ୍ରଶ୍ନ/ଆଇଡ଼ିଆ: ୧) ଗୋଟେ ପୃଷ୍ଠା ତିଆରି କରିଦିଅ ଆଉ ସେଥିରେ ଭାଗନେଉଥିବା ଉଇକିଆଳିଏ କି କି ପ୍ରସଙ୍ଗ ତିଆରି କଲେ କି ଫଟୋ ଅପଲୋଡ଼ କଲେ ସେ ବାବଦରେ ଉଲ୍ଲେଖ କରିପାରିବେ । ୨) ଆଉ ସେମାନେ ପ୍ରେସରେ ପ୍ରଚାର କରିବା କଥା କଣ ହେଲା? ସେମାନେ ତାଙ୍କ ଟୁଇଟର ଆଉ ଫେସବୁକରେ #AAC2017Wiki ହ୍ୟାସଟାଗ ବ୍ୟବହାର କରିଛନ୍ତି ତେଣୁ ଭାଗନେଉଥିବା ସଭିଙ୍କୁ ଟିକେ ସେଇ ଏକା ହ୍ୟାସଟାଗ ବ୍ୟବହାର କରିବାକୁ ଜଣେଇବ । ସେଠୁ ଗୋଟେ ଯୋଡ଼େ ଫେସବୁକ/ଟୁଇଟର ଲାଇଭ ଆଉ ଇନଷ୍ଟାଗ୍ରାମ ଷ୍ଟୋରି କରିବାକୁ ବି ଚେଷ୍ଟାକରିବ । ଫଟୋଗୁଡ଼ା ଇନଷ୍ଟାଗ୍ରାମରେ ବି ଛାଡ଼ୁଥିବ । ନୂଆ ଆକାଉଣ୍ଟ ଆସିଗଲା (https://www.instagram.com/odiawiki/) । --ସୁଭାସିସ ପାଣିଘରି (ଆଳାପ) ୧୯:୦୨, ୨୯ ଜୁନ ୨୦୧୭ (IST)[reply]
ଆଜି କ୍ରୀଡା ଓ ଯୁବ ସେବା ବିଭାଗ ସ‌ହ ମିଶି ଆୟୋଜିତ ହେଇଥିବା ଏସୀୟ ଆଥଲେଟିକ୍ସ ଚ୍ୟାମ୍ପିୟନସିପ ଗଣସମ୍ପାଦନାରେ ପୁରୀ ଓ ଭୁବନେଶ୍ବରରୁ ୯ ଜଣ ଉଇକିଆଳି ଭାଗ ନେଇଥିଲେ । ଏହି ଗଣସମ୍ପାଦନାରେ ଓଡ଼ିଆ ଓ ଇଂରାଜୀ ଉଇକିପିଡିଆରେ ୧୫ରୁ ଅଧିକ ଲେଖା ସମ୍ପାଦନା କରାଯାଇଥିଲା ।


ଏହି ଗଣସମ୍ପାଦନା ଦ୍ଵାରା ଏସୀୟ ଆଥଲେଟିକ୍ସ ଚ୍ୟାମ୍ପିୟନସିପର ଅଫିସିଆଲ ୱେବସାଇଟରେ CC-BY-SA 4.0 ଲାଇସେନ୍ସ ଯୋଡ଼ାଯାଇଛି । --ଶୈଳେଶ (କିଛି ପଚାରିବେ?) ୨୨:୨୮, ୩୦ ଜୁନ ୨୦୧୭ (IST)[reply]

CIS-A2K Technical Wishes 2017 Announcement[ସମ୍ପାଦନା]

Sorry for posting this message in English, please feel free to translate the message

Greetings from CIS-A2K!

CIS-A2K is happy to announce the Technical Wishes Project beginning July 2017. We now welcome requests from Indic language communities on our Technical Request page. This project, inspired by WMDE, is an effort to document and hopefully resolve the technical issues that have long plagued Indian Wikimedians. For more details, please check our Technical Requests page. Please feel free to ask questions or contact us at tito@cis-india.org and manasa@cis-india.org. Regards. --MediaWiki message delivery (ମୋ ଆଲୋଚନା) ୨୩:୩୫, ୧ ଜୁଲାଇ ୨୦୧୭ (IST)[reply]

ଉଇକିମିଡ଼ିଆ ମୁଭମେଣ୍ଟ ଷ୍ଟ୍ରାଟେଜି ଆଲୋଚନା[ସମ୍ପାଦନା]

ଉଇକିମିଡ଼ିଆ ଫାଉଣ୍ଡେସନର ଷ୍ଟ୍ରାଟେଜିକ ପାର୍ଟନରସିପ ମ୍ୟାନେଜର ରବିଶଙ୍କର କିଛି ଦିନ ତଳେ ଏକ ଉଇକିମିଡ଼ିଆ ମୁଭମେଣ୍ଟ ଷ୍ଟ୍ରାଟେଜି ଆଲୋଚନା ବାବଦରେ ଲେଖିଥିଲେ ।

କଣ ଏ ଆଲୋଚନା

ଉଇକିମିଡ଼ିଆ ସଂଘ ଓ ପ୍ରକଳ୍ପସବୁ ୨୦୩୦ ବେଳକୁ କେମିତି ହେବ ଆଉ ଏବେର ଅସୁବିଧା ସବୁକୁ ସୁଧାରି କିପରି ଆଗକୁ ବଢ଼ିବା ଏ ବାବଦରେ ପୃଥିବୀସାରା ସବୁ ଉଇକିମିଡ଼ିଆ ସଂଘ ଆଲୋଚନା କରୁଛନ୍ତି । ଏସବୁ ଆଲୋଚନା ଭିନ୍ନ ଭିନ୍ନ ଭାଷାର ଉଇକିମିଡ଼ିଆ ସଂଘ ନିଜ ନିଜ ଭାଷାରେ କରି ତାକୁ ଏକାଠି କଲାପରେ ଉଇକିମିଡ଼ିଆ ଫାଉଣ୍ଡେସନ ସେସବୁ ଆଲୋଚନାର ସାରାଂଶରୁ ଆଗକୁ ଆମ ସହ ମିଶି ଯୋଜନା ତିଆରି କରିବ । ଏଣୁ ସ୍ଥାନୀୟ ସ୍ତରରେ ଉଇକିଆଳିମାନେ ଏକାଠି ହୋଇ ଏହି ଆଲୋଚନା କରିପାରିବେ ।

ଆମ ଓଡ଼ିଆ ସଂଘ ପାଇଁ ଲାଭ
  • ଆମେ ଉଇକିମିଡ଼ିଆ ୨୦୩୦ରେ ଏଯାବତ କଣ ହୋଇଛି ଆଉ ଓଡ଼ିଆ ଭାଷାରେ ଉଇକିମିଡ଼ିଆ ପ୍ରକଳ୍ପସବୁ ଏଥିରେ କିପରି ଭାଗନେବେ ଓ ଆଗକୁ କଣ କଣ ବଡ଼ ଯୋଜନା କରିବୁ ସେ ବାବଦରେ ଆଲୋଚନା
  • ନିକଟ ଭବିଷ୍ୟତରେ ଆମର ଓଡ଼ିଆ ଉଇକିପିଡ଼ିଆର ୧୫ ବର୍ଷ ପୂରଣ ଓ ଉଇକିପାଠାଗାରର ୩ୟ ଜନ୍ମତିଥି ପାଳନ ବାବଦରେ ଯୋଜନା ଓ ଗ୍ରାଣ୍ଟ ଲିଖନ, କି କି କାମ ହେବ ସେ ବାବଦରେ ସବୁ ଚୂଡ଼ାନ୍ତ କରିବା । ଏହି ଆଲୋଚନା ଏକ ସ୍ଥାନରେ ଅନୁଷ୍ଠିତ ହେବ ତେଣୁ ଏଥିରେ ଯେଉଁମାନେ ଭାଗନେବେ ସେମାନେ ମିଶି ଗ୍ରାଣ୍ଟ ଆବେଦନ ଫର୍ମଟିରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଏକାଠି ଆଲୋଚନା କରି ଲେଖିପାରିବେ । ପରେ ତାହା ଆମ ସଂଘର ବାକି ଉଇକିଆଳିମାନେ ଦେଖିବା ପରେ ଚୂଡ଼ାନ୍ତ ହେବ ।
  • "ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ" ବା ଆମ ଉଇକିଆଳି ସଂଘକୁ ଏକ ଉଇକିମିଡ଼ିଆ ଆଫିଲିଏଟ ଭାବେ ନିଷ୍ପତ୍ତି ଚୂଡ଼ାନ୍ତ ହେବା ଉପରେ । ତେଣୁ ଆଗକୁ ଆମେ ଏକ ଦଳ ଭାବେ କଣ କଣ କରିବୁ ସେ ବାବଦରେ ଏକ ପ୍ରାରମ୍ଭିକ ଆଲୋଚନା ।
  • ଏ ବର୍ଷ କାନାଡ଼ାର ମଣ୍ଟ୍ରିଲଠାରେ ହେବାକୁ ଥିବା ଉଇକିମାନିଆରେ ସୁବାସ ସାର, ଶୈଳେଶ ଓ ମୁଁ ବୃତ୍ତି ପାଇଥିଲୁ । ତେଣୁ ସେଠାରେ ଆମେ ମାନେ କଣ କରିବୁ ଓ ଓଡ଼ିଆ ଉଇକିଆଳିମାନେ ଆମଠାରୁ କଣ ଆଶା କରୁଛନ୍ତି ସେ ବାବଦରେ କିଛି ଆଲୋଚନା ତଥା ଆମ ଉପରେ ସେଠାରୁ କିଛି ଶିଖିବା ଓ ପରେ ତାହା ବାକି ସଭିଙ୍କ ସାଙ୍ଗେ ବାଣ୍ଟିବା ବାବଦରେ ଆଲୋଚନା ।
କେବେ?

ଉଇକିମାନିଆ ପାଇଁ ଆମେମାନେ ଅଗଷ୍ଟ ୬-୭ ଭିତରେ ବାହାରୁଥିବାରୁ ଜୁଲାଇ ୧୦ରୁ ଆରମ୍ଭ କରି ଅଗଷ୍ଟ ୪ ଭିତରେ କରିପାରିଲେ ଭଲ ହେବ । ଏତିକି ଦିନ ଭିତରେ ହୋଇପାରିଲେ ଆମେ ଉଇକିପାଠାଗାର+ଉଇକିପିଡ଼ିଆ ପାଇଁ ସମ୍ମିଳନୀ ଗ୍ରାଣ୍ଟ ଆବେଦନଟି ଠିକ ସମୟରେ କରିପାରିବୁ ।

ଏ ସବୁ ଆଲୋଚନା ପାଇଁ ପୂରା ଦିନଟିଏ ଲାଗିବ । ତେଣୁ ତଳେ ସ୍ଥାନ ଓ ତାରିଖ ଓ ଏଥିରେ କେଉଁମାନେ ଭାଗନେବା ପାଇଁ ଆଗ୍ରହୀ ସପ୍ତାହେ ଭିତରେ (୮ ତାରିଖ ଭିତରେ) ଜଣାଇଲେ ଭଲହେବ । ସମସ୍ତଙ୍କ ମତକୁ ଭିତ୍ତି କରି ଆମେ ଉଇକିମିଡ଼ିଆ ଫାଉଣ୍ଡେସନଙ୍କୁ ଏକ ଛୋଟ ଖର୍ଚ୍ଚ ଅଟକଳ ଏହି ମାସ ୧୫ ତାରିଖ ଦିନ ଆବେଦନ କରିବା ।--ସୁଭାସିସ ପାଣିଘରି (ଆଳାପ) ୧୬:୦୬, ୩ ଜୁଲାଇ ୨୦୧୭ (IST)[reply]

ଅପଡେଟ

ରବି ଜଣାଇଛନ୍ତି ଯେ ଏହି ଭିଡ଼ିଓରେ ଆପଣ ଜାଣିବାକୁ ଚାହୁଁଥିବା ପାଖାପାଖି ସବୁ ପ୍ରଶ୍ନର ଉତ୍ତର ରହିଛି । ତେବେ ଏଥିରେ ବଜେଟ ଖବ କମ ରହିଥିବାରୁ ଯେଉଁ ସହରରେ ଏ କାର୍ଯ୍ୟକ୍ରଟି ହେବ ତା ବାହାରୁ ଜଣେ କି ଦୁଇଜଣ ପରିଚାଳକ (ଉଇକିମିଡ଼ିଆ ପରିଚାଳକ ନୁହଁନ୍ତି ଏ ସଭାର ପରିଚାଳକ) ଯୋଗଦେଇପାରିବେ ।--ସୁଭାସିସ ପାଣିଘରି (ଆଳାପ) ୧୭:୦୯, ୩ ଜୁଲାଇ ୨୦୧୭ (IST)[reply]

ଆଗ୍ରହୀ, ତାରିଖ, ଯିବାଆସିବା ପାଇଁ ଖର୍ଚ୍ଚ ଲୋଡ଼ାଥିଲେ କେତେ ଖର୍ଚ୍ଚ[ସମ୍ପାଦନା]

  1. ସ୍ଥାନ - ଭୁବନେଶ୍ୱର, ଯିବାଆସିବା ପାଇଁ ଖର୍ଚ୍ଚ - ୨୦୦‌.୦୦ --Subas Chandra Rout (ମୋ ଆଲୋଚନା) ୧୬:୩୩, ୩ ଜୁଲାଇ ୨୦୧୭ (IST)[reply]
  2. ସ୍ଥାନ - ଭୁବନେଶ୍ୱର , ଯିବାଆସିବା ଖର୍ଚ୍ଚ -୦୦ , ତାରିଖ - ଜୁଲାଇ ମାସରେ ଯେ କୌଣସି ରବିବାର କୁ ନେଇ ତାରିଖ ଠିକ--Aliva Sahoo (ମୋ ଆଲୋଚନା) ୧୬:୪୦, ୩ ଜୁଲାଇ ୨୦୧୭ (IST)[reply]
  3. ଯେଉଁଠି ବି ହେଲେ ଭାଗ ନେବା ପାଇଁ ଇଚ୍ଛୁକ କିନ୍ତୁ ଖର୍ଚ୍ଚ ଅଧିକ ହେଇପାରେ । ନ‌ଚେତ ଫୋନ କିମ୍ୱା ମେଲ ରେ ଆଲୋଚନାରେ ଭାଗ ନେବା ପାଇଁ ଚେଷ୍ଟା କରିବି --Pmsarangi (ମୋ ଆଲୋଚନା) ୧୬:୩୬, ୬ ଜୁଲାଇ ୨୦୧୭ (IST)[reply]
  4. ସ୍ଥାନ - ଭୁବନେଶ୍ୱର । ଜୁଲାଇ ମାସର ଏକ ରବିବାରରେ ଆଲୋଚନା ହେଲେ ଭାଗ ନେଇ ପାରିବି । --ବିକାଶ ଓଝା (ମୋ ଆଲୋଚନା) ୧୪:୫୦, ୭ ଜୁଲାଇ ୨୦୧୭ (IST)[reply]
  5. ସ୍ଥାନ ଓ ତାରିଖ - ଯେଉଁଠି ଓ ଯେଉଁଦିନ ହେଲେ ବି ଯୋଗଦେବାକୁ ଆଗ୍ରହୀ । ଯିବାଆସିବା ଖର୍ଚ୍ଚ - ୦.୦୦ (ନିଜ ଖର୍ଚ୍ଚରେ ଯୋଗଦେବି) । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୬:୩୦, ୭ ଜୁଲାଇ ୨୦୧୭ (IST)[reply]
  6. ସ୍ଥାନ ଭୁବନେଶ୍ଵର ହେଲେ ତାରିଖ , ସମୟ ଯାହା ବି ହେଉ ମୁଁ ଯୋଗ ଦେଇପାରିବି । --Chinmayee Mishra (ମୋ ଆଲୋଚନା) ୦୧:୦୭, ୮ ଜୁଲାଇ ୨୦୧୭ (IST)[reply]
  7. ଜୁଲାଇ ମାସରେ ଯେ କୌଣସି ରବିବାର, ଯିବାଆସିବା ଖର୍ଚ୍ଚ - ୦.୦୦ (ନିଜ ଖର୍ଚ୍ଚରେ ଯୋଗଦେବି) । --ସ୍ନେହାଶିଷ ନାୟକ (ମୋ ଆଲୋଚନା) ୨୦:୧୮, ୯ ଜୁଲାଇ ୨୦୧୭ (IST)[reply]
  8. ସ୍ଥାନ ଓ ତାରିଖ - ଯେଉଁଠି ଓ ଯେଉଁଦିନ ହେଲେ ବି ଯୋଗଦେବାକୁ ଆଗ୍ରହୀ । ଯିବାଆସିବା ଖର୍ଚ୍ଚ - ୦.୦୦ (ନିଜ ଖର୍ଚ୍ଚରେ ଯୋଗଦେବି) । --ଶ୍ରୀକାନ୍ତ କେଡିଆ (ମୋ ଆଲୋଚନା) ୦୧:୧୩, ୧୦ ଜୁଲାଇ ୨୦୧୭ (IST)[reply]
  9. ସ୍ଥାନ - ଭୁବନେଶ୍ୱର । ତାରିଖ - ଅଗଷ୍ଟ ମାସରେ ଯେ କୌଣସି ତାରିଖରେ ବା ତା ପରେ କେବେ ହେଲେ । -- ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୨୦:୫୬, ୧୦ ଜୁଲାଇ ୨୦୧୭ (IST)[reply]
  10. ଯେଉଁଠି ଓ ଯେଉଁଦିନ ହେଲେ ବି ଯୋଗଦେବାକୁ ଆଗ୍ରହୀ । --ଶୈଳେଶ (କିଛି ପଚାରିବେ?) ୨୧:୪୧, ୧୦ ଜୁଲାଇ ୨୦୧୭ (IST)[reply]
  11. ଯେଉଁଠି ଓ ଯେଉଁଦିନ ହେଲେ ବି ଯୋଗଦେବାକୁ ଆଗ୍ରହୀ । ରବିବାର ହେଲେ ଭଲହୁଅନ୍ତା --Radhadwibedi (ମୋ ଆଲୋଚନା) ୧୫:୫୫, ୧୭ ଜୁଲାଇ ୨୦୧୭ (IST)[reply]

ଭିନ୍ନ ମତ[ସମ୍ପାଦନା]

ଅପଡେଟ[ସମ୍ପାଦନା]

  • ଆମ ବଜେଟ ଅନୁମୋଦନ ପାଇଗଲା । ଆପଣ ସଭିଙ୍କୁ ଏତେ କମ ସମୟ ଭିତରେ ଭାଗ ନେଇ ନିଜ ମତ ଦେଇଥିବାରୁ ଅନେକ ସାଧୁବାଦ । ଅନେକେ ରବିବାର ପାଇଁ ଲେଖିଥିବାରୁ ଜୁଲାଇ ୩୦ ତାରିଖ ପୂରାଦିନକୁ ଚୂଡ଼ାନ୍ତ କରିପାରିବା ତ? ଏଠି ନାଁ ଦେଇନଥିବା ଉଇକିଆଳି ବି ଆସିପାରିବେ ତେବେ ହାତରେ ଆଉ ସମୟ ନଥିବାରୁ ଦିନେ କି ଦୁଇଦିନ ଭିତରେ ଏଠି ଲେଖିପାରିଲେ ଭଲହୁଅନ୍ତା । ଆଉ ଉଇକିମିଡ଼ିଆ ବାହାରେ କେହି ପ୍ରଭାବଶାଳୀ ବ୍ୟକ୍ତି ଉଇକିମିଡ଼ିଆର ଷ୍ଟ୍ରାଟେଜି ବାବଦରେ କିଛି ପରାମର୍ଶ ଦେଇପାରିବେ ବୋଲି ଭାବୁଥିଲେ ତାଙ୍କ ନାଁ ଓ ସେ କେଉଁଠି ରହନ୍ତି ମଧ୍ୟ ତଳେ ଉଲ୍ଲେଖ କରିବେ । ଏଇ କାମଟି ବି ଯଥାସମ୍ଭବ କରିପାରିଲେ ଭଲହେବ । ଓଡ଼ିଶା ବାହାରେ ଥିବା ଉଇକିଆଳିଙ୍କ ଯିବାଆସିବା ପାଇଁ ଖର୍ଚ୍ଚ ବାବଦରେ ଏବେ ଯାଏଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ ତେବେ ଏଇ କିଛି ଦିନ ଭିତରେ ଏ ବାବଦରେ ଜଣାଇବି । ସଭିଙ୍କୁ ସହଯୋଗ ପାଇଁ ଆଗୁଆ ସାଧୁବାଦ ରହିଲା । --ସୁଭାସିସ ପାଣିଘରି (ଆଳାପ) ୦୭:୩୬, ୧୯ ଜୁଲାଇ ୨୦୧୭ (IST)[reply]
  • ଏଥିରେ ଭାଗନେଉଥିବା ସଭିଙ୍କ ପାଇଁ କିଛି ଉପାଦେୟ ସୂଚନା ଏଠାରେ ରହିଛି । ଦୟାକରି ସେସବୁ ଦେଖି ଓ ସେଥିରେ ଥିବା ଦୁଇଟି ମୁଖ୍ୟ ଜିନିଷ ପଢ଼ି ଆସିବାକୁ ଅନୁରୋଧ । --ସୁଭାସିସ ପାଣିଘରି (ଆଳାପ)
  • ଏହି ସଭା ବାବଦରେ ଏକ ବିବରଣୀ ଏଠାରୁ ପଢ଼ିପାରିବେ । --ସୁଭାସିସ ପାଣିଘରି (ଆଳାପ) ୧୦:୧୦, ୨ ନଭେମ୍ବର ୨୦୧୭ (IST)[reply]

Wiki Loves Monuments 2017 in India[ସମ୍ପାଦନା]

Greetings from Wikimedia India! Wiki Loves Monuments in India is an upcoming photo competition, part of the bigger Wiki Loves Monuments 2017. We welcome you all to be part of it, as participants and as volunteers. The aim of the contest is to ask the general public—readers and users of Wikipedia, photographers, hobbyists, etc.—to take pictures of cultural heritage monuments and upload them to Wikimedia Commons for use on Wikipedia and its sister projects. This in turn would lead to creation of new articles along with development of new articles in Indian languages.

We seek your support to make this event a grand success ! Please sign up here -- Suyash Dwivedi, sent using MediaWiki message delivery (ମୋ ଆଲୋଚନା) ୧୭:୨୦, ୨୫ ଅଗଷ୍ଟ ୨୦୧୭ (IST)[reply]

Wikidata Workshops in India in September 2017[ସମ୍ପାଦନା]

Apologies for writing the message in English. Please feel free to translate the message to your language.

Hello,
We are glad to inform you that Asaf Bartov will visit India in the month of September, and will be conducting local workshops on Wikidata and other recent technologies and tools. You might be aware that Asaf is a promoter and trainer of Wikidata, and before and during this year's Wikimania, Indic Wikimedians from two communities requested Asaf to visit India to conduct more Wikidata workshops.
The workshop would include extensive Wikidata training, from absolute beginner level through querying and embedding Wikidata in Wikipedia (incl. infoboxes), as well as a general tools demonstration, including Quarry. Additionally, time would be made for general Q&A ("ask me anything") to let people use the opportunity to directly ask a WMF representative anything that they have on their mind.
Asaf would come to India on 29 August. Please see the detailed plan here. Please contact here or write to Asaf if you have any question. Regards. -- Titodutta, sent using MediaWiki message delivery (ମୋ ଆଲୋଚନା) ୧୯:୦୭, ୨୫ ଅଗଷ୍ଟ ୨୦୧୭ (IST)[reply]

Featured Wikimedian [September 2017][ସମ୍ପାଦନା]

Greeting, on behalf of Wikimedia India, I, Krishna Chaitanya Velaga from the Executive Committee, introduce you to the Featured Wikimedian of the Month for September 2017, Swapnil Karambelkar.

Swapnil Karambelkar is one of the most active Wikimedians from the Hindi community. Swapnil hails from Bhopal, Madhya Pradesh, and by profession a Mechanical Engineering, who runs his own firm based on factory automation and education. Swapnil joined Wikipedia in August 2016, through "Wiki Loves Monuments". He initially started off with uploading images to Commons and then moved onto Hindi Wikipedia, contributing to culture and military topics. He also contributes to Hindi Wikibooks and Wikiversity. Soon after, he got extensively involved in various outreach activities. He co-organized "Hindi Wiki Conference" in January 2017, at Bhopal. He delivered various lectures on Wikimedia movement in various institutions like Atal Bihari Hindi University, Sanskrit Sansthanam and NIT Bhopal. Along with Suyash Dwivedi, Swapnil co-organized the first ever regular GLAM project in India at National Museum of Natural Heritage, Bhopal. Swapnil is an account creator on Hindi Wikipedia and is an admin on the beta version on Wikiversity. Swapnil has been instrumental in establishing the first Indic language version of Wikiversity, the Hindi Wikiversity. As asked regarding his motivation to contribute to the Wikimedia movement, Swapnil says, "It is the realization that though there is abundance of knowledge around us, but it is yet untapped and not documented".

ଭୁବନେଶ୍ୱରରେ ପ୍ରଥମ "ସଫ୍ଟଓଏର ଫ୍ରିଡ଼ମ ଦିବସ"[ସମ୍ପାଦନା]

ଖୋଲା ସଫ୍ଟଓଏର ବ୍ୟବବାର ଓ ଏହା ପଛରେ ଥିବା ଉଦ୍ଦେଶ୍ୟର ପ୍ରଚାର ପ୍ରସାର ପାଇଁ ସଫ୍ଟଓଏର ସ୍ୱାଧୀନତା ଦିବସ ବିଶ୍ୱବ୍ୟାପୀ ପାଳିତ ହୋଇଥାଏ । ଏ ବର୍ଷ ପ୍ରଥମ କରି ଭୁବନେଶ୍ୱରରେ ଏହା ପାଳନ କରିବା ପାଇଁ ବିଳମ୍ବରେ ହେଉ ପଛେ ଆଗ୍ରହ ଉପୁଜୁଛି । ତେବେ ହାତରେ ସମୟ ନ ଥିବାରୁ ସମୟ ଓ ସ୍ଥାନ ଅତି କମ ସମୟରେ ସ୍ଥିର କରିବାକୁ ପଡ଼ିଲା । ତେଣୁ ସେଥି ପାଇଁ ଆଗରୁ କ୍ଷମାମାଗୁଛି । ଏହି ଦିବସ ବାବଦରେ ଅଧିକ ତଥ୍ୟ ଏହି ପୃଷ୍ଠାରୁ ପଢ଼ିପାରିବେ । ଭାଷା ଓ ସଂସ୍କୃତିର ବିକାଶରେ ସଫ୍ଟଓଏର ସ୍ୱାଧୀନତା ଓ ଏଥିରେ ବିଶେଷ କରି ଓଡ଼ିଆ ଉଇକିମିଡ଼ିଆ ପ୍ରକଳ୍ପମାନଙ୍କ ଭୂମିକା ବାବଦରେ ଏହି ସଭାରେ ଆଲୋଚନା କରାଯାଇପାରିବ ।

ସ୍ଥାନ

ସମ୍ବାଦ ଭବନ, B-୨୭, ଶିଳ୍ପାଞ୍ଚଳ, ରସୁଲଗଡ଼, ଭୁବନେଶ୍ୱର ୭୫୧ ୦୧୦

ଫୋନ: (୦୬୭୪) ୨୫୪ ୮୯୦୨/୮୯୦୩/୮୯୦୪

ତାରିଖ ଓ ସମୟ
ସେପ୍ଟେମ୍ବର ୧୬ ତାରିଖ (ଶନିବାର) ଉପରଓଳି ୪:୩୦ ଘଟିକା

ଆଲୋଚନାର ବିଷୟବସ୍ତୁ[ସମ୍ପାଦନା]

  • ଏକ ସାମାଜିକ ପରିବର୍ତ୍ତଙ୍କାରୀ ଭାବେ ଖୋଲା ଓ ଓପନ ସୋର୍ସ ସଫ୍ଟଓଏର (FOSS)
  • ଭାଷାଗତ ଓ ଚଳଣିଗତ ସଂରକ୍ଷଣ ପାଇଁ ଉଇକିମିଡ଼ିଆ ପ୍ରକଳ୍ପ
  • FOSS ବ୍ୟବହାର କରି ମାତୃଭାଷା ଓ ଚଳଣିର ସଂରକ୍ଷଣ
  • ଏହା ବାଦ ଆଉ କୌଣସି ବିଷୟ ବାବଦରେ ଆଲୋଚନା କରିବାକୁ ଚାହୁଁଥିଲେ ଏହି ବାକ୍ୟଟିକୁ କାଟି ଏଠାରେ ଲେଖନ୍ତୁ

ଅଂଶଗ୍ରହଣ[ସମ୍ପାଦନା]

ଏଥିରେ ଭାଗନେବାକୁ ଇଚ୍ଛୁକ ଥିଲେ ତଳେ ନାମ ଲେଖାନ୍ତୁ ।

ମତାମତ[ସମ୍ପାଦନା]

ଉଇକିପାଠାଗାରର ତୃତୀୟ ଜନ୍ମବାର୍ଷିକୀ ପାଇଁ ଗ୍ରାଣ୍ଟ ଆବେଦନ କରିବାର ପୃଷ୍ଠା ତିଆରି କରାଗଲା ।[ସମ୍ପାଦନା]

ଏହି ଅକ୍ଟୋବର ରେ ଓଡ଼ିଆ ଉଇକିପାଠାଗାରକୁ ତିନି ବର୍ଷ ପୁରିବ । ଏହି ଜନ୍ମ ବାର୍ଷିକୀ ଅବସରରେ ଭୁବନେଶ୍ବରରେ ଏକ ସମ୍ମିଳନୀ ଆୟୋଜନ କରିବାର ପ୍ରସ୍ତାବ ଥିଲା, ସେହି ପ୍ରସ୍ତାବ କୁ ଧ୍ୟାନରେ ରଖି ମେଟାରେ ଗ୍ରାଣ୍ଟ ପୃଷ୍ଠା ତିଆରି ହେଇଛି ଓ ପୂର୍ବ ବର୍ଷର ହିସାବ ଅଟକଳ ଏହି ବର୍ଷ ମଧ୍ୟ ରଖିବାକୁ ମୁଁ ପ୍ରସ୍ତାବ ଦେଉଛି । ଗ୍ରାଣ୍ଟ ଆବେଦନ କରିବା ପୂର୍ବରୁ ମୁଁ ମେଟାରେ ସମର୍ଥନ ଦେବାକୁ ଅନୁରୋଧ କରୁଛି ଓ କିଛି ଆଲୋଚନା କରିବାକୁ ଥିଲେ ତଳେ ଲେଖିବାକୁ ଅନୁରୋଧ ।

  • ପୂର୍ବ ବର୍ଷର ହିସାବ ଅଟକଳ ଏଠାରେ ପାଇବେ ।
  • ମେଟାରେ ଏଠି ସମର୍ଥନ କରନ୍ତୁ ।
  • କିଛି ଅନ୍ୟ ତଥ୍ୟ ଯୋଡ଼ିବାକୁ ଥିଲେ ଗ୍ରାଣ୍ଟ ପୃଷ୍ଠାରେ ଯୋଡନ୍ତୁ ।

ଧନ୍ୟବାଦ । -ଶୈଳେଶ (କିଛି ପଚାରିବେ?) ୧୯:୩୯, ୨ ଅକ୍ଟୋବର ୨୦୧୭ (IST)[reply]

ଉଇକିପାଠାଗାରର ତୃତୀୟ ଜନ୍ମବାର୍ଷିକୀ ପାଇଁ ଆବେଦନ କରାଯାଇଥିବା ଗ୍ରାଣ୍ଟ‌ଟି ଅନୁମୋଦିତ ହେଇଗଲା । ଏହି ଜନ୍ମତିଥିଟି ପାଳନ କେବେ ଓ କେଉଁଠାରେ କରିବା ପାଇଁ ତା' ପାଇଁ ତଳେ ଅଲୋଚନା କରିବାକୁ ଅନୁରୋଧ କରୁଛି । ମୁଁ ନଭେମ୍ବର ୧୦-୧୧ରେ ମାଙ୍ଗୋ ହୋଟେଲରେ କରିବା ପାଇଁ ପ୍ରସ୍ତାବ ଦେଉଛି । --Saileshpat (ମୋ ଆଲୋଚନା) ୨୧:୧୪, ୨୨ ଅକ୍ଟୋବର ୨୦୧୭ (IST)[reply]

ଏହି ଆଲୋଚନା ପାଇଁ ଉଇକିପାଠାଗାରରେ ଗୋଟିଏ ନୂଆ ପୃଷ୍ଠା କରିଦେଇଛି । ସମସ୍ତେ ସେଇଟା ଦେଖି ସେଠାରେ ମତାମତ ଦେବାକୁ ଅନୁରୋଧ । --Chinmayee Mishra (ମୋ ଆଲୋଚନା) ୧୭:୨୬, ୧୪ ନଭେମ୍ବର ୨୦୧୭ (IST)[reply]

Bhubaneswar Heritage Edit-a-thon 2017[ସମ୍ପାଦନା]

Hello,
The Odia Wikimedia Community and CIS-A2K are happy to announce the "Bhubaneswar Heritage Edit-a-thon" between 12 October and 10 November 2017

This Bhubaneswar Heritage Edit-a-thon aims to create, expand, and improve articles related to monuments in the Indian city of Bhubaneswar.

Please see the event page here.

We invite you to participate in this edit-a-thon, please add your name to this list here.

You can find more details about the edit-a-thon and the list of articles to be improved here: here.

Please feel free to ask questions. -- User:Titodutta (sent using MediaWiki message delivery (ମୋ ଆଲୋଚନା) ୧୪:୫୦, ୪ ଅକ୍ଟୋବର ୨୦୧୭ (IST))[reply]

Notification: Application in the latest round of Project Grant[ସମ୍ପାଦନା]

Apologies for not being able to post this message in your language. Could someone please volunteer to translate it into Odia?

User: Chinmayisk and I are happy to announce that our application for a project grant titled “Community toolkit for greater diversity” has cleared the preliminary round of review. It is now open for community review till October 17, 2017. <https://meta.wikimedia.org/wiki/Grants:Project/Chinmayisk/Community_toolkit_for_Greater_Diversity>

We would appreciate your comments and feedback on the Discussion page (https://meta.wikimedia.org/wiki/Grants_talk:Project/Chinmayisk/Community_toolkit_for_Greater_Diversity), and you support in the Endorsements section (https://meta.wikimedia.org/wiki/Grants:Project/Chinmayisk/Community_toolkit_for_Greater_Diversity#Endorsements).

If you would like to volunteer with us, contact me via email or on Meta or English Wikipedia (and thank you!). -- : Rohini (ମୋ ଆଲୋଚନା) ୨୦:୧୨, ୭ ଅକ୍ଟୋବର ୨୦୧୭ (IST)[reply]

ଅକ୍ଟୋବର ମାସ IRC[ସମ୍ପାଦନା]

ନମସ୍କାର, ଓଡ଼ିଆ ଉଇକିପିଡ଼ିଆର ଆଗକୁ ହେବାକୁ ଥିବା କାମ, ହେଇଥିବା କିଛି କାମ ଓ ଅନ୍ୟ ଯୋଜନା ବିଷୟରେ ଆଲୋଚନା କରିବା ପାଇଁ ଅକ୍ଟୋବର ମାସ IRC ରେ ଯୋଗଦାନ ଦେବା ପାଇଁ ଅନୁରୋଧ କରୁଛି । ଏହି IRCରେ ଆମେ ଓଡ଼ିଆ ଉଇକିପାଠାଗାରର ତୃତୀୟ ଜନ୍ମବାର୍ଷିକୀ, ଉଇକି ସମ୍ମେଳନ ଭାରତ(WCI) ଓ ଭୁବନେଶ୍ୱର ଐତିହ୍ୟ ଗଣସମ୍ପାଦନା ବିଷୟରେ ଆଲୋଚନା କରିପାରିବା । ମୁଁ ଏହି ରବିବାର IRC ରଖିବାକୁ ପ୍ରସ୍ତାବ ଦେଉଛି, ଯଦି ଏହି ରବିବାର ସମ୍ଭବ ହେଉନି ତାହାଲେ ଅନ୍ୟ ଦିନ ପାଇଁ ତଳେ ଆଲୋଚନା କରିବାକୁ ଅନୁରୋଧ କରୁଛି । --Saileshpat (ମୋ ଆଲୋଚନା) ୦୦:୪୮, ୧୨ ଅକ୍ଟୋବର ୨୦୧୭ (IST)[reply]

  1.  ସମର୍ଥନ ମୋର ଏହି ରବିବାର ହେଲେ କୌଣସି ଆପତ୍ତି ନାହିଁ ।--Aliva Sahoo (ମୋ ଆଲୋଚନା) ୨୨:୧୬, ୧୮ ଅକ୍ଟୋବର ୨୦୧୭ (IST)[reply]

CIS-A2K Newsletter August September 2017[ସମ୍ପାଦନା]

Hello,
CIS-A2K has published their newsletter for the months of August and September 2017. Please find below details of our August and September newsletters:

August was a busy month with events across our Marathi and Kannada Focus Language Areas.

  1. Workshop on Wikimedia Projects at Ismailsaheb Mulla Law College, Satara
  2. Marathi Wikipedia Edit-a-thon at Dalit Mahila Vikas Mandal
  3. Marathi Wikipedia Workshop at MGM Trust's College of Journalism and Mass Communication, Aurangabad
  4. Orientation Program at Kannada University, Hampi

Please read our Meta newsletter here.

September consisted of Marathi language workshop as well as an online policy discussion on Telugu Wikipedia.

  1. Marathi Wikipedia Workshop at Solapur University
  2. Discussion on Creation of Social Media Guidelines & Strategy for Telugu Wikimedia

Please read our Meta newsletter here: here
If you want to subscribe/unsubscribe this newsletter, click here.

Sent using --MediaWiki message delivery (ମୋ ଆଲୋଚନା) ୦୯:୫୩, ୬ ନଭେମ୍ବର ୨୦୧୭ (IST)[reply]

ଉଇକିପିଡ଼ିଆ ଏସିଆ ମାସ ୨୦୧୭[ସମ୍ପାଦନା]

ନମସ୍କାର,

ମୁଁ ଆସନ୍ତା ନଭେମ୍ବର ମାସର ୦୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଉଇକିପିଡ଼ିଆ ଏସିଆ ମାସ ଏକ ଅନଲାଇନ ଗଣସମ୍ପାଦନା (WAM)ରେ ଓଡିଆ ଉଇକିପିଡିଆକୁ ସମ୍ପୃକ୍ତ କରିବାକୁ ଯାଉଛି, ଯାହା ଏସିଆରେ ଥିବା ଉଇକିପିଡ଼ିଆ ସମୁଦାୟ ମାନଙ୍କ ଭିତରେ ଉନ୍ନତ ସମ୍ପର୍କ ଗଢିବାରେ ଏକ ପ୍ରୟାସ ରହିବ । ଓଡ଼ିଆ ଉଇକିପିଡ଼ିଆରେ ନଭେମ୍ବର ୨୦୧୭ ରେ ଆରମ୍ଭ ହେବାକୁ ଥିବା ଏହି ଗଣସମ୍ପାଦନାଟି ଓଡ଼ିଆ ଭାଷାରେ ଏସିଆରେ ଥିବା ଦେଶ ମାନଙ୍କ ବିଷୟରେ ନୂଆ ଲେଖା ତିଆରି କରିବା କିମ୍ବା ବଢେଇବାର ଯୋଜନା ଆରମ୍ଭ କରୁଛି । ପୂର୍ବ ବର୍ଷ ମଧ୍ୟ ଏହି ଗଣସମ୍ପାଦନାରେ ଆମେ ଭାଗ ନେଇଥିଲୁ ।
ପୂନର୍ବାର ଏହି ଗଣ ସମ୍ପାଦନାରେ ଯୋଗଦାନ କାରିବା ପାଇଁ ଆପଣ ମାନଙ୍କୁ ଅନୁରୋଧ କରୁଛି ।
https://or.wikipedia.org/s/166z --Aliva Sahoo (ମୋ ଆଲୋଚନା) ୨୨:୩୮, ୧୮ ଅକ୍ଟୋବର ୨୦୧୭ (IST)[reply]

Featured Wikimedian [November 2017][ସମ୍ପାଦନା]

On behalf of Wikimedia India, I hereby announce the Featured Wikimedian for November 2017.

Balaji Jagadesh is one of the top contributors from the Tamil Wikimedia community. Though he started contributing since 2009, he was quite active after his participation in WikiConference India 2011. Initially he started contributing to Tamil Wikipedia, but was later attracted towards Tamil Wikisource, Tamil Wikitionary, and Wikidata. His global contributions count to whooping 2,50,000 edits. He is an admin on Tamil Wikitionary.

After his interaction with Mr. Loganathan (User:Info-farmer), Balaji was very much motivated to contribute to Wikimedia projects. He says, "When I was editing in Tamil Wikipedia, I used to translate science articles from English to Tamil. But faced problem in finding equivalent Tamil words. The English to Tamil dictionaries were inadequate. Hence I felt the need to work in the Tamil Wikitionary. After a while there was a collaboration with Tamil Wikisource and Tamil Nadu Government through Tamil Virtual University through 2000 CC0 books were uploaded".

As an active contributor to Wikidata, he says that the vision of Wikimedia movement is, "Imagine a world in which every single human being can freely share in the sum of all knowledge", but with Wikidata we can make it, "Imagine a world in which every single human being and every single machine can freely share in the sum of all knowledge". Apart from regular contributions, he also created templates to Tamil Wikimedia projects, and also maintains Tamil Wikisource's official Twitter handle.

Balaji hails from Coimbatore, Tamil Nadu, and is a post-graduate is Physics. He currently works as a Senior Geophysicist in Oil and Natural Gas Corporation Limited (ONGC).

Any editor can propose a fellow to be a Featured Wikimedia at: http://wiki.wikimedia.in/Featured_Wikimedian/Nominations

MediaWiki message delivery (ମୋ ଆଲୋଚନା) ୧୫:୨୯, ୧୦ ନଭେମ୍ବର ୨୦୧୭ (IST)[reply]