ଅଣ୍ଡା ରୋଲ

ଉଇକିପିଡ଼ିଆ‌ରୁ
ଅଣ୍ଡା ରୋଲ
ଅଣ୍ଡା ରୋଲ
ଅଣ୍ଡା ରୋଲ
ପରଷାNonveg Snack
ମୂଳ ସ୍ଥାନଭାରତ
ମୁଖ୍ୟ ଉପାଦାନଅଣ୍ଡା

ସାମଗ୍ରୀ[ସମ୍ପାଦନା]

ପ୍ରଣାଳୀ[ସମ୍ପାଦନା]

Flickr - cyclonebill - Forårsruller med rejer og fennikel
  • ପ୍ରଥମେ ଅଟାକୁ ଭଲ ଭାବରେ ଚକଟି ୧୫ ମିନିଟ ପର୍ଯନ୍ତ ଢାଙ୍କି କରି ରଖି ଦିଅନ୍ତୁ।
  • ୧୫ ମିନିଟ ପରେ ଅଟାରୁ ୪ଟି ଗୁଳା ବନାନ୍ତୁ।
  • ଏବେ ସେହି ଗୁଳାରୁ ମଧ୍ୟମ ଆକାରର ରୁଟି ପ୍ରସ୍ତୁତ କରନ୍ତୁ ।
  • ଏବେ ଏହାକୁ ଗରମ ତାୱାରେ ହାଲୁକା ସେକନ୍ତୁ ଏବଂ ପାତ୍ରରେ ରଖି ଦିଅନ୍ତୁ।
  • ଏହାପରେ ଏକ ପାତ୍ରରେ ଅଣ୍ଡା ଏବଂ ଲୁଣ ନେଇ ଫେଣ୍ଟନ୍ତୁ।
  • ତାୱାରେ ତେଲ ଗରମ କରି ଫେଣ୍ଟା ହୋଇଥିବା ଅଣ୍ଡାକୁ ପକାଇ ଖେଳାଇ ଦିଅନ୍ତୁ।
  • ୩୦ ସେକେଣ୍ଡ ପରେ ତାୱାରେ ଥିବା ଅଣ୍ଡା ଉପରେ ପୂର୍ବରୁ ସେକା ହୋଇଥିବା ରୁଟି ପକାଇ ଦବାନ୍ତୁ ଯେପରିକି ଅଣ୍ଡା ସ‌ହିତ ରୁଟି ଭଲରେ ଲାଗିଯିବ।
  • ଏହାପରେ ଓଲଟା କରି ପୁଣି ସେକନ୍ତୁ।
  • ଅଣ୍ଡା ଭଲ ଭାବରେ ସେକି ହୋଇଗଲା ପରେ ପ୍ଲେଟରେ କାଢିଆଣନ୍ତୁ ।
  • ଫ୍ରାଅ ହୋଇଥିବା ପରଟା ଉପରେ ଲେମ୍ବୁ ରସ ଛିଞ୍ଚନ୍ତୁ,ପରେ କଟା କାକଡି,ପିଆଜ,ଲଙ୍କା,ଟମାଟୋ ସସ୍ ଏବଂ ଚିଲି ସସ୍ ପକାନ୍ତୁ।
  • ପରଟାକୁ ରୋଲ୍ କରି ତା ଉପରେ କାଗଜ ଗୁଡାଇ ଅଣ୍ଡାରୋଲ[୧] ପରସନ୍ତୁ।

ଆଧାର[ସମ୍ପାଦନା]